ନିରଜ ଅକ୍ଷୟଙ୍କୁ ଟକ୍କର ଦେଇପାରିବେ କି?

ମୁମ୍ବାଇ: ଖିଲାଡୀ ଅକ୍ଷୟ କୁମାର ନିଜର ଭିନ୍ନ ଅନ୍ଦାଜ ଯୋଗୁଁ ବଲିଉଡ୍‌ରେ ରାଜ୍‌ କରୁଛନ୍ତି।। ଗୋଟେ ପରେ ଗୋଟେ ହିଟ୍‌ ଫିଲ୍ମ ଦେଇ ଦର୍ଶକଙ୍କର ଆହୁରି ପ୍ରିୟ ହେଇଛନ୍ତି। ସେ ଅନେକ ବଡ଼ ବଡ଼ ଷ୍ଟାରଙ୍କୁ ଟକ୍କର ଦେଇ ନିଜକୁ ପ୍ରମାଣିତ କରିଛନ୍ତି। ଆଗକୁ ତାଙ୍କ ବନ୍ଧୁ ତଥା ନିର୍ଦ୍ଦେଶକ ନିରଜ ପାଣ୍ଡେ ସହ ତାଙ୍କର ଟକ୍କର ହେବାକୁ ଯାଉଛି। ଘଟଣାଟି  ହେଉଛି ଅକ୍ଷୟଙ୍କୁ ନେଇ ନିର୍ଦ୍ଦେଶକ  ନିରଜ ପାଣ୍ଡେ ଫିଲ୍ମ ‘ବେବି’ ବନେଇଥିଲେ। ଯାହାକି ଅକ୍ଷୟଙ୍କ […]

akhya

akhya

Rakesh Mallick
  • Published: Saturday, 25 November 2017
  • Updated: 25 November 2017, 11:29 AM IST

Sports

Latest News

ମୁମ୍ବାଇ: ଖିଲାଡୀ ଅକ୍ଷୟ କୁମାର ନିଜର ଭିନ୍ନ ଅନ୍ଦାଜ ଯୋଗୁଁ ବଲିଉଡ୍‌ରେ ରାଜ୍‌ କରୁଛନ୍ତି।। ଗୋଟେ ପରେ ଗୋଟେ ହିଟ୍‌ ଫିଲ୍ମ ଦେଇ ଦର୍ଶକଙ୍କର ଆହୁରି ପ୍ରିୟ ହେଇଛନ୍ତି। ସେ ଅନେକ ବଡ଼ ବଡ଼ ଷ୍ଟାରଙ୍କୁ ଟକ୍କର ଦେଇ ନିଜକୁ ପ୍ରମାଣିତ କରିଛନ୍ତି। ଆଗକୁ ତାଙ୍କ ବନ୍ଧୁ ତଥା ନିର୍ଦ୍ଦେଶକ ନିରଜ ପାଣ୍ଡେ ସହ ତାଙ୍କର ଟକ୍କର ହେବାକୁ ଯାଉଛି।

ଘଟଣାଟି  ହେଉଛି ଅକ୍ଷୟଙ୍କୁ ନେଇ ନିର୍ଦ୍ଦେଶକ  ନିରଜ ପାଣ୍ଡେ ଫିଲ୍ମ ‘ବେବି’ ବନେଇଥିଲେ। ଯାହାକି ଅକ୍ଷୟଙ୍କ କ୍ୟାରିଅରର ବେଷ୍ଟ ଫିଲ୍ମ ମଧ୍ୟରୁ ଗୋଟିଏ।  ଦୁହିଁଙ୍କ ମଧ୍ୟରେ ଭଲ ବନ୍ଧୁତା ମଧ୍ୟ ରହିଛି। କିନ୍ତୁ କଥା ହେଉଛି ନିରଜ ପାଣ୍ଡେଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆୟାରୀ’ ଆସନ୍ତା ବର୍ଷ ଜାନୁଆରୀ ୨୬ରେ ରିଲିଜ ହେବ। ଫିଲ୍ମ ରିଲିଜ୍‌ କରିବାକୁ ନିରଜ ଅନେକ ଦିନରୁ ଘୋଷଣା କରିଥିଲେ ବି ଅକ୍ଷୟ ତାଙ୍କ ଫିଲ୍ମ ‘ପେଡ୍‌ମ୍ୟାନ୍‌’ କୁ ମଧ୍ୟ ସେହି ଦିନ  ରିଲିଜ୍‌ କରୁଛନ୍ତି। ତେଣୁ ଆଗକୁ ଦୁହିଁଙ୍କ ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି। ଦେଖାଯାଉ କାହା ଫିଲ୍ମ ବକ୍ସ ଅଫିସ୍‌ରେ କମାଲ ଦେଖାଉଛି।

ଫିଲ୍ମ ‘ପେଡ୍‌ମ୍ୟାନ୍‌’ରେ ଅକ୍ଷୟଙ୍କ ବ୍ୟତୀତ ସୋନମ କପୁର ଓ ରାଧିକା ଆପ୍ତେ ଲିଡ୍‌ ରୋଲ୍‌ରେ ଅଛନ୍ତି। ଫିଲ୍ମ ‘ଆୟାରି’ରେ ସିଦ୍ଧାର୍ଥ ମଲ୍‌ହୋତ୍ରା ଓ ମନୋଜ ବାଜପେୟଈ ଲିଡ୍‌ ରୋଲରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story