ଏମିତି ନାୟିକା, ଯାହାଙ୍କ ଜବାବ ନାହିଁ: ମତ୍ୟୁ ପରେ ରିଲିଜି ହୋଇଥିଲା ୧୦ଟି ଫିଲ୍ମ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ସ୍ମିତା ପାଟିଲ୍। ଶ୍ୟାମ୍‌ ବେନେଗାଲ୍‌ଙ୍କ ଫିଲ୍ମ ‘ଚରଣ ଦାସ ଚୋର’ରୁ ଆରମ୍ଭ କରିଥିଲେ ନିଜର ଫିଲ୍ମ କ୍ୟାରିୟର। ଏହାପର ଠାରୁ ସେ କେବେ ପଛକୁ ଫେରି ଚାହିଁ ନଥିଲେ। ବହୁତ କମ୍ ସମୟ ମଧ୍ୟରେ ସେ ବନି ଯାଇଥିଲେ ସୁପରଷ୍ଟାର। ନ୍ୟାସନାଲ ଆୱାର୍ଡ, ଫିଲ୍ମ ଫେୟର ଆୱର୍ଡ ଓ ଦେଶର ଚତୁର୍ଥ ଉଚ୍ଚତମ ନାଗରିକ ସମ୍ମାନ ‘ପଦ୍ମଶ୍ରୀ’ରେ ସମ୍ମାନିତ ହୋଇଥିଲେ। ବଲିଉଡର ଏହି ସୁନ୍ଦରୀ ନାୟିକା ମାତ୍ର ୨୮ ବର୍ଷ ବୟସରେ […]

Smita_Patil

Smita_Patil

Rakesh Mallick
  • Published: Thursday, 14 December 2017
  • Updated: 14 December 2017, 09:11 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ସ୍ମିତା ପାଟିଲ୍। ଶ୍ୟାମ୍‌ ବେନେଗାଲ୍‌ଙ୍କ ଫିଲ୍ମ ‘ଚରଣ ଦାସ ଚୋର’ରୁ ଆରମ୍ଭ କରିଥିଲେ ନିଜର ଫିଲ୍ମ କ୍ୟାରିୟର। ଏହାପର ଠାରୁ ସେ କେବେ ପଛକୁ ଫେରି ଚାହିଁ ନଥିଲେ। ବହୁତ କମ୍ ସମୟ ମଧ୍ୟରେ ସେ ବନି ଯାଇଥିଲେ ସୁପରଷ୍ଟାର। ନ୍ୟାସନାଲ ଆୱାର୍ଡ, ଫିଲ୍ମ ଫେୟର ଆୱର୍ଡ ଓ ଦେଶର ଚତୁର୍ଥ ଉଚ୍ଚତମ ନାଗରିକ ସମ୍ମାନ ‘ପଦ୍ମଶ୍ରୀ’ରେ ସମ୍ମାନିତ ହୋଇଥିଲେ। ବଲିଉଡର ଏହି ସୁନ୍ଦରୀ ନାୟିକା ମାତ୍ର ୨୮ ବର୍ଷ ବୟସରେ ଦୁନିଆକୁ କହିଥିଲେ ଅଲବିଦା। ୧୯୮୬ ମସିହା ଡିସେମ୍ବର ୧୩ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ମୃତ୍ୟୁ ପରେ ବି କିଛିବର୍ଷ ଏହି ନାୟିକାଙ୍କ ଜଲୱା ପରଦାରେ ଦେଖିବାକୁ ଯାଇଥିଲେ ଦର୍ଶକ। କାରଣ ସ୍ମିତାଙ୍କ ମୃତ୍ୟୁ ପରେ ତାଙ୍କର ୧୦ଟି ଫିଲ୍ମ ରିଲିଜ ହୋଇଥିଲା। ଆସନ୍ତୁ ଜାଣିବା ଏହି ଫିଲ୍ମ ସମ୍ପର୍କରେ।

mirchi masalaମିର୍ଚ ମସାଲା: ସ୍ମିତାଙ୍କ ମୃତ୍ୟୁର ବର୍ଷକ ପରେ ୧୯୮୭ ମସିହାରେ ରିଲିଜ୍ ହୋଇଥିଲା ମିର୍ଚ ମସାଲା। କେତେନ ମେହେତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସ୍ମିତାଙ୍କ ସହ ଲିଡ୍‌ ରୋଲ୍‌ରେ ଥିଲେ ନସିରୁଦ୍ଦିନ ଶାହ।ଏଥିରେ ତାଙ୍କର ଅଭିନୟକୁ ଖୁବ ପସନ୍ଦ କରିଥିଲେ ଦର୍ଶକ।

