ବାୟୁସେନାରେ ଜୁନ୍ ୨୪ରୁ ‘ଅଗ୍ନିପଥ’ ଯୋଜନାରେ ନିଯୁକ୍ତି ପ୍ରକ୍ରିୟା

ନୂଆଦିଲ୍ଲୀ: ‘ଅଗ୍ନିପଥ’ ଯୋଜନା ବିରୋଧରେ ଦେଶର କିଛି ଅଂଶରେ ନିଆଁ ଜଳୁଥିବା ବେଳେ ଏହି ଯୋଜନାରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଘୋଷଣା କରିଛି ଭାରତୀୟ ବାୟୁସେନା। ଜୁନ୍ ୨୪ ତାରିଖରୁ ‘ଅଗ୍ନିପଥ’ ଯୋଜନା ମାଧ୍ୟମରେ ‘ଅଗ୍ନିବୀର’ ମାନଙ୍କୁ ନିଯୁକ୍ତି କରିବା ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି। ବାୟୁସେନା ମୁଖ୍ୟ ଭିଆର ଚୌଧୁରୀ କହିଛନ୍ତି, ‘ଅଗ୍ନିପଥ’ ଯୋଜନାରେ ନିଯୁକ୍ତି ପାଇଁ ସର୍ବୋଚ୍ଚ ବୟସ ସୀମାକୁ ୨୩ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। […]

Indian Air Force

Indian Air Force

Jitendra Garnayak
  • Published: Friday, 17 June 2022
  • Updated: 17 June 2022, 08:47 PM IST

Sports

Latest News

ନୂଆଦିଲ୍ଲୀ: ‘ଅଗ୍ନିପଥ’ ଯୋଜନା ବିରୋଧରେ ଦେଶର କିଛି ଅଂଶରେ ନିଆଁ ଜଳୁଥିବା ବେଳେ ଏହି ଯୋଜନାରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଘୋଷଣା କରିଛି ଭାରତୀୟ ବାୟୁସେନା। ଜୁନ୍ ୨୪ ତାରିଖରୁ ‘ଅଗ୍ନିପଥ’ ଯୋଜନା ମାଧ୍ୟମରେ ‘ଅଗ୍ନିବୀର’ ମାନଙ୍କୁ ନିଯୁକ୍ତି କରିବା ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି।

ବାୟୁସେନା ମୁଖ୍ୟ ଭିଆର ଚୌଧୁରୀ କହିଛନ୍ତି, ‘ଅଗ୍ନିପଥ’ ଯୋଜନାରେ ନିଯୁକ୍ତି ପାଇଁ ସର୍ବୋଚ୍ଚ ବୟସ ସୀମାକୁ ୨୩ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହା ଯୁବପିଢ଼ିଙ୍କୁ ଫାଇଦା ଦେବ। ଭାରତୀୟ ବାୟୁସେନାର ନିଯୁକ୍ତି ପ୍ରକ୍ରିୟା ଜୁନ୍ ୨୪ ତାରିଖରୁ ଆରମ୍ଭ ହେବ।

କୋଭିଡ୍ ଯୋଗୁ ଦୁଇ ବର୍ଷ ହେଲା ସ୍ଥଳ ସେନାର ନିଯୁକ୍ତି ପ୍ରକ୍ରିୟା ବନ୍ଦ ରହିଥିଲା। ୨୦୧୯-୨୦୨୦ରେ ସ୍ଥଳସେନା ପକ୍ଷରୁ ଯବାନମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ତା’ପରଠୁ ଆଉ କୌଣସି ନିଯୁକ୍ତି ହୋଇନାହିଁ। ଅନ୍ୟପକ୍ଷରେ ଭାରତୀୟ ନୌସେନା ଓ ବାୟୁସେନାରେ ଗତ ଦୁଇ ବର୍ଷରେ ନିଯୁକ୍ତି ହୋଇଥିଲା।

ମଙ୍ଗଳବାର ଦିନ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଘୋଷଣା କରିଥିଲେ। ଏହି ନୂଆ ଯୋଜନାରେ ଦେଶମାତୃକାର ସେବା ପାଇଁ ଯୁବପିଢ଼ିଙ୍କୁ ପ୍ରଥମେ ମିଳିବ ମାତ୍ର ୪ ବର୍ଷର ସୁଯୋଗ। ଏହା ମଧ୍ୟରେ ରହିଛି ୬ ମାସର କଡ଼ା ପ୍ରଶିକ୍ଷଣ। ଏହି ୪ ବର୍ଷର ଅବଧି ମଧ୍ୟରେ ଭଲ ପ୍ରଦର୍ଶନ କଲେ ପରବର୍ତ୍ତୀ ୧୫ ବର୍ଷ ପାଇଁ ସ୍ଥାୟୀ ନିଯୁକ୍ତି ମିଳିବ। ଆଉ ଏଥିପାଇଁ ପ୍ରତି ୪ ଜଣରୁ ମାତ୍ର ଜଣେ ହିଁ ସିଲେକ୍ଟ ହେବେ। ଅର୍ଥାତ୍ ମାତ୍ର ୨୫ ପ୍ରତିଶତ ଅଗ୍ନିବୀର ସ୍ଥାୟୀ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story