ପ୍ରଥମ ଦିନରେ ଅଜୟଙ୍କୁ ମାତ୍ ଦେଲେ କରଣ

ମୁମ୍ବାଇ: ଶୁକ୍ରବାର ରିଲିଜ ହୋଇଥିବା ଦୁଇଟି ଫିଲ୍ମ ‘ଏ ଦିଲ୍‌ ହେ ମୁସକିଲ’ ଓ ‘ଶିବାୟ’ର ଆଡଭାନ୍ସ ଟିକଟ ବୁକିଂକୁ ନେଇ ହୋଇଥିବା ଜୋରଦାର ଲଢ଼େଇରେ କରଣ ଜୋହରଙ୍କ ‘ଏ ଦିଲ ହେ ମୁସକିଲ’ ବାଜି ମାରି ନେଇଥିଲା।

ରିପୋର୍ଟ ଅନୁଯାୟୀ ବକ୍ସ ଅଫିସରେ ‘ଏ ଦିଲ୍‌ ହେ ମୁସକିଲ’ ପ୍ରଥମ ଦିନ ୧୩.୨୫କୋଟି ଟଙ୍କା ଆୟ କରିଥିବା ବେଳେ ଅଜୟଙ୍କ ‘ଶିବାୟ’ ୮.୨୫କୋଟି ଟଙ୍କା ଆୟ କରିଛି।

‘ଏ ଦିଲ ହେ ମୁସକିଲ’ ରଣବୀର କପୁରଙ୍କ ‘ତମାସା’ର ପ୍ରଥମ ଦିନର ରେକର୍ଡ ଭାଙ୍ଗିଛି। ସେପଟେ ‘ଶିବାୟ’ ଅଜୟଙ୍କ ଶେଷ ଫିଲ୍ମ ‘ଦୃଶ୍ୟମ’ର ରେକର୍ଡକୁ ଭାଙ୍ଗିଛି।

ଆହୁରି ପଢ଼ନ୍ତୁ

ଆତ୍ମହତ୍ୟା କଲେ ‘କ୍ୟୁଁ କିଁ ଶାଶ୍‌ ଭି କଭି ବହୁ ଥି’ର ଅଭିନେତା

ବିଗ୍‌ବସ୍‌ ଫେମ୍‌ ଅସିମ୍‌ ରିଆଜଙ୍କ ଉପରକୁ ଆକ୍ରମଣ

ରିଙ୍କିଙ୍କ ଭାଗ୍ୟ ବଦଳେଇ ଦେଲା ଗୋଟିଏ ଟ୍ୱିଟ୍‌, ଚାନ୍ସ ଦେଲା ତରଙ୍ଗ

ସୁଶାନ୍ତ ମୃତ୍ୟୁ ମାମଲା : ଆଦିତ୍ୟ ଠାକ୍‌ରେଙ୍କୁ ଟାର୍ଗେଟ୍‌ କରି କଙ୍ଗନା ପଚାରିଲେ ୭ଟି ପ୍ରଶ୍ନ

ସେଲେବ୍ରିଟିଙ୍କ ରାକ୍ଷୀ ସେଲେବ୍ରେଶନ୍

ଜାଳୁଥିଲି, ଜଳାଉଥିଲି ଏବେ ଜଳୁଛି….

ମୃତ୍ୟୁ ପୂର୍ବରୁ ସୁଶାନ୍ତ ଗୁଗଲ୍‌ରେ ସର୍ଚ୍ଚ କରିଥିଲେ ଏହି ତିନୋଟି ଶବ୍ଦ

ୟୁରୋପ ଟୁର୍‌ ଓ ନଭେମ୍ବର ମାସର ସେହି ଘଟଣା

ଅନୁପମଙ୍କ ଚିକିତ୍ସା ପାଇଁ ଯୋଗୀ ଦେଲେ ୨୦ ଲକ୍ଷ

୩୫ ବର୍ଷ ପରେ ଆଜି ସେହି ହାତ ନାହିଁ…

ମ୍ୟାନେଜର୍ ଦିଶାଙ୍କ ପରିବାରକୁ ପଚରାଉଚରା କରିବ ବିହାର ପୁଲିସ୍

ଅନୁପମଙ୍କ ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢ଼ାଇଲେ ଯୋଗୀ