ସୁରକ୍ଷା ବଳୟ ଭାଙ୍ଗି ରାହୁଲଙ୍କୁ ଭେଟିଥିଲେ ଏହି ମଡେଲ୍‌, ଜାଣନ୍ତୁ କେମିତି

ଭିଲାଇ(ଓଡିଶା ରିପୋର୍ଟର): ମଡେଲ ଅଭିଜିତ କୌର ହେଉଛନ୍ତି ରାହୁଲ ଗାନ୍ଧୀଙ୍କ ବଡ ଫ୍ୟାନ୍‌। ୨୦୧୫ରେ ଯେତେବେଳେ ରାହୁଲ ଛତିଶଗଡ ଗସ୍ତରେ ଆସିଥିଲେ ସେତେବେଳେ ସେ ତାଙ୍କୁ ଭେଟିବାକୁ ଯାଇଥିଲେ। ଏମିତିକି ସୁରକ୍ଷା ବଳୟ ଭାଙ୍ଗି ସେ ରାହୁଲଙ୍କ ନିକଟତର ହେବାକୁ ଚେଷ୍ଟା କରିଥିଲେ। ମାତ୍ର ତାଙ୍କ ସୁରକ୍ଷାରେ ଥିବା ଏସ୍‌ଓଜି ଯବାନମାନେ ତାଙ୍କୁ ଭିତରକୁ ଛାଡି ନ ଥିଲେ । ଏହି ଘଟଣାକୁ ଢେର ଦିନ ବିତି ଯାଇଥିବା ବେଳେ ଇତିମଧ୍ୟରେ ଅଭିଜିତ୍‌ ଜଣେ ଜଣାଶୁଣା ମଡେଲ […]

bhijeet-kaur-5_1511874191

bhijeet-kaur-5_1511874191

Rakesh Mallick
  • Published: Tuesday, 28 November 2017
  • Updated: 28 November 2017, 10:18 PM IST

Sports

Latest News

ଭିଲାଇ(ଓଡିଶା ରିପୋର୍ଟର): ମଡେଲ ଅଭିଜିତ କୌର ହେଉଛନ୍ତି ରାହୁଲ ଗାନ୍ଧୀଙ୍କ ବଡ ଫ୍ୟାନ୍‌। ୨୦୧୫ରେ ଯେତେବେଳେ ରାହୁଲ ଛତିଶଗଡ ଗସ୍ତରେ ଆସିଥିଲେ ସେତେବେଳେ ସେ ତାଙ୍କୁ ଭେଟିବାକୁ ଯାଇଥିଲେ। ଏମିତିକି ସୁରକ୍ଷା ବଳୟ ଭାଙ୍ଗି ସେ ରାହୁଲଙ୍କ ନିକଟତର ହେବାକୁ ଚେଷ୍ଟା କରିଥିଲେ। ମାତ୍ର ତାଙ୍କ ସୁରକ୍ଷାରେ ଥିବା ଏସ୍‌ଓଜି ଯବାନମାନେ ତାଙ୍କୁ ଭିତରକୁ ଛାଡି ନ ଥିଲେ । ଏହି ଘଟଣାକୁ ଢେର ଦିନ ବିତି ଯାଇଥିବା ବେଳେ ଇତିମଧ୍ୟରେ ଅଭିଜିତ୍‌ ଜଣେ ଜଣାଶୁଣା ମଡେଲ ହୋଇସାରିଲେଣି। ଏପରିକି ସେ ରାହୁଲଙ୍କ କୋର୍‌ଟିମ୍‌ ସହ ମିଶି କାମ କରିବାର ସୁଯୋଗ ମଧ୍ୟ ହାତେଇ ସାରିଛନ୍ତି। ଏମିତି ସ୍ଥିତିରେ ଥାଇ ମଧ୍ୟ ସେଦିନ ଘଟଣା ତାଙ୍କର ମନେ ଅଛି ବୋଲି କୁହନ୍ତି। ଏହି ମଡେଲ ଜଣଙ୍କ ସମ୍ପର୍କରେ ହୁଏତ ଆପଣ ବିଶେଷ କିଛି ଜାଣିବାକୁ ଚାହୁଁଥିବେ, ତା ହେଲ ଆସନ୍ତୁ ଜାଣିବା କିଏ ସେ ମଡେଲ।

ଅଭିଜିତ୍‌ କହିଛନ୍ତି ଯେ, ରାହୁଲ ତାଙ୍କ ଲାଗି ୟୁଥ୍‌ ଆଇକନ୍‌ । ତାଙ୍କ ପର୍ସନାଲିଟି ଅଭିଜିତଙ୍କୁ ବହୁତ ଭଲ ଲାଗେ। ରାହୁଲଙ୍କୁ କାର୍ଟୁନ୍‌ କରିବା ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଲୋକେ କାର୍ଟୁନ କରୁଛନ୍ତି। ଏଭଳି କରିବା ଦ୍ୱାରା କାହା ବ୍ୟକ୍ତିତ୍ୱ ପ୍ରଭାବିତ ହୁଏନାହିଁ ।

ଅଭିଜିତ୍‌ଙ୍କ ସମ୍ପର୍କରେ କିଛି କଥା

- କଲେଜରେ ପାଠ ପଢିବା ବେଳେ ମଡେଲିଂ ପ୍ରତି ରୁଚି ରଖିଥିବା ଭିଲାଇର ଅଭିଜିତ, ରାହୁଲଙ୍କ

ସଂସ୍ପର୍ଶରେ ଆସିବା ପରେ ରାଜନୀତିରେ ପ୍ରବେଶ କରିବାକୁ ମନସ୍ଥ କରିଥିଲେ।

- ୨୦୧୪ରେ ସେ ଛତିଶଗଡ ପ୍ରଦେଶ ପାଇଁ ରାଷ୍ଟ୍ରୀୟ ପ୍ରତିନିଧି ଭାବ ମନୋନୀତ ହୋଇଥିଲେ।

- ପଞ୍ଜାବ ନିର୍ବାଚନ ପରେ ଗୁଜରାଟ ନିର୍ବାଚନ ଲାଗି ସେ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story