ଦର୍ଶକଙ୍କ ଭଲପାଇବା ହିଁ ‘ଜୁରାସିକ ୱାଲ୍ଡ’କୁ ସଫଳତା ଦେଇଛି: ଇରଫାନ ଖାନ

ମୁମ୍ବାଇ: ଦର୍ଶକଙ୍କ ଭଲପାଇବା ହିଁ ‘ଜୁରାସିକ ୱାଲ୍ଡ’କୁ ସଫଳତା ଦେଇଛି। ଏହି ଚଳଚ୍ଚିତ୍ରରେ ବ୍ୟବହୃତ ହେଇଥିବା ବୈଷୟିକ ଜ୍ଞାନ ଭାରତ ସମେତ ବହୁରାଷ୍ଟ୍ରରେ ବେଶ ଅଦୃତି ପାଇଛି। ଜଣେ କଳାକାରକୁ ଦର୍ଶକଙ୍କ ତାଳି ଓ ପ୍ରଶଂସା ହିଁ ଯଥେଷ୍ଠ ବୋଲି କହିଛନ୍ତି ଅନୁଭବୀ କଳାକାର ଇରଫାନ ଖାନ । ବିଶ୍ୱବ୍ୟାପୀ ସଦ୍ୟ ରିଲିଜ୍ ହୋଇଥିବା ହଲିଉଡ ଫିଲ୍ମ ଜୁରାସିକ ୱାଲ୍ଡରେ ଗୋଟିଏ ଡାଇନୋସର ପାର୍କର ମାଲିକ ଭାବେ ସୀମନ୍ ମର୍ସନୀ ଭାବେ ଅଭିନୟ କରିଛନ୍ତି ଇରଫାନ୍। ସୂଚନାଯୋଗ୍ୟ […]

jurassic-world

jurassic-world

Rakesh Mallick
  • Published: Tuesday, 16 June 2015
  • Updated: 20 June 2015, 08:35 AM IST

Sports

Latest News

ମୁମ୍ବାଇ: ଦର୍ଶକଙ୍କ ଭଲପାଇବା ହିଁ ‘ଜୁରାସିକ ୱାଲ୍ଡ’କୁ ସଫଳତା ଦେଇଛି। ଏହି ଚଳଚ୍ଚିତ୍ରରେ ବ୍ୟବହୃତ ହେଇଥିବା ବୈଷୟିକ ଜ୍ଞାନ ଭାରତ ସମେତ ବହୁରାଷ୍ଟ୍ରରେ ବେଶ ଅଦୃତି ପାଇଛି। ଜଣେ କଳାକାରକୁ ଦର୍ଶକଙ୍କ ତାଳି ଓ ପ୍ରଶଂସା ହିଁ ଯଥେଷ୍ଠ ବୋଲି କହିଛନ୍ତି ଅନୁଭବୀ କଳାକାର ଇରଫାନ ଖାନ । ବିଶ୍ୱବ୍ୟାପୀ ସଦ୍ୟ ରିଲିଜ୍ ହୋଇଥିବା ହଲିଉଡ ଫିଲ୍ମ ଜୁରାସିକ ୱାଲ୍ଡରେ ଗୋଟିଏ ଡାଇନୋସର ପାର୍କର ମାଲିକ ଭାବେ ସୀମନ୍ ମର୍ସନୀ ଭାବେ ଅଭିନୟ କରିଛନ୍ତି ଇରଫାନ୍।

ସୂଚନାଯୋଗ୍ୟ ଯେ, ହଲିଉଡର ବକ୍ସ ଅଫିସରେ ଏବେ ସୁଦ୍ଧା ଏହି ଚଳଚ୍ଚିତ୍ରଟି ପାଖାପାଖି ୨୦୦ ମିଲିୟନ ଆମେରିକୀୟ ଡଲାର ବ୍ୟବସାୟ କରିସାରିଲାଣି । ଜୁରାସିକ ୱାର୍ଲ୍ଡ ଚଳଚ୍ଚିତ୍ରରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଚ୍ୟାରିସ୍ ପ୍ରାଟ୍ ଏବଂ ବ୍ରାଇସ ଡେଲାସ୍ ହାୱାର୍ଡ ରହିଛନ୍ତି। ଏହି ଚଳଚ୍ଚିତ୍ରଟି ୧୯୯୩ରେ ନିର୍ମିତ ହୋଇଥିବା ଜୁରାସିକ ପାର୍କର ସିକ୍ୟୁଏଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story