୧୦୦ କୋଟି କ୍ଲବରେ ଏବିସିଡି ୨

ମୁମ୍ବାଇ: ଏବିସିଡି୨ ହେଉଛି ଫିଲ୍ମ ଏବିସିଡିର ସିକ୍ୱେଲ୍। ଗୋଟେ ଟିପିକାଲ ଟାଇମପାସ୍ ଏଣ୍ଟରଟେନମେଣ୍ଟ ଭାବରେ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଛି ଏହି ଫିଲ୍ମ। ସିନେ କ୍ରିଟିକ୍ସ ମତ ଦେଇଥିଲେ ଡ୍ୟାନ୍ସ ଲଭରମାନଙ୍କୁ ଏହି ଫିଲ୍ମ ଯୋଗାଇବ ଜବରଦସ୍ତ  ଏଣ୍ଟରଟେନମେଣ୍ଟର ଖୋରାକ। ମାତ୍ର ସାଧାରଣ ସିନେଦର୍ଶକଙ୍କୁ ନିରାଶ କରିବ। କିନ୍ତୁ  କ୍ରିଟିକ୍ସଙ୍କ ସବୁ କଥାକୁ ଭୁଲ ପ୍ରମାଣିତ କରିଛି ଫିଲ୍ମ ‘ଏବିସିଡି-୨’ ର ବକ୍ସଅଫିସ୍ କଲେକ୍ସନ୍। ପ୍ରଥମ ସପ୍ତାହରେ ହିଁ ୧୦୦ କୋଟି କ୍ଲବରେ ପାଦ ଥାପିଛି ଏହି […]

varunsradha

varunsradha

Rakesh Mallick
  • Published: Friday, 26 June 2015
  • Updated: 26 June 2015, 12:09 PM IST

Sports

Latest News

ମୁମ୍ବାଇ: ଏବିସିଡି୨ ହେଉଛି ଫିଲ୍ମ ଏବିସିଡିର ସିକ୍ୱେଲ୍। ଗୋଟେ ଟିପିକାଲ ଟାଇମପାସ୍ ଏଣ୍ଟରଟେନମେଣ୍ଟ ଭାବରେ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଛି ଏହି ଫିଲ୍ମ। ସିନେ କ୍ରିଟିକ୍ସ ମତ ଦେଇଥିଲେ ଡ୍ୟାନ୍ସ ଲଭରମାନଙ୍କୁ ଏହି ଫିଲ୍ମ ଯୋଗାଇବ ଜବରଦସ୍ତ  ଏଣ୍ଟରଟେନମେଣ୍ଟର ଖୋରାକ। ମାତ୍ର ସାଧାରଣ ସିନେଦର୍ଶକଙ୍କୁ ନିରାଶ କରିବ। କିନ୍ତୁ  କ୍ରିଟିକ୍ସଙ୍କ ସବୁ କଥାକୁ ଭୁଲ ପ୍ରମାଣିତ କରିଛି ଫିଲ୍ମ ‘ଏବିସିଡି-୨’ ର ବକ୍ସଅଫିସ୍ କଲେକ୍ସନ୍। ପ୍ରଥମ ସପ୍ତାହରେ ହିଁ ୧୦୦ କୋଟି କ୍ଲବରେ ପାଦ ଥାପିଛି ଏହି ଫିଲ୍ମ। ବରୁଣ ଧାୱନ ଓ ଶ୍ରଦ୍ଧା କପୁର ଅଭିନୀତ ‘ଏବିସିଡି-୨’ ରିଲିଜ୍ ହେବାର ପ୍ରଥମ ତିନି ଦିନରେ ପ୍ରାୟ ୪୬ କୋଟି ଟଙ୍କା କଲେକ୍ସନ କରିଥିଲା। ଆଉ ଏକ ସପ୍ତାହ ପୂରଣ କରିବା ପୂର୍ବରୁ ଏହା ୧୦୦ କୋଟି ଛୁଇଁ ଯାଇଛି। ଦେଶରେ ଏହା ଏଯାବତ ୯୨.୮୫ କୋଟି ଟଙ୍କା କଲେକ୍ସନ କରିଥିବା ବେଳେ ବିଦେଶରୁ ପାଇଛି ୧୧.୪୫ କୋଟି।

ଏକ ସତ ଘଟଣାକୁ ନେଇ ଏହି ଫିଲ୍ମର କାହାଣୀ ଲେଖିଥିଲେ ରେମୋ ଡିସ୍ୟୁଜା। ତୁଷାର ହିରାନନ୍ଦାନୀଙ୍କ ସହ ମିଶି ରେମୋ ଏହାର ସ୍କ୍ରିନ୍ ପ୍ଲେ ଡିଜାଇନ କରିଥିଲେ। ନିର୍ଦ୍ଦେଶନା ଭାର ମଧ୍ୟ ସମ୍ଭାଳିଥିଲେ ନିଜେ ମିଷ୍ଟର ଡିସ୍ୟୁଜା।

abcd2

ଏବିସିଡି-୨କୁ ଏକ ଡ୍ୟାନ୍ସ ଫିଲ୍ମ କହିଲେ ଭୁଲ ହେବନି। ଫିଲ୍ମରେ ରହିଛି ଦଶଟା ଗୀତ। ପ୍ରତ୍ୟେକଟି ଗୀତରେ ରହିଛି ହୃଦୟକୁ ଛୁଇଁଦେଲା ଭଳି ଡ୍ୟାନ୍ସ ମୁଭ୍। ‘ହାପି ଆୱାର’ ଗୀତରେ ଦେଖିବାକୁ ମିଳିଛି ଗ୍ରେଟ୍ କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ପ୍ରଭୁ ଦେବାଙ୍କ ଜବରଦସ୍ତ ଡ୍ୟାନ୍ସ। ମିକା ସିଂ ଗାଇକି ସାଙ୍ଗକୁ ପ୍ରଭୁ ଦେବାଙ୍କ ଷ୍ଟାଇଲ୍ ଗୀତରେ ଭରିଦେଇଛି ନୂଆ ଫ୍ଲେଭର। ‘ହାପି ବାର୍ଥଡେ (ରାପ୍ ସଙ୍ଗ୍)’ରେ ପୂରା ଟିମର ସେଲିବ୍ରେସନ୍ ସାଙ୍ଗକୁ ଗୋଟେ ୟୁନିକ୍ କଥା ଦେଖିବାକୁ ମିଳିଛି। ଆଉ ତାହା ହେଉଛି ବରୁଣଙ୍କ ଭଏସ।  ଆଉ ଏକ ଗୀତ ‘ଇଫ୍ ୟୁ ହୋଲ୍ଡ ମାଁଇ ହ୍ୟାଣ୍ଡ୍’ ଲରେନ୍, ଶ୍ରଦ୍ଧା ଓ ବରୁଣଙ୍କୁ ନେଇ ପିକଚରାଇଜ୍ କରାଯାଇଛି। ବେନି ଦୟାଲଙ୍କ ଗାଇକି ସାଙ୍ଗକୁ ଗୀତର ଟ୍ୟୁନ୍ ଦର୍ଶକଙ୍କ ମନକୁ ଛୁଇଁ ପାରିଛି। ଲରେନଙ୍କ ଡ୍ୟାନ୍ସ ଏବଂ ସେକ୍ସି ଲୁକ୍ ବଲିଉଡର ବହୁ ନାମୀଦାମୀ ହିରୋଇନଙ୍କୁ ପଛରେ ପକେଇ ଦେଇଛି କହିଲେ ଭୁଲ ହବନି। ‘ନାଚ ମେରୀ ଜାନ୍’ ଗୀତରେ ବି ସମସ୍ତଙ୍କ ହୃଦୟକୁ ଛୁଇଁଛି।

ଫିଲ୍ମରେ କ୍ୟାମେରା ୱାର୍କସ, ଲୋକେସନ୍ ଏବଂ ସେଟ୍ ଗୁଡ଼ିକ ଖୁବ ଉଚ୍ଚକୋଟୀର ହେଇଛି। ଆମେରିକାର ଲସ୍ ଭେଗାସ୍ ଲୋକେସନ ସାଙ୍ଗକୁ ଇଣ୍ଡିଆନ୍ ଡ୍ୟାନ୍ସ ଓ ସେଥିରେ ପୁଣି କଳାକରଙ୍କ ମଜାମସ୍ତି ଫିଲ୍ମରେ ଭରି ଦେଇଛି ଏଣ୍ଟରଟେନମେଣ୍ଟର ନୂଆ ଫ୍ଲେଭର। ଶ୍ରଦ୍ଧା କପୁର ଏବଂ ବରୁଣ ଧୱନ ଏଥିରେ ଲିଡ ରୋଲରେ ଥିଲେ ମଧ୍ୟ ଅନ୍ୟାନ୍ୟ ଡ୍ୟାନ୍ସର ଯଥା ଲରେନ, ରାଘବ, ପୁନିତ, ପ୍ରବୀଣ, ସୁଶାନ୍ତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛନ୍ତି। ପୁରୁଣା ଦିନର ଗ୍ଲାମର ମଡେଲ ପୂଜା ବାତ୍ରା ଏଥିରେ କ୍ୟାମିଓ ରୋଲରେ ଦେଖା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story