କରୀନାଙ୍କୁ ଗ୍ଲାମର ଭୂମିକାରେ ଦେଖିବାକୁ ଚାହାଁନ୍ତି ଶାଶୂ ଶର୍ମିଲା

ମୁମ୍ୱାଇ: କରୀନାଙ୍କୁ ଗ୍ଲାମର ଭୂମିକାରେ ଦେଖିବାକୁ ଚାହାଁନ୍ତି ଶାଶୂ ଶର୍ମିଲା ଟାଗୋର। ଏକ ସାକ୍ଷାତକାରରେ ଏ କଥା ନିଜେ କରୀନା କହିଛନ୍ତି। ସେ କହିଛନ୍ତି, ପ୍ପସେ (ଶର୍ମିଲା ଟାଗୋର) ମୋତେ ଗ୍ଲାମର ଭୂମିକାରେ ଦେଖିବାକୁ ଭଲ ପାଆନ୍ତି। ଆଗକୁ ମୁଁ ଗ୍ଲାମର ଭୂମିକାରେ ଆସେ ବୋଲି ବି ସେ ଚାହାଁନ୍ତି। ‘ଫେଭିକଲ‌୍‍’ (ଦବଙ୍ଗ-୨ର ଆଇଟମ ଗୀତ) ଭଳି ଗୀତରେ ସେ ମୋତେ ନାଚ କରୁଥିବା ଦେଖିବାକୁ ଚାହାଁନ୍ତି। ସେ ଗୀତ ଓ ନାଚକୁ ଭାରି ଭଲ ପାଆନ୍ତି। […]

kareena-sharmila

kareena-sharmila

Rakesh Mallick
  • Published: Tuesday, 23 June 2015
  • Updated: 23 June 2015, 08:40 AM IST

Sports

Latest News

ମୁମ୍ୱାଇ: କରୀନାଙ୍କୁ ଗ୍ଲାମର ଭୂମିକାରେ ଦେଖିବାକୁ ଚାହାଁନ୍ତି ଶାଶୂ ଶର୍ମିଲା ଟାଗୋର। ଏକ ସାକ୍ଷାତକାରରେ ଏ କଥା ନିଜେ କରୀନା କହିଛନ୍ତି। ସେ କହିଛନ୍ତି, ପ୍ପସେ (ଶର୍ମିଲା ଟାଗୋର) ମୋତେ ଗ୍ଲାମର ଭୂମିକାରେ ଦେଖିବାକୁ ଭଲ ପାଆନ୍ତି। ଆଗକୁ ମୁଁ ଗ୍ଲାମର ଭୂମିକାରେ ଆସେ ବୋଲି ବି ସେ ଚାହାଁନ୍ତି। ‘ଫେଭିକଲ‌୍‍’ (ଦବଙ୍ଗ-୨ର ଆଇଟମ ଗୀତ) ଭଳି ଗୀତରେ ସେ ମୋତେ ନାଚ କରୁଥିବା ଦେଖିବାକୁ ଚାହାଁନ୍ତି। ସେ ଗୀତ ଓ ନାଚକୁ ଭାରି ଭଲ ପାଆନ୍ତି। ସେ ସବୁ ବେଳେ ଚାହାଁନ୍ତି ଯେ ମୁଁ ସେକ୍ସି ଓ ଗ୍ଲାମର ଲୁକରେ ରହିବା ଉଚିତ‌୍‍।

କରୀନା କହିଛନ୍ତି ଯେ ଶାଶୂ ଶର୍ମିଳା ତାଙ୍କ ପାଇଁ ପ୍ରେରଣାର ଉତ୍ସ। ତାଙ୍କ ଠାରୁ ସେ ଘର ପରିଚାଳନା ସହିତ କ୍ୟାରିୟର ପାଇଁ ବି ଟିପ୍ସ ନିଅନ୍ତି। ବିଗତ ଦିନରେ ସେ ଜଣେ ପ୍ରସିଦ୍ଧ ନାୟିକା ଥିଲେ। ତଥାପି ନିଜ କ୍ୟାରିୟର ଓ ପରିବାରକୁ ଏକାଠି ନେଇ ଚାଲିଥିଲେ। ସେହି କଥାଟି ତାଙ୍କ ଠାରୁ ଶିଖିବା ଉଚିତ‌୍‍।

ଆଗକୁ କରୀନାଙ୍କ ‘ବଜରଙ୍ଗି ଭାଇଜାନ’ ରିଲିଜ‌୍‍ ହେବ। ଏଥିରେ ସେ ସଲମାନ ଖାଁଙ୍କ ସହିତ ଆସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story