୨୦୧୫ର ଶହେ କୋଟି ରେସ୍

ମୁମ୍ୱାଇ: ବଲିଉଡରେ ଏବେ ହଣ୍ଡ୍ରେଡ କ୍ରୋର କ୍ଲବର ମାନିଆ ଚାଲିଛି କହିଲେ ଭୁଲ ହବନି। ସମସ୍ତେ ଏବେ ଏହି କ୍ଲବର ମେମ୍ୱର ହୋଇ କ୍ରିଏଟ କରିବାକୁ ଚାହୁଁଛନ୍ତି ହିଷ୍ଟ୍ରୀ।  କୋଉ ଫିଲ୍ମ କେତେ ଶୀଘ୍ର ଏହି କ୍ଲବରେ ସାମିଲ ହେବ ସେଥିପାଇଁ ଚାଲିଛି ଜବରଦସ୍ତ ରେସ୍। ଏହି ରେସରେ ବଲିଉଡ ଖାଁ ମାନେ ଆଗ ଧାଡିରେ ଥିଲାବେଳେ ଅନ୍ୟ କଳାକାରମାନେ ମଧ୍ୟ ଏହି କ୍ଲବରେ ସାମିଲ ହେବାପାଇଁ କରୁଛନ୍ତି ଜୋରଦାର ପ୍ରୟାସ। ୨୦୧୫ରେ ରିଲିଜ ହୋଇଥିବା ସେମିତି […]

crorerace

crorerace

Rakesh Mallick
  • Published: Thursday, 02 July 2015
  • Updated: 02 July 2015, 09:59 AM IST

Sports

Latest News

ମୁମ୍ୱାଇ: ବଲିଉଡରେ ଏବେ ହଣ୍ଡ୍ରେଡ କ୍ରୋର କ୍ଲବର ମାନିଆ ଚାଲିଛି କହିଲେ ଭୁଲ ହବନି। ସମସ୍ତେ ଏବେ ଏହି କ୍ଲବର ମେମ୍ୱର ହୋଇ କ୍ରିଏଟ କରିବାକୁ ଚାହୁଁଛନ୍ତି ହିଷ୍ଟ୍ରୀ।  କୋଉ ଫିଲ୍ମ କେତେ ଶୀଘ୍ର ଏହି କ୍ଲବରେ ସାମିଲ ହେବ ସେଥିପାଇଁ ଚାଲିଛି ଜବରଦସ୍ତ ରେସ୍। ଏହି ରେସରେ ବଲିଉଡ ଖାଁ ମାନେ ଆଗ ଧାଡିରେ ଥିଲାବେଳେ ଅନ୍ୟ କଳାକାରମାନେ ମଧ୍ୟ ଏହି କ୍ଲବରେ ସାମିଲ ହେବାପାଇଁ କରୁଛନ୍ତି ଜୋରଦାର ପ୍ରୟାସ। ୨୦୧୫ରେ ରିଲିଜ ହୋଇଥିବା ସେମିତି କିଛି ଫିଲ୍ମ ଅଛି ହିଟ୍ ଲିଷ୍ଟରେ।

'ତନୁ ୱେଡ୍ ମନୁ ରିଟନର୍ସ'

