ସୁଟିଂସେଟରେ ଅନ୍ଧାର କରିଦେଲା ‘ପଦ୍ମାବତୀ’

ମୁମ୍ବାଇ:ହିନ୍ଦୀ ଫିଲ୍ମ ପଦ୍ମାବତୀକୁ ନେଇ ଥମୁନି ଚର୍ଚ୍ଚା।  ଗୋଟିଏ ପଟେ ପଦ୍ମବାତୀକୁ ନେଇ ବିରୋଧ ହେଉଥିବା ବେଳେ ଫିଲ୍ମ ସମର୍ଥନରେ ବାହାରିଛନ୍ତି ଫିଲ୍ମ ଏବଂ ଟେଲିଭିଜନ୍ ନିର୍ଦ୍ଦେଶକ ସଂଘା ଭାରତୀୟ ଫିଲ୍ମ ଏବଂ ଟିଭି ନିର୍ଦ୍ଦେଶକ ଆସୋସିଏସନ୍‌ ସମେତ ୧୯ଟି ସଂଘ ମୁମ୍ବାଇ ଫିଲ୍ମ ସିଟିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତିା ୧୫ ମିନିଟ ପାଇଁ ବ୍ଲାକ୍ ଆଉଟ୍ ପାଳିଛନ୍ତି।  ଅର୍ଥାତ ୧୫ ମିନିଟ୍ ପାଇଁ କାମ ବନ୍ଦ କରିଛି ସଂଘ। ଅର୍ଥାତ ଏହି ସମୟ ମଧ୍ୟରେ ମୁମ୍ବାଇର […]

padmabati

padmabati

Rakesh Mallick
  • Published: Sunday, 26 November 2017
  • Updated: 26 November 2017, 07:53 PM IST

Sports

Latest News

ମୁମ୍ବାଇ:ହିନ୍ଦୀ ଫିଲ୍ମ ପଦ୍ମାବତୀକୁ ନେଇ ଥମୁନି ଚର୍ଚ୍ଚା।  ଗୋଟିଏ ପଟେ ପଦ୍ମବାତୀକୁ ନେଇ ବିରୋଧ ହେଉଥିବା ବେଳେ ଫିଲ୍ମ ସମର୍ଥନରେ ବାହାରିଛନ୍ତି ଫିଲ୍ମ ଏବଂ ଟେଲିଭିଜନ୍ ନିର୍ଦ୍ଦେଶକ ସଂଘା ଭାରତୀୟ ଫିଲ୍ମ ଏବଂ ଟିଭି ନିର୍ଦ୍ଦେଶକ ଆସୋସିଏସନ୍‌ ସମେତ ୧୯ଟି ସଂଘ ମୁମ୍ବାଇ ଫିଲ୍ମ ସିଟିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତିା ୧୫ ମିନିଟ ପାଇଁ ବ୍ଲାକ୍ ଆଉଟ୍ ପାଳିଛନ୍ତି।  ଅର୍ଥାତ ୧୫ ମିନିଟ୍ ପାଇଁ କାମ ବନ୍ଦ କରିଛି ସଂଘ। ଅର୍ଥାତ ଏହି ସମୟ ମଧ୍ୟରେ ମୁମ୍ବାଇର ସମସ୍ତ ସୁଟିଂ ୟୁନିଟ୍‌ରେ ଆଲୁଅ ଲିଭାଇ ଅନ୍ଧାର କରାଯାଇଥିଲା । ଆଉ କୌଣସି ପ୍ରକାର ସୁଟିଂ କରାଯାଇ ନ ଥିଲା।

ନିର୍ଦ୍ଦେଶକଙ୍କ ସୃଜନଶୀଳତା ଅଧିକାର କ୍ଷୂର୍ଣ୍ଣ ହେଉଥିବା ସଂଘ ଅଭିଯୋଗ କରିଛି। ଏହି ପରିପ୍ରକ୍ଷୀରେ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଅଶୋକ ପଣ୍ଡିତ କହିଛନ୍ତି ଯେ, ସଞ୍ଜୟଲୀଲା ଭଂଶାଲୀ ଜଣେ ଦାୟିତ୍ୱବାନ ଚଳଚ୍ଚିତ୍ର ନିର୍ମାତା। ଇତିହାସକୁ ନେଇ ସିନେମା କରିବା ଅତ୍ୟନ୍ତ କାଠିକର ପାଠ। ତେଣୁ ଭଂଶାଲୀ ସେମିତି କିଛି ଭୁଲ କରି ନଥିବେ ବୋଲି ସେ କହିଛନ୍ତି। ସିନେମାନଙ୍କୁ ବିରୋଧ କରାଯିବାର ତରିକା ଏବଂ ରିଲିଜ ନ କରିବାକୁ  ଯେଉଁଭଳି ଭାବେ ଧମକ ଦିଆଯାଉଛି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story