3rd photoଡାନ୍ସ ଡାନ୍ସ: ମିଥୁନ ଚକ୍ରବର୍ତ୍ତି ଅଭିନିତ ଏହି ଫିଲ୍ମଟି ୧୯୮୭ରେ ରିଲିଜ୍ ହୋଇଥିଲା। ଏଥିରେ ସ୍ମିତା ଓ ମନ୍ଦାକିନି ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

4th photoଠିକାନା: ୧୯୮୭ରେ ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଥିଲା କ୍ରାଇମ୍‌ ଡ୍ରାମା। ଏଥିରେ ସ୍ମିତାଙ୍କ ସହ ଅନିଲ କପୁର, ଅମୃତା ସିଂ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

5th sutradharaସୂତ୍ରଧର: ଚନ୍ଦ୍ରକାନ୍ତ ଜୋଶିଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଫିଲ୍ମଟି ସ୍ମିତାଙ୍କ ପାଇଁ ଉତ୍ସର୍ଗିକୃତ ଥିଲା। ଏଥିର ନାନା ପାଟେକର, ଗିରିସ କନ୍ନଡଙ୍କ ସହ ସ୍ମିତା ଅଭିନୟ କରଥିଲେ।

inshaniyat ka dushamanଇନ୍‌ସାନିୟତ୍‌ କେ ଦୁସ୍‌ମନ: ୧୯୮୭ ମସିହାରେ ରିଲିଜ୍ ହୋଇଥିବା ଏହି ଫିଲ୍ମଟିର ନିର୍ଦ୍ଦେଶନା ଦେଇଥିଲେ ରାଜ୍‌ କୁମାର କୋହଲି। ଏଥିରେ ଧର୍ମେନ୍ଦ୍ର, ଶତ୍ରୁଘ୍ନ ସିହ୍ନା ସମେତ ସ୍ମିତା ଓ ଡିମ୍ପଲ କାପାଡ଼ିଆ ଭଳି କଳାକାର ଅଭିନୟ କରିଥିଲେ।

7th Nazranaନଜରାନା: ରେଜେଶ ଖାନ୍ନା ଅଭିନିତ ଏହି ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଥିଲେ ରବି ଟଣ୍ଡନ୍।

8th awamଆୱାମ: ବି.ଆର ଚୋପ୍ରା ନିର୍ଦ୍ଦେଶିତ ଆୱାମ୍ ଏକ ମଲ୍ଟି ଷ୍ଟାରର ଫିଲ୍ମ ଥିଲା। ଏଥିରେ ରାଜେଶ ଖାନ୍ନା ଏବଂ ରାଜ ବବର, ସ୍ମିତାଙ୍କ ସହ ଅଭିନୟର ଯାଦୁ ଦେଖାଇଥିଲେ।

9th warishୱାରିସ: ୧୯୮୮ରେ ମୁକ୍ତିଲାଭ କରିଥିଲା ୱାରିସ। ଏଥିରେ ସ୍ମିତାଙ୍କ ଅପୋଜିଟ୍‌ରେ ଥିଲେ ରାଜ୍ ବବର।

ham pharisten hainହମ ଫରିସ୍ତେ ନେହିଁ: ଜିତେନ୍‌ କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ୧୯୮୮ରେ ରିଲିଜ୍ ହୋଇଥିଲା। ଏଥିରେ ସ୍ମିତା ସ୍ୱାମୀ ରାଜ ବବରଙ୍କ ସହ ଅଭିନୟ କରିଥିଲେ।

10 thଗଲିଓଁ କି ବାଦଶାହ: ରାଜକୁମାର ମିଥୁନ ଚକ୍ରବର୍ତ୍ତି, ହେମାମାଳିନୀ ଏବଂ ସ୍ମିତା ପାଟିଲ୍ ଅଭିନିତ ଏହି ଫିଲ୍ମଟି ୧୯୮୯କୁ ମୁକ୍ତିଲାଭ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story