ପୁଣି ଟାଇଗର ହୋଇ ଫେରିବେ ସଲମାନ

ମୁମ୍ବାଇ: ପୁଣି ଟାଇଗର ହୋଇ ବ୍ୟାକ୍‌ କରିବେ ସଲମାନ୍‌।ଏକଥା ଶୁଣିଲା ବେଳକୁ ଆପଣଙ୍କୁ ଟିକେ ଅଡୁଆ ଲାଗୁଥିବ। ଭାବୁଥିବେ ସଲମାନ୍‌ ପୁଣି ଟାଇଗର ହୋଇ କ’ଣଫେରିବେ? ହଉ, ଏବେ ଆମେ କଥାଟାକୁ ଖୋଲିକି କହି ଦେଉଛୁ। ଖବର ମୁତାବକ, ବହୁତ ଶୀଘ୍ର ‘ଏକ୍‌ ଥା ଟାଇଗର’ ସିରିଜର ତୃତୀୟ ସଂସ୍କରଣ ତିଆରି ହେବାକୁ ଯାଉଛି। ପ୍ରଥମେ ‘ଏକ୍ ଥା ଟାଇଗର’ ଆସିଥିଲା। ତା’ପରେ ଆସିଥିଲା ତା’ର ସିକ୍ୱେଲ ‘ଟାଇଗର ଜିନ୍ଦା ହୈ’। ଆଉ ଏବେ ଏହି ସିରିଜ୍‌ର […]

salman

salman

Rakesh Mallick
  • Published: Sunday, 08 July 2018
  • Updated: 08 July 2018, 02:57 PM IST

Sports

Latest News

ମୁମ୍ବାଇ: ପୁଣି ଟାଇଗର ହୋଇ ବ୍ୟାକ୍‌ କରିବେ ସଲମାନ୍‌।ଏକଥା ଶୁଣିଲା ବେଳକୁ ଆପଣଙ୍କୁ ଟିକେ ଅଡୁଆ ଲାଗୁଥିବ। ଭାବୁଥିବେ ସଲମାନ୍‌ ପୁଣି ଟାଇଗର ହୋଇ କ’ଣଫେରିବେ? ହଉ, ଏବେ ଆମେ କଥାଟାକୁ ଖୋଲିକି କହି ଦେଉଛୁ।

ଖବର ମୁତାବକ, ବହୁତ ଶୀଘ୍ର ‘ଏକ୍‌ ଥା ଟାଇଗର’ ସିରିଜର ତୃତୀୟ ସଂସ୍କରଣ ତିଆରି ହେବାକୁ ଯାଉଛି। ପ୍ରଥମେ ‘ଏକ୍ ଥା ଟାଇଗର’ ଆସିଥିଲା। ତା’ପରେ ଆସିଥିଲା ତା’ର ସିକ୍ୱେଲ ‘ଟାଇଗର ଜିନ୍ଦା ହୈ’। ଆଉ ଏବେ ଏହି ସିରିଜ୍‌ର ତୃତୀୟ ଫିଲ୍ମ ତିଆରି ହେବ ବୋଲି କୁହାଯାଉଛି। ଖୁବ୍‌ଶୀଘ୍ର ଏନେଇ ଘୋଷଣା ହୋଇପାରେ। ଏଥିରେ ସଲମାନଙ୍କ ଓ କ୍ୟାଟ୍ରିନା ଅଭିନୟ କରିପାରନ୍ତି। ପୂର୍ବ ଦୁଇଟି ଫିଲ୍ମରେ ବି ଏ ଦୁହେଁ ଅଭିନୟ କରିଥିଲେ।

‘ଏକ ଥା ଟାଇଗର’ ଓ‘ଟାଇଗର ଜିନ୍ଦା ହୈ’କୁ ଭଲ ରେସ୍‌ପନ୍ସ ମିଳିଥିଲା। ‘ଏକ୍‌ ଥା ଟାଇଗର’ ୨୦୧୨ରେ ରିଲିଜ୍ ହୋଇଥିଲା। ଗତ ବର୍ଷ ‘ଟାଇଗର ଜିନ୍ଦା ହୈ’ ରିଲିଜ୍‌ ହୋଇଥିଲା। ସିନେପ୍ରେମୀ ଦୁଇଟି ଯାକ ଫିଲ୍ମକୁ ପ୍ରଶଂସା କରିଥିଲେ। ଟାଇଗର ସିରିଜ୍‌ର ତୃତୀୟ ଫିଲ୍ମରେ ଅଭିନୟ କରିବା ପାଇଁ ସଲମାନ ସବୁଜ ସଙ୍କେତ ଦେଇ ସାରିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story