tanu-weds-manu

ବଲିଉଡରେ ଏବେ ଚାଲିଛି କଙ୍ଗନାଙ୍କ ରାଜ୍ । ଫିଲ୍ମ କୁଇନର ସଫଳତା ପରେ ପ୍ରଥମ ଥର ଡବଲ ରୋଲରେ କମାଲ କରିଥିଲେ ହିମାଚଳର  ଏହି ନାୟିକା। ରୋମାଣ୍ଟିକ କମେଡି ଫିଲ୍ମ 'ତନୁ ୱେଡ୍ ମନୁ ରିଟନର୍ସ'ରେ ଦେଖିବାକୁ ମିଳିଥିଲା ତାଙ୍କର ଦମଦାର ଅଭିନୟ। ଏହି ଫିଲ୍ମରେ ତାଙ୍କ ଅପୋଜିଟରେ ଆର.ମାଧବନ୍ ଥିଲାବେଳେ ଏହାକୁ ନିର୍ଦ୍ଦେଶନା ଦେଇଥିଲେ ଆନନ୍ଦ ଏଲ୍ ରାଇ । ବନୋ ଗୀତରେ  ବ୍ରିଜେସ୍ ସାଣ୍ଡିଲ୍ୟ ଏବଂ  ଶ୍ୱାତୀ ଶର୍ମା ଗାଇକି ସହିତ  କଙ୍ଗନାଙ୍କ ଠୁମକା ଦର୍ଶକଙ୍କୁ ଦେଇଥିଲା ଏଣ୍ଟରଟେନମେଣ୍ଟର ନୂଆ ତଡକା। ସ୍ପୋର୍ଟସ ଲୁକରେ ଆସିଥିବା ଏହି ଗ୍ଲାମର ମଡେଲ ହଲଚଲ କରିଥିଲେ ତାଙ୍କ ଆକଟିଙ୍ଗରେ। "ମୁଭ୍ ଅନ୍"  ସଙ୍ଗରେ ସୁନିଧି ଚୌହାନ୍ ନିଜ ଭଏସକୁ ନେଇ କରିଥିଲେ ନୂଆ ଧରଣର ଏକ୍ସପେରିମେଣ୍ଟ। ଡିଫରେଣ୍ଟ ସେଡସରେ ଦେଖିବାକୁ ମିଳିଥିଲା ଗ୍ଲାମର କୁଇନ କଙ୍ଗନାଙ୍କୁ । ଦେଶୀ ଏବଂ  ବିଦେଶୀ ଅବତାରକୁ ସୁନ୍ଦର ଭାବରେ ପୋଟ୍ରେ କରିଥିଲେ ଏହି ଟ୍ୟାଲେଣ୍ଟେଡ ଆକ୍ଟ୍ରେସ। ଡିଭୋର୍ସ ପରେ ରିମ୍ୟାରେଜ ଷ୍ଟୋରୀକୁ ଖୁବ ପସନ୍ଦ କରିଥିଲେ ଦର୍ଶକ। ଏବେବି ଅନେକ ଫିଲ୍ମ ହଲରେ ଭଲ କଲେକ୍ସନ କରୁଛି ଏହି ଫିଲ୍ମ। ଏ ବର୍ଷ ଡୋମେଷ୍ଟିକ ବକ୍ସ ଅଫିସ କଲେକ୍ସନରେ ୧୫୦ କୋଟି କରିଥିବା ପ୍ରଥମ ଫିଲ୍ମ ହେଉଛି ‘ତନୁ ୱେଡ୍ ମନୁ ରିଟନର୍ସ’।

ବେବି

Baby-

୨୦୧୫ର ପ୍ରଥମ ଭାଗରେ ଜାନୁୟାରୀ ୨୩ରେ ରିଲିଜ ହୋଇଥିଲା ଫିଲ୍ମ 'ବେବି'। ଆକ୍ସନ ଓରିଏଣ୍ଟେଡ ଏହି ଥ୍ରିଲର ବେସଡ୍ ମୁଭିକୁ ନିର୍ଦ୍ଦେଶନା ଦେଇଥିଲେ ନିରଜ ପାଣ୍ଡେ। ସିନେ ଇଣ୍ଡଷ୍ଟ୍ରୀର ଷ୍ଟାଇଲିସ୍ ଆଇକନ୍ ଅକ୍କିଙ୍କ ସିକ୍ରେଟ ଏଜେଣ୍ଟ କ୍ୟାରେକ୍ଟର ବେଶ ପ୍ରଭାବିତ କରିଥିଲା ଦର୍ଶକଙ୍କୁ। ୨୬/୧୧ର ଘଟଣା ପରେ ଦେଶରୁ ଆତଙ୍କବାଦକୁ ମୂଳପୋଛ କରିବା ଉପରେ ଥିଲା ଏହି ଫିଲ୍ମର ଷ୍ଟୋରୀଲାଇନ୍। ଆଉ ଏହି କାହାଣୀ ବକ୍ସ ଅଫିସରେ ହେଇଥିଲା ସକ୍ସେସଫୁଲ । ଭଲ ବିଜିନେସ କରିଥିବା ଏହି ଫିଲ୍ମ ପ୍ରଥମ ସପ୍ତାହରେ କଲେକ୍ସନ କରିଥିଲା ୩୬.୦୭ କୋଟି ଟଙ୍କ।।

ଏବିସିଡି-୨

abcd-2

ଡ୍ୟାନ୍ସ ଓରିଏଣ୍ଟେଡ ଫିଲ୍ମ ଏବିସିଡି-୨ । ଗୋଟେ ଟିପିକାଲ ଟାଇମପାସ ଏଣ୍ଟରଟେନମେଣ୍ଟ ଭାବରେ ପବ୍ଲିକକୁ ବେଶ ଆକର୍ଶିତ କରିଛି ଏହି ଫିଲ୍ମ। ସିନେ କ୍ରିଟିକ୍ସଙ୍କ ମତ ଥିଲା ଡ୍ୟାନ୍ସ ଲଭର ମାନଙ୍କୁ ଏହି ଫିଲ୍ମ ଯୋଗାଇବ ଜବରଦସ୍ତ ଏଣ୍ଟରଟେନମେଣ୍ଟର ଖୋରାକ। ମାତ୍ର ସାଧାରଣ ସିନେ ଦର୍ଶକଙ୍କୁ ନିରାଶ କରିବ ଫିଲ୍ମ ଏବିସିଡି-୨ । କିନ୍ତୁ  କ୍ରିଟିକ୍ସଙ୍କ ସବୁ କଥାକୁ ଭୁଲ ପ୍ରମାଣିତ କରିଛି ଏହି ଫିଲ୍ମର ବକ୍ସଅଫିସ କଲେକ୍ସନ। ପ୍ରଥମ ୱିକରେ ୱାର୍ଲଡ ୱାଇଡ ହଣ୍ଡ୍ରେଡ କ୍ରୋର କ୍ଲବରେ ପାଦଦେଇଥିବା ଏହି ଫିଲ୍ମ ସମସ୍ତଙ୍କ ଏକ୍ସପେକ୍ଟେସନକୁ ଓଲଟ ପାଲଟ କରିଦେଇଛି। ଏହି ଫିଲ୍ମରେ ରହିଛି ଡ୍ୟାନ୍ସ, ଡ୍ୟାନ୍ସ, ଆଉ ଡ୍ୟାନ୍ସ। ଗୋଟେ ରିୟଲ ଲାଇଫର ଉନସିଡେଣ୍ଟକୁ ନେଇ  ଏହି ଫିଲ୍ମର କାହାଣୀ ଲେଖିଥିଲେ ରେମୋ ଡିସ୍ୟୁଜା। ତୁଷାର ହିରାନନ୍ଦାନୀଙ୍କ ସହ ମିଶି ରେମୋ ଏହାର ସ୍କ୍ରିନ୍ ପ୍ଲେ  ଡିଜାଇନ କରିଥିବା ବେଳେ ନିର୍ଦ୍ଦେଶନାର ଭାର ସମ୍ଭାଳିଥିଲେ ନିଜେ ମିଷ୍ଟର ଡିସ୍ୟୁଜା। ଏବିସିଡି-୨କୁ ଗୋଟେ ଡ୍ୟାନ୍ସ ଫିଲ୍ମ କହିଲେ ଭୁଲ ହବନି। ଫିଲ୍ମରେ କ୍ୟାମେରା ୱାର୍କସ, ଲୋକେସନ ଏବଂ ସେଟସ୍ ଖୁବ ଉଚ୍ଚକୋଟୀର ହେଇଛି। ଆମେରିକାର ଲସ୍ ଭେଗାସ୍ ଲୋକେସନ ସାଙ୍ଗକୁ ଇଣ୍ଡିଆନ ଡ୍ୟାନ୍ସ ସେଥିରେ ପୁଣି କଳାକରଙ୍କ ମଜାମସ୍ତି ଫିଲ୍ମରେ ଭରିଦେଇଛି ଏଣ୍ଟରଟେନମେଣ୍ଟର ନୂଆ ଫ୍ଲେଭର। ଫିଲ୍ମରେ ଆକ୍ଟିଂ ଅପେକ୍ଷା ବେଶୀ ଗୁରୁତ୍ୱ ଦିଆଯାଇଛି ଡ୍ୟାନ୍ସକୁ। ଆଉ ଏହି ଡ୍ୟାନ୍ସକୁ ମନଭରି ଉପଭୋଗ କରିଛନ୍ତି ସିନେ ଦର୍ଶକ। ଆଉ ଢାଳି ଦେଇଛନ୍ତି ବିପୁଳ ସମର୍ଥନ। ସେଇଥିପାଇଁ ତ ପ୍ରଥମ ସପ୍ତାହରେ ଏହି ଫିଲ୍ମ  ୱାର୍ଲଡ ୱାଇଡ ଛୁଇଁ ପାରିଛି ହଣ୍ଡ୍ରେଡ କ୍ରୋରର ଟାର୍ଗେଟକୁ।

ଗବର ଇଜ୍ ବ୍ୟାକ୍

gabr

୨୦୧୫ ମସିହା ମେ’ ମାସ ୧ ତାରିଖରେ ରିଲିଜ ହୋଇଥିଲା ଆକ୍ସନ ଓରିଏଣ୍ଟେଡ ଫିଲ୍ମ ‘ଗବର ଇଜ ବ୍ୟାକ୍’। ଟାଇଟଲ ରୋଲରେ ଥିଲେ ସିନେ ଇଣ୍ଡଷ୍ଟ୍ରୀର ଆକ୍ସନ ହିରୋ ଅକ୍କି। ଏ.ଆର ମୁରଗାଡସଙ୍କ ନିର୍ଦ୍ଦେଶିତ ତାମିଲ ଫିଲ୍ମ 'ରମନ୍ନା'ର ଷ୍ଟୋରୀକୁ ନେଇ ନିର୍ମିତ ହୋଇଥିଲା ଏହି ଫିଲ୍ମ। ଖିଲାଡି କୁମାର ଅକ୍ଷୟଙ୍କ ଅପୋଜିଟରେ ଶୃତି ହାସନ ଥିଲା ବେଳେ ଗୋଟେ କ୍ୟାମିଓ ରୋଲରେ ଆସିଥିଲେ କରିନା କପୁର ଖାନ। ୨୦୧୫ରେ ଅକ୍ଷୟ କୁମାର ପାୱାର ୱାଲା ଦଣ୍ଡା ନେଇ ଏଣ୍ଟ୍ରି କରିଥିଲେ ନୂଆ ଅବତାରରେ। ଦୁର୍ନୀତିର ମୂଳପୋଛ କରିବା ଥିଲା ତାଙ୍କର ମୂଳଲକ୍ଷ୍ୟ। ସମାଜରେ ଥିବା କରପ୍ଟେଡ ଏବଂ  ରିସୱତଖୋର ଲୋକମାନଙ୍କ ବିରୁଦ୍ଧରେ ଆକ୍ସନ ତଥା ଷ୍ଟଣ୍ଟ ହିରୋ ଅକ୍ଷୟ କୁମାରଙ୍କ ପାୱାର ୱାଲା ଦଣ୍ଡା କମାଲ କରିଥିଲା ବଲିଉଡରେ। ଖୁବ ପସନ୍ଦ କରିଥିଲେ  ସିନେ ଦର୍ଶକ। ୨୦୧୫ ବକ୍ସ ଅଫିସ କଲେକସନରେ ଚତୁର୍ଥ ସ୍ଥାନରେ ରହିଛି ଏହି ଫିଲ୍ମ।

ପିକୁ

piku

ମେ’ ମାସ ୮ ତାରିଖରେ ରିଲିଜ ହୋଇଥିଲା ଫିଲ୍ମ ପିକୁ। ଭିନ୍ନ ଧରଣର କନସେପଟ୍ ସହିତ ବିଗ ବି ଏବଂ ଦୀପିକାଙ୍କ ବାପଝିଅ ଯୋଡିକୁ ଖୁବ ପସନ୍ଦ କରିଥିଲେ ସିନେ ଭିଓର୍ସ। ଏହି ଫିଲ୍ମ କ୍ରିଏଟ କରିଥିଲା ହିଷ୍ଟ୍ରୀ ଆଉ ଏହି ହିଷ୍ଟ୍ରୀରେ ମିଷ୍ଟ୍ରୀ ସାଜିଥିଲେ ଇରଫାନ୍ ଖାଁ। ୨୦୧୫ ମସିହାରେ ପ୍ରଥମ ୱିକେଣ୍ଡରେ ଯେଉଁ କେତୋଟି ଫିଲ୍ମକୁ ସଫଳତା ମିଳିଛି ସେଥିରେ ପିକୁ ଗୋଟେ ଆଗଧାଡିର ଫିଲ୍ମ କହିଲେ ଭୁଲ ହବନି। ସୋଜିତ ସିରକାରଙ୍କ ନିର୍ଦ୍ଦେଶନାରେ ଫିଲ୍ମଟି ହେଇଥିଲା ବିଲକୁଲ ୟୁନିକ। ବେଶ ଚର୍ଚ୍ଚାରେ ଥିଲା ଏହାର ଷ୍ଟୋରୀଲାଇନ।  ୨୦୧୫ ବକ୍ସ ଅଫିସ କଲେକସନରେ ପଞ୍ଚମ ସ୍ଥାନ ରହିଛି ଏହି ଫିଲ୍ମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story