ସୁରବାବା ଓ ତାଙ୍କ ଦୁଇ ପୁଅଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ୍

ଭୁବନେଶ୍ୱର: ସୁରବାବା ଓ ତାଙ୍କ ଦୁଇ ପୁଅଙ୍କୁ ବୁଧବାର ତିନି ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ୍। କ୍ରାଇମବ୍ରାଞ୍ଚର ଏକ ଟିମ୍ ଆଜି ଅପରାହ୍ନରେ ଝାରପଡ଼ା ଜେଲ୍ ଆସି ଏହି ତିନି ଜଣଙ୍କୁ ରିମାଣ୍ଡରେ ନେଇଛି। ସେମାନଙ୍କୁ କଟକସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଛି। ଗତକାଲି ମୁଖ୍ୟମନ୍ତ୍ରୀ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସୁରେନ୍ଦ୍ର ଓ ତାଙ୍କ ଦୁଇ ପୁଅଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟ କମିଶନରେଟ୍ ପୋଲିସକୁ ଅନୁମତି ଦେଇଥିଲେ। ତେବେ ତଦନ୍ତଭାର […]

suraandsons

suraandsons

Rakesh Mallick
  • Published: Wednesday, 02 September 2015
  • Updated: 02 September 2015, 01:00 PM IST

suraandsonsଭୁବନେଶ୍ୱର: ସୁରବାବା ଓ ତାଙ୍କ ଦୁଇ ପୁଅଙ୍କୁ ବୁଧବାର ତିନି ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ୍। କ୍ରାଇମବ୍ରାଞ୍ଚର ଏକ ଟିମ୍ ଆଜି ଅପରାହ୍ନରେ ଝାରପଡ଼ା ଜେଲ୍ ଆସି ଏହି ତିନି ଜଣଙ୍କୁ ରିମାଣ୍ଡରେ ନେଇଛି। ସେମାନଙ୍କୁ କଟକସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଛି।

ଗତକାଲି ମୁଖ୍ୟମନ୍ତ୍ରୀ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସୁରେନ୍ଦ୍ର ଓ ତାଙ୍କ ଦୁଇ ପୁଅଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟ କମିଶନରେଟ୍ ପୋଲିସକୁ ଅନୁମତି ଦେଇଥିଲେ। ତେବେ ତଦନ୍ତଭାର କ୍ରାଇମ୍ବ୍ରାଞ୍ଚ୍ ନେଇଥିବାରୁ ସୁରେନ୍ଦ୍ର ଓ ତାଙ୍କ ଦୁଇ ପୁଅଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ୪ ଜଣ ଡିଏସପିଙ୍କ ନେତୃତ୍ୱର କ୍ରାଇମବ୍ରାଞ୍ଚର ୪ଟି ଟିମ୍ ସୁର ବାବାଙ୍କ ବିରୋଧରେ ଆସିଥିବା ବିଭିନ୍ନ ଅଭିଯୋଗ ତଦନ୍ତ କରିବେ। କ୍ରାଇମବ୍ରାଞ୍ଚ୍ ଏଡିଜି ବି.କେ.ଶର୍ମା ଏହି ସୂଚନା ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ଆଗକୁ ଅଧିକ ଟିମ୍ ଗଠନ କରାଯାଇପାରେ ବୋଲି ସେ କହିଛନ୍ତି।

ସୁରେନ୍ଦ୍ର ଓ ତାଙ୍କ ଦୁଇ ପୁଅଙ୍କ ବିରୋଧରେ ଦାୟର ୪ଟି ଏଫଆଇଆରକୁ ନେଇ ତଦନ୍ତକୁ ଆଗକୁ ବଢାଇବ କ୍ରାଇମବ୍ରାଞ୍ଚ। ଏବେ ଆଇପିସିର ଯେଉଁ ଧାରା ଲାଗିଛି ଆଗକୁ ଆବଶ୍ୟକ ପଡିଲେ ସେମାନଙ୍କ ବିରୋଧରେ ଅଧିକ ଦଫା ଲାଗିପାରେ।

ତଦନ୍ତ ଭାର ମିଳିବା ପରେ ଗତକାଲି ସଂଧ୍ୟାରେ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ପୋଲିସ୍ କମିଶନରଙ୍କୁ ଭେଟିଥିଲେ। କ୍ରାଇମବ୍ରାଞ୍ଚ୍ ଆଇଜି, ପୋଲିସ କମିଶନର ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିଥିଲେ। ପୂର୍ବରୁ ସାରଥି ମାମଲାର ବି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story