ସାତଜନ୍ମକୁ ହର୍ଷଙ୍କ ହାତ ଧରିଲେ କମେଡିଆନ ଭାରତୀ

ମୁମ୍ବାଇ: ଅନେକ ଦିନ ହେବ କମେଡିଆନ୍‌ ଭାରତୀ ସିଂ ବିବାହକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଥିଲା।  କେତେବେଳେ ତାଙ୍କ ସପିଂକୁ ନେଇ ତ କେତେବେଳେ ପ୍ରେମ ସମ୍ପର୍କକୁ ନେଇ। ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଭାରତୀ। ନିଜ ବୟଫ୍ରେଣ୍ଡ ତଥା କ୍ରିଏଟିଭ୍‌ ରାଇଟର ହର୍ଷ ଲିମ୍ବଚିୟାଙ୍କୁ ସେ ବିବାହ କରିଛନ୍ତି। ୨୭ ନଭେମ୍ୱରରେ ବେଙ୍ଗେଲ୍ ସେରିମନିରୁ ଆରମ୍ଭ ହୋଇଥିବା ତାଙ୍କର ଏହି ବିବାହ ମହୋତ୍ସବ ୬ ଦିନ ଚାଲଥିଲା। […]

varti

varti

Rakesh Mallick
  • Published: Monday, 04 December 2017
  • Updated: 04 December 2017, 11:07 AM IST

Sports

Latest News

ମୁମ୍ବାଇ: ଅନେକ ଦିନ ହେବ କମେଡିଆନ୍‌ ଭାରତୀ ସିଂ ବିବାହକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଥିଲା।  କେତେବେଳେ ତାଙ୍କ ସପିଂକୁ ନେଇ ତ କେତେବେଳେ ପ୍ରେମ ସମ୍ପର୍କକୁ ନେଇ। ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଭାରତୀ। ନିଜ ବୟଫ୍ରେଣ୍ଡ ତଥା କ୍ରିଏଟିଭ୍‌ ରାଇଟର ହର୍ଷ ଲିମ୍ବଚିୟାଙ୍କୁ ସେ ବିବାହ କରିଛନ୍ତି।

୨୭ ନଭେମ୍ୱରରେ ବେଙ୍ଗେଲ୍ ସେରିମନିରୁ ଆରମ୍ଭ ହୋଇଥିବା ତାଙ୍କର ଏହି ବିବାହ ମହୋତ୍ସବ ୬ ଦିନ ଚାଲଥିଲା। ଦୁହେଁ ରବିବାର  ରାତିରେ ଗୋଆରେ ମର୍କୁଇସ୍‌  ବିଚ୍‌ ରିଜୋର୍ଟରେ ହିନ୍ଦୁ ପରମ୍ପରାରେ ବିବାହ କରିଛନ୍ତି।

ଏହି ଉତ୍ସବରେ ସେମାନଙ୍କ ବନ୍ଧୁ ବାନ୍ଧବଙ୍କ ସହ ଅନେକ କକଳାକାରମାନଙ୍କୁ  ଦେଖିବାକୁ ମିଳିଥିଲା। ହର୍ଷ ବରଯାତ୍ରୀ ନେଇ ଗଲାବେଳେ ଅନେକ କଳାକାର ଖୁସିରେ ନାଚୁଥିବାର ନଜର ଆସିଥିଲେ।

ବିବାହ ସମୟରେ ଭାରତୀ ଏକ ଗୋଲାପି ରଙ୍ଗର ଲେହେଙ୍ଗା ଓ ହର୍ଷ ଏକ ବ୍ଲୁ ରଙ୍ଗର ସେରୱାନୀ ପିନ୍ଧିଥିଲେ। ଏହା ପୂର୍ବରୁ ଭାରତୀ ନିଜ ବିବାହ ସହ ଜଡିତ ସମସ୍ତ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ସେଥିରେ ସେ ଖୁବ୍‌ ମସ୍ତି ଓ ଏଞ୍ଜୟ କରୁଥିବା ଦେଖିବାକୁ ମିଳିଛି। ମେହେନ୍ଦି ସେରେମନି ପରେ ରବିବାର ସକାଳେ ହଳଦୀ ପରମ୍ପରା ଅନୁଷ୍ଠିତ ହୋଇଥିଲା। ସେହି ସମୟରେ ସେ ଇମୋସ୍‌ନାଲ ହୋଇପଡିଥିଲେ ଓ ହର୍ଷ ତାଙ୍କୁ ସମ୍ଭାଳିଥିବା ନଜର ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story