ମହିଳାଙ୍କୁ ଅସଦାଚରଣ ଘଟଣାରେ ଅକ୍ଷୟଙ୍କ କ୍ଷୋଭ  

ମୁମ୍ବାଇ: ବେଙ୍ଗଲୁରୁରେ ମହିଳାଙ୍କୁ ଅସଦାଚାରଣ ଘଟଣାରେ ଆମୀରଙ୍କ ପରେ ଏବେ ଅକ୍ଷୟ କୁମାର କ୍ଷୋଭ ପ୍ରକାଶ କରିଛନ୍ତି। ସେ ଏକ ଭିଡିଓ ଜରିଆରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ନିଜର ଫେସ୍‌ବୁକ୍‌ ପେଜ୍‌ରେ ସେ ଏହି ଭିଡିଓକୁ ପୋଷ୍ଟ୍‌ କରିଛନ୍ତି। ଏହି ଭିଡିଓରେ ସେ ଆଘାତ ପାଇଥିବା ମହିଳାଙ୍କ ପ୍ରତି ଦୁଃଖ ପ୍ରକାଶ କରିବା ସହ ମହିଳାଙ୍କ ପୋଷାକକୁ ନେଇ ପ୍ରଶ୍ନ ଉଠାଇଥିବା ଲୋକମାନଙ୍କୁ ସମାଲୋଚନା କରିଛନ୍ତି। ମହିଳାମାନେ ମାର୍ସାଲ ଆର୍ଟର କିଛି କୌଶଳ ଶିଖି ନିଜର […]

akshay-kumar

akshay-kumar

Rakesh Mallick
  • Published: Thursday, 05 January 2017
  • Updated: 05 January 2017, 02:10 PM IST

Sports

Latest News

ମୁମ୍ବାଇ: ବେଙ୍ଗଲୁରୁରେ ମହିଳାଙ୍କୁ ଅସଦାଚାରଣ ଘଟଣାରେ ଆମୀରଙ୍କ ପରେ ଏବେ ଅକ୍ଷୟ କୁମାର କ୍ଷୋଭ ପ୍ରକାଶ କରିଛନ୍ତି। ସେ ଏକ ଭିଡିଓ ଜରିଆରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ନିଜର ଫେସ୍‌ବୁକ୍‌ ପେଜ୍‌ରେ ସେ ଏହି ଭିଡିଓକୁ ପୋଷ୍ଟ୍‌ କରିଛନ୍ତି।

ଏହି ଭିଡିଓରେ ସେ ଆଘାତ ପାଇଥିବା ମହିଳାଙ୍କ ପ୍ରତି ଦୁଃଖ ପ୍ରକାଶ କରିବା ସହ ମହିଳାଙ୍କ ପୋଷାକକୁ ନେଇ ପ୍ରଶ୍ନ ଉଠାଇଥିବା ଲୋକମାନଙ୍କୁ ସମାଲୋଚନା କରିଛନ୍ତି। ମହିଳାମାନେ ମାର୍ସାଲ ଆର୍ଟର କିଛି କୌଶଳ ଶିଖି ନିଜର ସୁରକ୍ଷା ନିଜ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଅକ୍ଷୟଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇ ସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story