ଦିନେ ଅଡିଶନ୍‌ ରୁମ୍‌ରୁ ବାହାର କରିଦେଇଥିଲେ ନିର୍ଦ୍ଦେଶକ, ଆଉ ଆଜି ଜାତୀୟ ପୁରସ୍କାର ବିଜେତା

ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍ମାନ୍‌ ଖୁରାନାଙ୍କୁ ଆଜି ୩୫ ବର୍ଷ ପୂରିଯାଇଛି। ୧୯୮୪ ମସିହା ଆଜିର ଦିନରେ ଚଣ୍ଡିଗଡ଼ରେ ତାଙ୍କର ଜନ୍ମ ହୋଇଥିଲା। ଜାତୀୟ ପୁରସ୍କାର ବିଜେତା ଆୟୁଷ୍ମାନ ବଲିଉଡ୍‌ର ସଫଳ ଅଭିନେତାଙ୍କ ମଧ୍ୟରୁ ଜଣେ। ପ୍ରତି ବର୍ଷ ତାଙ୍କର ୨/୩ଟି ଫିଲ୍ମ ରିଲିଜ୍‌ ହେଉଛି, ଆଉ ପ୍ରାୟ ସବୁ ଫିଲ୍ମ ବକ୍ସ ଅଫିସ୍‌ରେ ଜବରଦସ୍ତ ଆୟ କରୁଛି। ହେଲେ ଆୟୁଷ୍ମାନଙ୍କ ଜୀବନରେ ଏଭଳି ଦିନ ବି ଥିଲା ଯେବେ ତାଙ୍କୁ ଅଡିଶନ୍‌ ରୁମ୍‌ରୁ ବାହାର କରିଦିଆ […]

ayushman

ayushman

Chinmayee Roy
  • Published: Sunday, 15 September 2019
  • Updated: 15 September 2019, 03:50 PM IST

Sports

Latest News

ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍ମାନ୍‌ ଖୁରାନାଙ୍କୁ ଆଜି ୩୫ ବର୍ଷ ପୂରିଯାଇଛି। ୧୯୮୪ ମସିହା ଆଜିର ଦିନରେ ଚଣ୍ଡିଗଡ଼ରେ ତାଙ୍କର ଜନ୍ମ ହୋଇଥିଲା। ଜାତୀୟ ପୁରସ୍କାର ବିଜେତା ଆୟୁଷ୍ମାନ ବଲିଉଡ୍‌ର ସଫଳ ଅଭିନେତାଙ୍କ ମଧ୍ୟରୁ ଜଣେ। ପ୍ରତି ବର୍ଷ ତାଙ୍କର ୨/୩ଟି ଫିଲ୍ମ ରିଲିଜ୍‌ ହେଉଛି, ଆଉ ପ୍ରାୟ ସବୁ ଫିଲ୍ମ ବକ୍ସ ଅଫିସ୍‌ରେ ଜବରଦସ୍ତ ଆୟ କରୁଛି। ହେଲେ ଆୟୁଷ୍ମାନଙ୍କ ଜୀବନରେ ଏଭଳି ଦିନ ବି ଥିଲା ଯେବେ ତାଙ୍କୁ ଅଡିଶନ୍‌ ରୁମ୍‌ରୁ ବାହାର କରିଦିଆ ଯାଉଥିଲା। ଆଉ କୁହାଯାଉଥିଲା ଯେ ସେ ଲିଡ୍‌ ରୋଲ୍‌ ପାଇଁ ଫିଟ୍ ନୁହଁନ୍ତି। ଜନ୍ମଦିନରେ ଚାଲନ୍ତୁ ଆୟୁଷ୍ମାନଙ୍କ ବିଷୟରେ କିଛି ଅଜଣା କଥା ଜାଣିବା।

https://www.instagram.com/p/B1lHgWkAwV1/?utm_source=ig_web_copy_link

ଯଦି ଆପଣ କେଉଁ ଫିଲ୍ମି ପରିବାରରୁ ନୁହଁ ତେବେ ବଲିଉଡ୍‌ରେ ଏଣ୍ଟ୍ରି କରିବା କେତେ କଷ୍ଟ ତାହା ତ ଆପଣମାନେ ସମସ୍ତେ ଜାଣିଥିବେ। ଆୟୁଷ୍ମାନଙ୍କୁ ମଧ୍ୟ ଫିଲ୍ମରେ ଏଣ୍ଟ୍ରି କରିବାକୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ଆୟୁଷ୍ମାନ କହିଛନ୍ତି ଯେ ସେ ଫିଲ୍ମରେ କାମ କରିବା ପାଇଁ ବହୁତ ଅଡିଶନ୍‌ ଦେଇଛନ୍ତି। ୨୦୦୬ରେ ଯେବେ ସେ  ପ୍ରଥମଥର ଅଡିଶନ୍ ଦେବାକୁ ଆସିଥିଲେ ସେତେବେଳେ ଗୋଟିଏ ରୁମ୍‌ରେ ଜଣ ଜଣ କରି ଅଡିଶନ୍‌ ନିଆଯାଉଥିଲା। ହେଲେ ୨୦୦୭ରେ ସେ ଯେତେବେଳେ ପୁଣିଥରେ ଅଡିଶନ୍ ଦେବାକୁ ଆସିଥିଲେ, ସେ ଦେଖିଲେ ଯେ ଏକାସାଙ୍ଗରେ ଅନେକ ପିଲାଙ୍କର ଅଡିଶନ୍‌ ନିଆଯାଉଥିଲା। ସମସ୍ତଙ୍କୁ ପରସ୍ପର ସାମ୍ନାରେ ଅଡିସନ୍‌ ଦେବାକୁ ପଡ଼ୁଥିଲା। ତେଣୁ ସେ ଏସବୁ ଦେଖି ଚିନ୍ତାରେ ପଡ଼ିଯାଇଥିଲେ ଯେ ମାତ୍ର ବର୍ଷେ ଭିତରେ ଏତେ ସବୁ କିପରି ବଦଳିଗଲା।

https://www.instagram.com/p/B0I03kpgfK2/?utm_source=ig_web_copy_link

ଏହାପରେ ସେ କାଷ୍ଟିଂ ଡାଇରେକ୍ଟରଙ୍କୁ କହିଥିଲେ ଯେ ସେ ସମସ୍ତଙ୍କ ସାମ୍ନାରେ ଅଡିସନ୍ ଦେବେନାହିଁ। ଏକଥା ଶୁଣି ସେ ରାଗିଯାଇଥିଲେ ଓ ଆୟୁଷ୍ମାନଙ୍କୁ କହିଥିଲେ ‘ତୁମେ ନିଜକୁ ଷ୍ଟାର ଭାବିବାକୁ ଲାଗିଲଣି’। ଏହାପରେ ଆୟୁଷ୍ମାନ ତାଙ୍କୁ କହିଥିଲେ, ‘ମୁଁ ବହୁତ ପରିଶ୍ରମ କରି ନିଜ ଅଭିନୟରେ ପରିବର୍ତ୍ତନ ଆଣିଛି, ତେଣୁ ମୁଁ ଚାହେଁନା ଯେ କେହି ମୋର ନକଲ କରନ୍ତୁ। ତେଣୁ ସମସ୍ତଙ୍କ ସାମ୍ନାରେ ଅଡିଶନ୍‌ ଦେବାକୁ ଚାହୁଁ ନାହିଁ। ଆପଣ ମୋ’ର ସବା ଶେଷରେ ଅଡିଶନ୍‌ ନେଇଯାଆନ୍ତୁ।’

https://www.instagram.com/p/BsfBkKCg9Km/?utm_source=ig_web_copy_link

ବାସ୍‌ ଏତିକି ଶୁଣି ଡାଇରେକ୍ଟର ବହୁତ ରାଗିଯାଇଥିଲେ ଓ ଆୟୁଷ୍ମାନଙ୍କୁ ଆଡିଶନ୍‌ ରୁମ୍‌ରୁ ବାହାର କରିଦେଇଥିଲେ। ସେ କହିଥିଲେ, ‘ଏଠି ସେମିତି ଚାଲେ ନାହିଁ। ତୁମେ ନିଜ ଇଚ୍ଛାରେ ଅଡିଶନ୍‌ର ନମ୍ବର ସ୍ଥିର କର। ଯଦି ଏବେ ନମ୍ବର ଆସିଲା ତ ଏବେ ହିଁ ଦେବାକୁ ପଡ଼ିବ।’ ଏହିଭଳି ଭାବେ ଆୟୁଷ୍ମାନଙ୍କୁ ଅପମାନିତ ହୋଇ ଅଡିଶନ୍‌ ରୁମ୍‌ରୁ ବାହାରିବାକୁ ପଡ଼ିଥିଲା। ଆୟୁଷ୍ମାନ କୁହନ୍ତି ଯେ ଅନେକ ଲୋକ ଏହି ଘଣାକୁ ତାଙ୍କର ଅହଂକାର ବୋଲି ଭାବନ୍ତି, ହେଲେ ସେ ଆଦୌ ଆହଂକାରୀ ନୁହଁନ୍ତି। ସେ ସମୟର ପରିସ୍ଥିତିରେ ଏଭଳି କରିବା ଆବଶ୍ୟକ ଥିଲା।

https://www.instagram.com/p/BtkxqGbgM0x/?utm_source=ig_web_copy_link

ଆଜି ସେହି ଆୟୁଷ୍ମାନ୍‌ ବି-ଟାଉନ୍‌ରେ ରାଜ୍‌ କରୁଛନ୍ତି। ଫିଲ୍ମ ‘ଭିକ୍କି ଡୋନର୍’ରୁ ଡେବ୍ୟୁ କରିଥିବା ଆୟୁଷ୍ମାନ ଏବେ ଜଣେ ଜାତୀୟ ପୁରସ୍କାର ବିଜେତା ଆଭିନେତା। ଏହି ପୁରସ୍କାର ତାଙ୍କୁ ଫିଲ୍ମ ‘ଅନ୍ଧାଧୁନ’ ପାଇଁ ମିଳିଥିଲା। ଏହି ଫିଲ୍ମ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଭଲ ଆୟ କରିଥିଲା।  କେବଳ ଅଭିନୟ ନୁହଁ ଆୟୁଷ୍ମାନ ଜଣେ ସଫଳ ପ୍ଲେବ୍ୟାକ୍ ସିଙ୍ଗର ଭାବେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି।

https://www.instagram.com/p/Btjb7iLBfUB/?utm_source=ig_web_copy_link

ଗତ ଶୁକ୍ରବାର ଆୟୁଷ୍ମାନଙ୍କର ଫିଲ୍ମ ‘ଡ୍ରିମ୍‌ ଗର୍ଲ’ ରିଲିଜ୍‌ ହୋଇଛି। ଫିଲ୍ମଟି ମାତ୍ର ଦୁଇଦିନରେ  ୨୬ କୋଟିରୁ ଆଧିକ ଆୟ କରିସାରିଲାଣି। ଏହି ଫିଲ୍ମରେ ଆୟୁଷ୍ମାନଙ୍କ ସହ ମୁଖ୍ୟ ଭୂମିକାରେ  ନୁସରତ୍ ଭରୁଚା ଅଭିନୟ କରିଛନ୍ତି। ଫିଲ୍ମରେ ଆୟୁଷ୍ମାନ ଉଭୟ ପୁରୁଷ ଏବଂ ମହିଳା ଭୂମିକାରେ ନଜର ଆସିବେ। ଫିଲ୍ମରେ ଭରପୂର କମେଡି ସିନ୍‌ ରହିଛି। ଫିଲ୍ମଟିକୁ ଦର୍ଶକଙ୍କର ଜବରଦସ୍ତ ରେସପନ୍ସ ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story