୨୦୧୬ରେ ସବୁଠୁ ଅଧିକ ରୋଜଗାର କଲା ଦଙ୍ଗଲ

ମୁମ୍ବାଇ: ୨୦୧୬ରେ ଅଧିକ ରୋଜଗାର କରିଥିବା ତାଲିକାର ଏକ ନମ୍ବରରେ ରହିଛି ‘ଦଙ୍ଗଲ’। ବର୍ତ୍ତମାନ ସୁଦ୍ଧା ଫିଲ୍ମଟି ଭାରତରେ ୩୦୪ କୋଟି ଟଙ୍କା ରୋଜଗାର କରିଛି। ଆମୀରଙ୍କ ଫିଲ୍ମ ସଲମାନଙ୍କ ‘ସୁଲତାନ’କୁ ପଛରେ ପକାଇ ଦେଇଛି। ସୁଲତାନ ବକ୍ସ ଅଫିସରେ ୩୦୦.୪୫ କୋଟି ରୋଜଗାର କରିଥିଲା। ‘ଦଙ୍ଗଲ’ ରିଲିଜର ପ୍ରଥମ ସପ୍ତାହରେ ୧୯୭ କୋଟିରୁ ଅଧିକ, ଦ୍ୱିତୀୟ ସପ୍ତାହରେ ପାଖାପାଖି ୧୦୬ କୋଟି ରୋଜଗାର କରିଥିଲା।

dangal

dangal

Rakesh Mallick
  • Published: Thursday, 05 January 2017
  • Updated: 05 January 2017, 06:56 PM IST

Sports

Latest News

ମୁମ୍ବାଇ: ୨୦୧୬ରେ ଅଧିକ ରୋଜଗାର କରିଥିବା ତାଲିକାର ଏକ ନମ୍ବରରେ ରହିଛି ‘ଦଙ୍ଗଲ’। ବର୍ତ୍ତମାନ ସୁଦ୍ଧା ଫିଲ୍ମଟି ଭାରତରେ ୩୦୪ କୋଟି ଟଙ୍କା ରୋଜଗାର କରିଛି। ଆମୀରଙ୍କ ଫିଲ୍ମ ସଲମାନଙ୍କ ‘ସୁଲତାନ’କୁ ପଛରେ ପକାଇ ଦେଇଛି। ସୁଲତାନ ବକ୍ସ ଅଫିସରେ ୩୦୦.୪୫ କୋଟି ରୋଜଗାର କରିଥିଲା।

‘ଦଙ୍ଗଲ’ ରିଲିଜର ପ୍ରଥମ ସପ୍ତାହରେ ୧୯୭ କୋଟିରୁ ଅଧିକ, ଦ୍ୱିତୀୟ ସପ୍ତାହରେ ପାଖାପାଖି ୧୦୬ କୋଟି ରୋଜଗାର କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story