କଡ଼ା ଆଇନ୍‌ ବ୍ୟବସ୍ଥା ମହିଳାଙ୍କୁ ଅସଦାଚରଣରୁ ରକ୍ଷା କରିପାରିବ: ଆମୀର

ମୁମ୍ବାଇ: ନୂଆବର୍ଷ ଉତ୍ସବ ପାଳନ ସମୟରେ ବେଙ୍ଗାଲୁରୁରେ ମହିଳାମାନଙ୍କ ସହ ହୋଇଥିବା ଅସଦାଚରଣ ଘଟଣାରେ ଦେଶର ଆଇନ୍‌ ବ୍ୟବସ୍ଥା ଦାୟୀ ବୋଲି କହିଛନ୍ତି ମିଷ୍ଟର ପରଫେକ୍‌ସନିଷ୍ଟ ଆମୀର ଖାନ୍‌। ଏଭଳି ମନ୍ତବ୍ୟ ଆମୀର ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କ ସମ୍ମୁଖରେ କହିଛନ୍ତି। ମହିଳାଙ୍କ ପ୍ରତି ଏଭଳି ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବା ପୁରୁଷଙ୍କ ପଛରେ ଦେଶର ଦୁର୍ବଳ ଆଇନ୍‌ ବ୍ୟବସ୍ଥା ରହିଛି। ଆମୀରଙ୍କ କହିବାନୁଯାୟୀ ଯଦି ଜଣେ ପୁରୁଷ ଏଭଳି କାମ କରୁଛି […]

amir-khan

amir-khan

Rakesh Mallick
  • Published: Wednesday, 04 January 2017
  • Updated: 04 January 2017, 02:25 PM IST

Sports

Latest News

ମୁମ୍ବାଇ: ନୂଆବର୍ଷ ଉତ୍ସବ ପାଳନ ସମୟରେ ବେଙ୍ଗାଲୁରୁରେ ମହିଳାମାନଙ୍କ ସହ ହୋଇଥିବା ଅସଦାଚରଣ ଘଟଣାରେ ଦେଶର ଆଇନ୍‌ ବ୍ୟବସ୍ଥା ଦାୟୀ ବୋଲି କହିଛନ୍ତି ମିଷ୍ଟର ପରଫେକ୍‌ସନିଷ୍ଟ ଆମୀର ଖାନ୍‌। ଏଭଳି ମନ୍ତବ୍ୟ ଆମୀର ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କ ସମ୍ମୁଖରେ କହିଛନ୍ତି।

ମହିଳାଙ୍କ ପ୍ରତି ଏଭଳି ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବା ପୁରୁଷଙ୍କ ପଛରେ ଦେଶର ଦୁର୍ବଳ ଆଇନ୍‌ ବ୍ୟବସ୍ଥା ରହିଛି। ଆମୀରଙ୍କ କହିବାନୁଯାୟୀ ଯଦି ଜଣେ ପୁରୁଷ ଏଭଳି କାମ କରୁଛି ତେବେ ତାକୁ ଦଣ୍ଡ ଦେବାରେ ଭାରତୀୟ ଆଇନ୍‌ ବହୁ ସମୟ ନେଇଥାଏ। ଯାହା ଦ୍ୱାରା ପୁରୁଷମାନଙ୍କ ମନରେ ଭୟ ରୁହେ ନାହିଁ। କିନ୍ତୁ ଏଭଳି ସ୍ଥିତିରେ  ଆମେରିକା ଭଳି ଦେଶରେ ଦଣ୍ଡବିଧାନ ନିଷ୍ପତ୍ତି ତୁରନ୍ତ ନିଆଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story