ଅଦ୍‌ନାନ୍ ସାମିଙ୍କ ପୁଅ କହିଲେ, 'ପାକିସ୍ତାନ୍‌ ମୋ ଘର, ମୁଁ ସେଠି କାମ କରିବି'

ମୁମ୍ବାଇ: ବଲିଉଡ୍‌ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଅଦ୍‌ନାନ୍ ସାମିଙ୍କୁ ଭାରତର ନାଗରିକତ୍ୱ ମିଳିସାରିଛି ଓ ସେ ତିନି ବର୍ଷ ହେଲାଣି ଏଠାରେ ରହୁଛନ୍ତି। ତାଙ୍କ ସହିତ ତାଙ୍କ ପତ୍ନୀ ଓ ଝିଅ ବି ରହୁଛନ୍ତି। ସେ ଅନେକ ସମୟରେ ପାକିସ୍ତାନ ବିରୋଧୀ ମନ୍ତବ୍ୟ ବି ଦେଇଛନ୍ତି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ କିଛି ପାକିସ୍ତାନୀ ଅଦ୍‌ନାନ୍‌ଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟରେ ସୋଶାଲ୍‌ ମିଡିଆରେ ଅନେକ ପ୍ରଶ୍ନ କରିଥିଲେ। କିନ୍ତୁ ସେ କଡ଼ା ଜବାବ […]

adnan

adnan

Chinmayee Roy
  • Published: Wednesday, 04 September 2019
  • Updated: 04 September 2019, 10:49 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଅଦ୍‌ନାନ୍ ସାମିଙ୍କୁ ଭାରତର ନାଗରିକତ୍ୱ ମିଳିସାରିଛି ଓ ସେ ତିନି ବର୍ଷ ହେଲାଣି ଏଠାରେ ରହୁଛନ୍ତି। ତାଙ୍କ ସହିତ ତାଙ୍କ ପତ୍ନୀ ଓ ଝିଅ ବି ରହୁଛନ୍ତି। ସେ ଅନେକ ସମୟରେ ପାକିସ୍ତାନ ବିରୋଧୀ ମନ୍ତବ୍ୟ ବି ଦେଇଛନ୍ତି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ କିଛି ପାକିସ୍ତାନୀ ଅଦ୍‌ନାନ୍‌ଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟରେ ସୋଶାଲ୍‌ ମିଡିଆରେ ଅନେକ ପ୍ରଶ୍ନ କରିଥିଲେ। କିନ୍ତୁ ସେ କଡ଼ା ଜବାବ ରଖି ସେମାନଙ୍କ ପାଟି ଚୁପ୍ କରି ଦେଇଥିଲେ। ତେବେ ଅଦ୍‌ନାନ୍‌ଙ୍କ ପୁଅ ଅଜାନ୍‌ କହିଛନ୍ତି ଯେ, ପାକିସ୍ତାନ ତାଙ୍କର ଘର ଓ ସେ ସେଠାରେ ରହି କାମ କରିବେ। ସୂଚନାଯୋଗ୍ୟ, ଅଜାନ୍‌ ହେଉଛନ୍ତି ଅଦ୍‌ନାନ୍‌ ଓ ତାଙ୍କ ପ୍ରଥମ ପତ୍ନୀ ଜେବା ବଖ୍‌ତିଆର୍‌ଙ୍କ ପୁଅ।

