ପ୍ରଭାସ ନୁହନ୍ତି ଏହି କ୍ରିକେଟ୍‌ର ଅନୁଷ୍କାଙ୍କ ପ୍ରଥମ ପସନ୍ଦ

ମୁମ୍ବାଇ: ସାଉଥ୍‌ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ତଥା ‘ବାହୁବଲୀ-୨’ର ଦେବସେନାଙ୍କ କ୍ରେଜ୍‌ ଏବେ କାହିଁରେ କ’ଣ। ଫିଲ୍ମର ଅପାର ସଫଳତା ହେଉ କି ବାହୁବଲୀ ଷ୍ଟାର ପ୍ରଭାସଙ୍କ ସହ ପ୍ରେମ ସବୁଠି ଏହି ଦୁଇଜଣଙ୍କ ଚର୍ଚ୍ଚା। ଏପରିକି ଅନୁଷ୍କା ଓ ପ୍ରଭାସ ବିଭାହ କରିବାକୁ ଯାଉଥିବା ମଧ୍ୟ ଶୁଣିବାକୁ ମିଳୁଛି। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବ ଅନୁଷ୍କାଙ୍କ ହୃଦୟରେ ପ୍ରଭାସ ନୁହଁନ୍ତି ଅନ୍ୟ କେହି ଅଛନ୍ତି। ସେ କୌଣସି ଫିଲ୍ମଷ୍ଟାର କି ବିଜନେସ୍‌ ମ୍ୟାନ […]

anu

anu

Rakesh Mallick
  • Published: Tuesday, 21 November 2017
  • Updated: 21 November 2017, 10:57 AM IST

Sports

Latest News

ମୁମ୍ବାଇ: ସାଉଥ୍‌ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ତଥା ‘ବାହୁବଲୀ-୨’ର ଦେବସେନାଙ୍କ କ୍ରେଜ୍‌ ଏବେ କାହିଁରେ କ’ଣ। ଫିଲ୍ମର ଅପାର ସଫଳତା ହେଉ କି ବାହୁବଲୀ ଷ୍ଟାର ପ୍ରଭାସଙ୍କ ସହ ପ୍ରେମ ସବୁଠି ଏହି ଦୁଇଜଣଙ୍କ ଚର୍ଚ୍ଚା। ଏପରିକି ଅନୁଷ୍କା ଓ ପ୍ରଭାସ ବିଭାହ କରିବାକୁ ଯାଉଥିବା ମଧ୍ୟ ଶୁଣିବାକୁ ମିଳୁଛି। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବ ଅନୁଷ୍କାଙ୍କ ହୃଦୟରେ ପ୍ରଭାସ ନୁହଁନ୍ତି ଅନ୍ୟ କେହି ଅଛନ୍ତି। ସେ କୌଣସି ଫିଲ୍ମଷ୍ଟାର କି ବିଜନେସ୍‌ ମ୍ୟାନ ନୁହଁନ୍ତି। ସେ ଜଣେ କ୍ରିକେଟର। ହେଲେ ଏହି ଭାରତୀୟ କ୍ରିକେଟ୍‌ରଙ୍କ ନାଁ ଶୁଣିଲେ ଆପଣଙ୍କ ହୋସ୍‌ ଉଡିଯିବ।

ଏହି କ୍ରିକେଟର ଜଣଙ୍କ ହେଉଛନ୍ତି ଭାରତର ପୂର୍ବତନ ଖେଳାଳି ତଥା ‘ଦି ୱାଲ୍‌’ ରାହୁଲ ଦ୍ରାବିଡ। କେଉଁ କ୍ରିକେଟ୍‌ର ପସନ୍ଦ ବୋଲି ପଚରାଯିବାରେ ଅନୁଷ୍କା ଜେଣ୍ଟିଲମ୍ୟାନଙ୍କ ନାଁ ନେଇଛନ୍ତି। ସେ କହିଛନ୍ତି, ଦ୍ରାବିଡ ତାଙ୍କର ବହୁତ ପସନ୍ଦ। ଏପରିକି ସେ ତାଙ୍କ ପ୍ରେମରେ ପଡି ଯାଇଥିଲେ।

ତେବେ ଅନୁଷ୍କାଙ୍କ ଭଲ ପାଇବା ଏକ ତରଫରୁ ନୁହେଁ। ଦ୍ରାବିଡ ମଧ୍ୟ ଅନୁଷ୍କାଙ୍କୁ ବହୁତ ପସନ୍ଦ କରନ୍ତି। ଏପରି ଭାବନ୍ତୁ ନାହିଁ ଦ୍ରାବିଡ ଓ ଅନୁଷ୍କାଙ୍କ ମଧ୍ୟରେ କିଛି ଚାଲିଛି ବୋଲି। ଅନୁଷ୍କାଙ୍କୁ ଜଣେ କଳାକାର ଭାବେ ଦ୍ରାବିଡ ବହୁତ ପସନ୍ଦ କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story