ଟିଟିଲାଗଡ: ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ, ଜଣେ ଗିରଫ

ଟିଟିଲାଗଡ: ଟିଟିଲାଗଡ ପୋଲିସ୍  ବୁଧବାର ଏକ ଟାଟା ସୁମୋରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ଓଜନ ୫୦ କିଲୋ ହେବ ବୋଲି ପୋଲିସ କହିଛି। ଘଟଣାସ୍ଥଳରୁ ପୋଲିସ ଜଣକୁ ଗିରଫ କରିଛି। ଗାଡି ଚାଳକ ଫେରାର ହୋଇଯାଇଥିବା ପୋଲିସ କହିଛି।

titilagada

Rakesh Mallick
  • Published: Thursday, 27 August 2015
  • , Updated: 27 August 2015, 10:12 AM IST

Related story