ବିବିସିକୁ ଦେଇଥିବା ଏକ ସାକ୍ଷାତକାରରେ ଅଜାନ୍ କହିଛନ୍ତି, “ମୁଁ ଏ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ଚୁପ୍ ରହିବାର କାରଣ ହେଉଛି, ସେ ମୋ ବାପା। ମୁଁ ତାଙ୍କୁ ଭଲପାଏ ଓ ସମ୍ମାନ ମଧ୍ୟ କରେ। ସେ ଭାରତକୁ ତାଙ୍କର ଘର କରିଛନ୍ତି। ମୁଁ ତାଙ୍କ ନିଷ୍ପତ୍ତିକୁ ସମ୍ମାନ କରୁଛି। କିନ୍ତୁ ମୁଁ କେଉଁ ଦେଶକୁ ଘର କରିବି, ତାହା ମୋର ଇଚ୍ଛା। ମୁଁ ପାକିସ୍ତାନରେ କାମ କରିବାକୁ ଚାହୁଁଛି।”

https://www.instagram.com/p/B03kpKggAZY/?utm_source=ig_web_copy_link

ସେ ଆହୁରି କହିଛନ୍ତି, “ଭାରତରେ ମୋର ଅନେକ ଭଲ ବନ୍ଧୁ ଅଛନ୍ତି। ମୋ ଜୀବନର ଅନେକ ସମୟ ମୁଁ ସେଠି ବିତେଇଛି। ବିଶେଷ କରି ଯୁବାବସ୍ଥାରେ ମୁଁ ସେଠାରେ ରହିଛି। ହେଲେ ପାକିସ୍ତାନ ମୋ ଘର। ମୁଁ ସେଠି ବଡ଼ ହୋଇଛି। ପାକିସ୍ତାନର ଏଣ୍ଟରଟେନ୍‌ମେଣ୍ଟ୍‌ ଇଣ୍ଡଷ୍ଟ୍ରୀ ମୋତେ ଭାରି ଆପଣାର ଲାଗେ। ମୁଁ ଏହି ଇଣ୍ଡଷ୍ଟ୍ରିକୁ ନେଇ ବହୁତ ଗର୍ବ ଅନୁଭବ କରେ। ମୁଁ ଏହି ସ୍ଥାନକୁ ନିଜର ଭାବେ ଓ ଏହାକୁ ନେଇ ମୋର ଅନେକ କିଛି ଆଶା ରହିଛି।”

ଅଜାନ କହିଛନ୍ତି, “ମୁଁ ମୋ ମାଆଙ୍କ ପାଖରେ ବଡ଼ ହୋଇଛି। ମୁଁ ଓ ମୋ ବାପା ଭଲ ବନ୍ଧୁ ପରି। ସେ ଜଣେ ଏମିତି ମଣିଷ ଯାହାଙ୍କ ପାଖକୁ ମୁଁ ପ୍ରାୟ ସମୟରେ ପରାମର୍ଶ ପାଇଁ ଯାଏ।”

https://www.instagram.com/p/B0UOC4Ng0g4/?utm_source=ig_web_copy_link

ଅଦ୍‌ନାନ୍‌ଙ୍କ ଭଳି ଅଜାନ୍‌ ମଧ୍ୟ ଜଣେ ସଙ୍ଗୀତ ନିର୍ଦ୍ଦେଶକ। ଖୁବ୍‌ଶୀଘ୍ର ସେ ପାକିସ୍ତାନୀ ଫିଲ୍ମରେ ମଧ୍ୟ ଅଭିନୟ କରିବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ସାମି ୧୯୯୩ରେ ଜେବା ବଖ୍‌ତିଆର୍‌ଙ୍କୁ ବାହା ହୋଇଥିଲେ। ତେବେ ତିନି ବର୍ଷ ପରେ ସେମାନଙ୍କ ମଧ୍ୟରେ ବିଚ୍ଛେଦ ହୋଇଥିଲା। ଜେବା ଜଣେ ପାକିସ୍ତାନୀ ଅଭିନେତ୍ରୀ। ୨୦୦୧ରେ ସାମି ଦ୍ୱିତୀୟ ବିବାହ କରିଥିଲେ। ତେବେ ତାହା ବି ବିଫଳ ହୋଇଥିଲା। ପରେ ସେ ୨୦୧୦ରେ ରୋୟା ସାମି ଖାନ୍‌ଙ୍କୁ ବାହା ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story