ବିବାହ କଲେ ମଡେଲ ଲିଜା ହେଡନ୍

ମୁମ୍ବାଇ: ଅଭିନେତ୍ରୀ ଏବଂ ମଡେଲ ଲିଜା ହେଡନ ୨୯ ଅକ୍ଟୋବରରେ ବୟଫେଣ୍ଡ ଡିନୋ ଲାଲାୱାନୀ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଫୁକେତର ଅମନପୁରୀ ବିଚ୍‌ ରିଜାର୍ଟରେ ଏହି ବାହାଘର ଅନୁଷ୍ଠିତ ହୋଇଥିଲା। ଇନଷ୍ଟାଗ୍ରାମରେ ବିବାହର କିଛି ଫଟୋ ଲିଜା ସେୟାର କରିଛନ୍ତି। ପ୍ରାୟ ଏକ ବର୍ଷ ହେବ ଲିଜା ଏହି ୟୁକେ ବ୍ୟବସାୟୀଙ୍କ ସାଙ୍ଗରେ ଡେଟିଂ କରୁଥିଲେ।  ଡିନୋଙ୍କ ସହ ଗ୍ରୀସ୍‌ରେ ଛୁଟି କାଟିବା ବେଳର ଏକ ଫଟୋ ଲିଜା ଇନ୍‌ଷ୍ଟାଗ୍ରାମରେ ସେୟାର କରିବା ସହ […]

lisa

lisa

Rakesh Mallick
  • Published: Sunday, 30 October 2016
  • Updated: 30 October 2016, 04:22 PM IST

Sports

Latest News

ମୁମ୍ବାଇ: ଅଭିନେତ୍ରୀ ଏବଂ ମଡେଲ ଲିଜା ହେଡନ ୨୯ ଅକ୍ଟୋବରରେ ବୟଫେଣ୍ଡ ଡିନୋ ଲାଲାୱାନୀ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଫୁକେତର ଅମନପୁରୀ ବିଚ୍‌ ରିଜାର୍ଟରେ ଏହି ବାହାଘର ଅନୁଷ୍ଠିତ ହୋଇଥିଲା। ଇନଷ୍ଟାଗ୍ରାମରେ ବିବାହର କିଛି ଫଟୋ ଲିଜା ସେୟାର କରିଛନ୍ତି।

ପ୍ରାୟ ଏକ ବର୍ଷ ହେବ ଲିଜା ଏହି ୟୁକେ ବ୍ୟବସାୟୀଙ୍କ ସାଙ୍ଗରେ ଡେଟିଂ କରୁଥିଲେ।  ଡିନୋଙ୍କ ସହ ଗ୍ରୀସ୍‌ରେ ଛୁଟି କାଟିବା ବେଳର ଏକ ଫଟୋ ଲିଜା ଇନ୍‌ଷ୍ଟାଗ୍ରାମରେ ସେୟାର କରିବା ସହ ଉଭୟ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ଉଲ୍ଲେଖ କରିଥିଲେ।

ସେହିପରି ଏୟାରପୋର୍ଟରେ ଡିନୋଙ୍କ ସହ କିସ୍‌ କରୁଥିବା ଏକ ଫଟୋ ମଧ୍ୟ ସେ ଇନଷ୍ଟାଗ୍ରାମରେ ସେୟାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story