ଦୁର୍ବୃତ୍ତଙ୍କ କବଳରୁ ଯୁବତୀଙ୍କୁ ରକ୍ଷା କଲେ ଆତୀଫ୍‌

ମୁମ୍ବାଇ: ପାକିସ୍ତାନୀ ଗାୟକ ଆତୀଫ୍‌ ଅସଲମ୍‌ ଗୀତ ପରେ ଏବେ ଅଜଣା ଯୁବତୀଙ୍କୁ ସୁରକ୍ଷା ଦେଇ ଚର୍ଚ୍ଚାରେ ଆସିଛନ୍ତି। ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଖବର ମୁତାବକ ଏକ ଷ୍ଟେଜ ଶୋ କରୁଥିବା ସମୟରେ ଦର୍ଶକଙ୍କ ମଧ୍ୟରେ ଜଣେ ଯୁବତୀଙ୍କୁ କିଛି ଯୁବକ ଦୁର୍ବ୍ୟବହାର କରୁଥିବାର ଦେଖିଥିଲେ ଆତୀଫ। ସେ ଯୁବତୀଙ୍କୁ ଦୁର୍ବୃତ୍ତଙ୍କ କବଳରୁ ରକ୍ଷା କରିଥିଲେ। ତା’ ସହ ଦୁର୍ବୃତ୍ତମାନଙ୍କୁ କଡ଼ା ଚେତେବନୀ ଦେଇଥିଲେ ଆତୀଫ। ଏହି ସମୟରେ ଆତୀଫ୍‌ ଶୋକୁ କିଛି […]

atif-aslam

atif-aslam

Rakesh Mallick
  • Published: Monday, 16 January 2017
  • Updated: 17 January 2017, 11:14 AM IST

Sports

Latest News

ମୁମ୍ବାଇ: ପାକିସ୍ତାନୀ ଗାୟକ ଆତୀଫ୍‌ ଅସଲମ୍‌ ଗୀତ ପରେ ଏବେ ଅଜଣା ଯୁବତୀଙ୍କୁ ସୁରକ୍ଷା ଦେଇ ଚର୍ଚ୍ଚାରେ ଆସିଛନ୍ତି। ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଖବର ମୁତାବକ ଏକ ଷ୍ଟେଜ ଶୋ କରୁଥିବା ସମୟରେ ଦର୍ଶକଙ୍କ ମଧ୍ୟରେ ଜଣେ ଯୁବତୀଙ୍କୁ କିଛି ଯୁବକ ଦୁର୍ବ୍ୟବହାର କରୁଥିବାର ଦେଖିଥିଲେ ଆତୀଫ। ସେ ଯୁବତୀଙ୍କୁ ଦୁର୍ବୃତ୍ତଙ୍କ କବଳରୁ ରକ୍ଷା କରିଥିଲେ। ତା’ ସହ ଦୁର୍ବୃତ୍ତମାନଙ୍କୁ କଡ଼ା ଚେତେବନୀ ଦେଇଥିଲେ ଆତୀଫ। ଏହି ସମୟରେ ଆତୀଫ୍‌ ଶୋକୁ କିଛି ସମୟ ପାଇଁ ବନ୍ଦ ମଧ୍ୟ ରଖିଥିଲେ। ଶୋ’ରେ  ଉପସ୍ଥିତ ଦର୍ଶକ ଆତୀଫ୍‌ଙ୍କୁ ସହଯୋଗ କରିଥିଲେ ଓ ତାଙ୍କୁ  ପ୍ରଶଂସା ମଧ୍ୟ କରିଥିଲେ।

ନିକଟରେ ଆତୀଫ୍‌ଙ୍କ ଏକ ନୂଆ ଗୀତ ‘ପହଲୀ ଦଫା’ ରିଲିଜ୍‌ ହୋଇଛି। ଏହି ଗୀତରେ ଇଲିଆନା ଡିକ୍ରୁଜ୍‌ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story