ଅସୁନ୍ଦର ବୋଲି ରିଜେକ୍ଟ ହୋଇଥିଲେ ଏମାନେ, କିନ୍ତୁ ଆଜି ୧ ନଂ

ବଲିଉଡରେ ପାଦ ଥାପିବାକୁ ହେଲେ ସୌନ୍ଦର୍ଯ୍ୟ ଆଉ ଅଭିନୟ ଦକ୍ଷତା ରହିଥିବା ଆବଶ୍ୟକ। ଏ କଥାଟି କେବେ କୋଉଠି କୁହାଯାଇଛି କି ନାହିଁ ସେ କଥା କେହି କହିପାରିବେନି। ହେଲେ କଥାଟା ମିଛ ନୁହେଁ। ପରଦା ପାଇଁ ଉଭୟର ଆବଶ୍ୟକତା ରହିଛି। ତେଣୁ ଯଦି ଅଭିନୟର ଦକ୍ଷତା ଅଛି ହେଲେ ଚେହେରା ଖଣ୍ଡକ ନାହିଁ କି ଚେହେରା ଥାଇ ବି ପର୍ଫେକ୍ଟ ନୁହେଁ ତା ହେଲେ ସବୁ ସଂଘର୍ଷ ବିଫଳ। କିନ୍ତୁ ସେମାନଙ୍କ ପାଇଁ, କାଇଁ ସେମିତି […]

Girl in the morning

Girl in the morning

Rakesh Mallick
  • Published: Saturday, 16 December 2017
  • Updated: 16 December 2017, 06:26 PM IST

ବଲିଉଡରେ ପାଦ ଥାପିବାକୁ ହେଲେ ସୌନ୍ଦର୍ଯ୍ୟ ଆଉ ଅଭିନୟ ଦକ୍ଷତା ରହିଥିବା ଆବଶ୍ୟକ। ଏ କଥାଟି କେବେ କୋଉଠି କୁହାଯାଇଛି କି ନାହିଁ ସେ କଥା କେହି କହିପାରିବେନି। ହେଲେ କଥାଟା ମିଛ ନୁହେଁ। ପରଦା ପାଇଁ ଉଭୟର ଆବଶ୍ୟକତା ରହିଛି। ତେଣୁ ଯଦି ଅଭିନୟର ଦକ୍ଷତା ଅଛି ହେଲେ ଚେହେରା ଖଣ୍ଡକ ନାହିଁ କି ଚେହେରା ଥାଇ ବି ପର୍ଫେକ୍ଟ ନୁହେଁ ତା ହେଲେ ସବୁ ସଂଘର୍ଷ ବିଫଳ।

କିନ୍ତୁ ସେମାନଙ୍କ ପାଇଁ, କାଇଁ ସେମିତି କିଛି ତ ହେଲାନି। ଚେହେରା ନ ଥିଲା ବୋଲି ରିଜେକ୍ଟ ହେଇଥିଲେ ସତ କିନ୍ତୁ ଆଜି ଯେଉଁ ସ୍ଥାନରେ ଆଉକେହି ସେଠିକି ଯିବା କାଠିକର ପାଠ। ଆମେ ସେଇ ସେଲିବ୍ରେଟିଙ୍କ କଥା କହୁଛୁ, ଯେଉଁମାନେ ଆଜି ବଲିଉଡର ଆଗଧାଡିଆ ବୋଲାଉଛନ୍ତି। ହେଲେ ଜାଣନ୍ତି କି, ଦିନେ ଏମାନେ ବଲିଉଡରେ ଅଭିନୟ କରିବାକୁ ରିଜେକ୍ଟ ହୋଇଯାଇଥିଲେ। କାରଣ ଥିଲା ସେମାନଙ୍କ ଚେହେରା। ତା ହେଲେ ଆସନ୍ତୁ ଜାଣିବା ସେମିତି କିଛି ସେଲିବ୍ରେଟିଙ୍କ ସମ୍ପର୍କରେ।

ଅମିତାଭ ବଚ୍ଚନ

ବିଗ୍ ବି ଅମିତାଭ ବଚ୍ଚନଙ୍କ ହାଇଟ୍‌ର ପ୍ରଶଂସା ସମସ୍ତେ କରନ୍ତି। କିନ୍ତୁ ଦିନେ ଏହି ହାଇଟ୍ ହିଁ ଥିଲା ତାଙ୍କ ଚିନ୍ତାର କାରଣ। ବଲିଉଡରେ ନିଜ କ୍ୟାରିଅର ଆରମ୍ଭ କରିବା ସମୟରେ ଅନେକ ଫିଲ୍ମ ନିର୍ମାତା ତାଙ୍କୁ ହାଇଟ୍ ପାଇଁ ଲିଡ୍ ରୋଲରେ ନେବାକୁ ମନା କରୁଥିଲେ।

କ୍ୟଟ୍ରିନା କୌଫ୍

ବଲିଉଡ ସୁନ୍ଦରୀମାନଙ୍କ ମଧ୍ୟରେ କ୍ୟାଟ୍ରିନା କୌଫ୍ ଅନ୍ୟତମ। କିନ୍ତୁ ନିଜ କ୍ୟାରିଅର ଆରମ୍ଭରୁ ସେ ଅନେକ ଫିଲ୍ମ ପାଇଁ ରିଜେକ୍ଟ ହୋଇଛନ୍ତି। ନିର୍ଦ୍ଦେଶକ କହୁଥିଲେ ତାଙ୍କର ଇଣ୍ଡିଆନ୍ ଲୁକ କମ୍ ଓ ଫରେନ୍ ