ବାହା ହେବେ ଭାରତୀ; ଫଟୋ ସେୟାର କରି ଜଣାଇଲେ ତାରିଖ

ଭାରତର ଲୋକପ୍ରିୟ ହାସ୍ୟ କଳାକାର ଭାରତୀ ସିଂ ବିବାହ କରିବାକୁ ଯାଉଛନ୍ତି। ଦୀର୍ଘଦିନର ବୟଫ୍ରେଣ୍ଡ ହର୍ଷ ଲିମ୍ବଚିୟାଙ୍କୁ ସେ ବିବାହ କରିବେ। ସେ ନିଜେ ବାହାଘର ତାରିଖ ଘୋଷଣା କରିଛନ୍ତି। ଭାରତୀ ତାଙ୍କ ପ୍ରି ୱେଡିଂ ଫଟୋସୁଟ୍‌ର କିଛି ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଚ କରି ଲେଖିଛନ୍ତି,“ମୁଁ ଡିସେମ୍ବର ୩ରେ ବିବାହ କରିବାକୁ ଯାଉଛି।” ଭାରତୀ ଇନ୍‌ଷ୍ଟାଗ୍ରାମରେ ହର୍ଷଙ୍କ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି,“ସେ ମୋର ହୃଦୟ ଚୋରେଇଛନ୍ତି, ମୁଁ ଡିସେମ୍ବର ୩ ତାରିଖ […]

Bharati

Bharati

Rakesh Mallick
  • Published: Sunday, 29 October 2017
  • Updated: 29 October 2017, 10:27 AM IST

ଭାରତର ଲୋକପ୍ରିୟ ହାସ୍ୟ କଳାକାର ଭାରତୀ ସିଂ ବିବାହ କରିବାକୁ ଯାଉଛନ୍ତି। ଦୀର୍ଘଦିନର ବୟଫ୍ରେଣ୍ଡ ହର୍ଷ ଲିମ୍ବଚିୟାଙ୍କୁ ସେ ବିବାହ କରିବେ। ସେ ନିଜେ ବାହାଘର ତାରିଖ ଘୋଷଣା କରିଛନ୍ତି। ଭାରତୀ ତାଙ୍କ ପ୍ରି ୱେଡିଂ ଫଟୋସୁଟ୍‌ର କିଛି ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଚ କରି ଲେଖିଛନ୍ତି,“ମୁଁ ଡିସେମ୍ବର ୩ରେ ବିବାହ କରିବାକୁ ଯାଉଛି।”

11ଭାରତୀ ଇନ୍‌ଷ୍ଟାଗ୍ରାମରେ ହର୍ଷଙ୍କ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି,“ସେ ମୋର ହୃଦୟ ଚୋରେଇଛନ୍ତି, ମୁଁ ଡିସେମ୍ବର ୩ ତାରିଖ ଦିନ ତାଙ୍କ ସରନେମ୍ ଚୋରେଇବି।”

ହର୍ଷ ମଧ୍ୟ ଏକ ରୋମାଣ୍ଟିକ ଫଟୋ ସେୟାର କରି ବାହାଘରର ତାରିଖ ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ ଏମାନଙ୍କର ବାହାଘର ଗୋଆରେ ହେବ ଓ ଏମାନେ ହନିମୁନ୍ ପାଇଁ ଇଉରୋପ୍ ଯିବେ।

ହର୍ଷ ଲିମ୍ବଚିୟା ପେଶାରେ ଜଣେ ସ୍କ୍ରିପ୍ଟ୍ ରାଇଟର। ସେ କମେଡି ନାଇଟ୍‌ସ୍ ବଚାଓର ସ୍କ୍ରିପ୍ଟ ମଧ୍ୟ ଲେଖନ୍ତି। ଭରତୀ ଓ ହର୍ଷ ପରସ୍ପରକୁ ୮ ବର୍ଷ ହେଲା ଜାଣିଛନ୍ତି। ଚଳିତ ବର୍ଷ ଜୁନ୍‌ମାସରେ ଦୁଇ ଜଣଙ୍କର ନିର୍ବନ୍ଧ ହୋଇଥିଲା। ବୟସରେ ଭାରତୀ ହର୍ଷଙ୍କଠାରୁ ୭ ବର୍ଷ ବଡ଼। ବୟସର ବ୍ୟବଧାନ ଯୋଗୁଁ ଏମାନଙ୍କ ବିଷୟରେ ବେଶ୍‌ ଚର୍ଚ୍ଚା ହୁଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story