ପ୍ରଥମ ଦିନରେ ଅଜୟଙ୍କୁ ମାତ୍ ଦେଲେ କରଣ

ମୁମ୍ବାଇ: ଶୁକ୍ରବାର ରିଲିଜ ହୋଇଥିବା ଦୁଇଟି ଫିଲ୍ମ ‘ଏ ଦିଲ୍‌ ହେ ମୁସକିଲ’ ଓ ‘ଶିବାୟ’ର ଆଡଭାନ୍ସ ଟିକଟ ବୁକିଂକୁ ନେଇ ହୋଇଥିବା ଜୋରଦାର ଲଢ଼େଇରେ କରଣ ଜୋହରଙ୍କ ‘ଏ ଦିଲ ହେ ମୁସକିଲ’ ବାଜି ମାରି ନେଇଥିଲା। ରିପୋର୍ଟ ଅନୁଯାୟୀ ବକ୍ସ ଅଫିସରେ ‘ଏ ଦିଲ୍‌ ହେ ମୁସକିଲ’ ପ୍ରଥମ ଦିନ ୧୩.୨୫କୋଟି ଟଙ୍କା ଆୟ କରିଥିବା ବେଳେ ଅଜୟଙ୍କ ‘ଶିବାୟ’ ୮.୨୫କୋଟି ଟଙ୍କା ଆୟ କରିଛି। ‘ଏ ଦିଲ ହେ ମୁସକିଲ’ ରଣବୀର କପୁରଙ୍କ […]

ajay

ajay

Rakesh Mallick
  • Published: Saturday, 29 October 2016
  • Updated: 29 October 2016, 02:27 PM IST

Sports

Latest News

ମୁମ୍ବାଇ: ଶୁକ୍ରବାର ରିଲିଜ ହୋଇଥିବା ଦୁଇଟି ଫିଲ୍ମ ‘ଏ ଦିଲ୍‌ ହେ ମୁସକିଲ’ ଓ ‘ଶିବାୟ’ର ଆଡଭାନ୍ସ ଟିକଟ ବୁକିଂକୁ ନେଇ ହୋଇଥିବା ଜୋରଦାର ଲଢ଼େଇରେ କରଣ ଜୋହରଙ୍କ ‘ଏ ଦିଲ ହେ ମୁସକିଲ’ ବାଜି ମାରି ନେଇଥିଲା।

ରିପୋର୍ଟ ଅନୁଯାୟୀ ବକ୍ସ ଅଫିସରେ ‘ଏ ଦିଲ୍‌ ହେ ମୁସକିଲ’ ପ୍ରଥମ ଦିନ ୧୩.୨୫କୋଟି ଟଙ୍କା ଆୟ କରିଥିବା ବେଳେ ଅଜୟଙ୍କ ‘ଶିବାୟ’ ୮.୨୫କୋଟି ଟଙ୍କା ଆୟ କରିଛି।

‘ଏ ଦିଲ ହେ ମୁସକିଲ’ ରଣବୀର କପୁରଙ୍କ ‘ତମାସା’ର ପ୍ରଥମ ଦିନର ରେକର୍ଡ ଭାଙ୍ଗିଛି। ସେପଟେ ‘ଶିବାୟ’ ଅଜୟଙ୍କ ଶେଷ ଫିଲ୍ମ ‘ଦୃଶ୍ୟମ’ର ରେକର୍ଡକୁ ଭାଙ୍ଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos