ସୁଟିଂ ବେଳେ ଆହତ ହେଲେ କଙ୍ଗନା

ଯୋଧପୁର: ଫିଲ୍ମ ସୁଟିଂ ବେଳେ ଆହତ ହୋଇପଡିଛନ୍ତି ବଲିଉଡ୍ ନାୟିକା କଙ୍ଗନା ରାଣାୱତ୍‌। ଯୋଧପୁରରେ ରାଣୀ ଲକ୍ଷ୍ମିବାଇଙ୍କ ଜୀବନ କାହାଣୀ ଉପରେ ଆଧାରିତ ଫିଲ୍ମ ‘ମଣିକର୍ଣ୍ଣିକା’ର ସୁଟିଂ ଚାଲିଥିବା କଙ୍ଗଣା ପଡିଯିବାରୁ ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି। ଯୋଧପୁରର ମେହେରାଙ୍ଗ୍ ଗଡ଼ରେ ଏହି ଫିଲ୍ମର ସୁଟିଂ ଚାଲିଥିଲା। ଏହି ଚଳଚ୍ଚିତ୍ରରେ ଲକ୍ଷ୍ମିବାଇ ଭୂମିକାରେ କଙ୍ଗନା ଅଭିନୟ କରିଛନ୍ତି। ଏଥିରେ ରାଣି ଲକ୍ଷ୍ମୀବାଇ ତାଙ୍କ ପୁଅ ଦାମୋଦରକୁ ଧରି ୪୦ ପୁଟ ଉଚ୍ଚାର କାନ୍ଥକୁ ଡେହିଁ ଘୋଡ଼ା ପିଠିରେ […]

KANGANA

KANGANA

Rakesh Mallick
  • Published: Wednesday, 22 November 2017
  • Updated: 22 November 2017, 09:21 PM IST

Sports

Latest News

ଯୋଧପୁର: ଫିଲ୍ମ ସୁଟିଂ ବେଳେ ଆହତ ହୋଇପଡିଛନ୍ତି ବଲିଉଡ୍ ନାୟିକା କଙ୍ଗନା ରାଣାୱତ୍‌। ଯୋଧପୁରରେ ରାଣୀ ଲକ୍ଷ୍ମିବାଇଙ୍କ ଜୀବନ କାହାଣୀ ଉପରେ ଆଧାରିତ ଫିଲ୍ମ 'ମଣିକର୍ଣ୍ଣିକା'ର ସୁଟିଂ ଚାଲିଥିବା କଙ୍ଗଣା ପଡିଯିବାରୁ ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି।

ଯୋଧପୁରର ମେହେରାଙ୍ଗ୍ ଗଡ଼ରେ ଏହି ଫିଲ୍ମର ସୁଟିଂ ଚାଲିଥିଲା। ଏହି ଚଳଚ୍ଚିତ୍ରରେ ଲକ୍ଷ୍ମିବାଇ ଭୂମିକାରେ କଙ୍ଗନା ଅଭିନୟ କରିଛନ୍ତି। ଏଥିରେ ରାଣି ଲକ୍ଷ୍ମୀବାଇ ତାଙ୍କ ପୁଅ ଦାମୋଦରକୁ ଧରି ୪୦ ପୁଟ ଉଚ୍ଚାର କାନ୍ଥକୁ ଡେହିଁ ଘୋଡ଼ା ପିଠିରେ ବସିବାର ଏକ ସଟ୍‌ ଥିଲା। ଏହି ସଟ୍‌ଟିକୁ ନିର୍ଭୁଲ ଭାବେ ଦେଉଥିଲେ କଙ୍ଗନା। କିନ୍ତୁ ଡେହିଁଲା ବେଳେ ହଠାତ୍ ତାଙ୍କ ଆଣ୍ଠୁ ଟାଣି ହୋଇ ଯାଇଥିଲା। ପିଲାଟିକୁ ଯେପରି କୌଣସି ଆଘାତ ନ ଲାଗୁ ସେ ଚେଷ୍ଟା କରିଥିଲେ। ଫଳରେ ସେ ସେଇ ସଟ୍‌ଟିକୁ ଭଲଭାବରେ କରିପାରି ନ ଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଏକ୍ସ୍ରେ କଲାପରେ ଆଣ୍ଠୁର ଆଘାତ ଲାଗିଥିବା ଜଣାପଡ଼ିଥିଲା ବୋଲି କହିଛନ୍ତି କଙ୍ଗନାଙ୍କ ସ୍ପୋକ ପର୍ଶନ । ଡାକ୍ତର ତାଙ୍କୁ ସପ୍ତାହେ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ସୁଟିଂ ବେଳେ ମୁଖ୍ୟ ଚରିତ୍ର  କଙ୍ଗନା ଆହତ ହେବା କରାଣରୁ ସେ ସୁସ୍ଥ ହେବା ପର୍ଯ୍ୟନ୍ତ ସୁଟିଂ ବନ୍ଦ ରଖାଯାଇଛି।  ଆସନ୍ତା ବର୍ଷ ଏପ୍ରିଲ୍ ୨୭ ତାରିଖରେ ମୁକ୍ତିଲାଭ ହେବାକୁ ଥିବା ଫିଲ୍ମରେ ସୁରେଶ ଓବ୍ରଏ, ସୋନୁ ସୁଦ୍ ଅତୁଲ କୁଲକର୍ଣ୍ଣୀ ଭଳି କଳାକାର ଅଭିନୟ କରିଛନ୍ତି।   

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story