ଭଦ୍ରକ: ଟ୍ରକ ଧକ୍କାରେ ସାଇକେଲ୍ ଆରୋହୀ ମୃତ

ଭଦ୍ରକ: ୫ ନମ୍ବର ଜାତୀୟ ରାଜପଥର ରାହାଞ୍ଜ ନିକଟରେ ଏକ ଟ୍ରକ୍ ଚାପାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସେକ ସଇଦ (୫୦)। ତାଙ୍କ ଘର ପୁରୁଣାବଜାର ଥାନା ଭୂୟାୱ ମହଲା ଗାଁରେ। ସେ ସାଇକେଲ ଯୋଗେ ଆସୁଥିବା ବେଳେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ୍ ଟ୍ରକଟିକୁ ଜବତ କରି ଏକ ମାମଲା ରୁଜୁ କରିଛି।

satyam

Rakesh Mallick
  • Published: Monday, 24 August 2015
  • , Updated: 24 August 2015, 05:12 PM IST

Related story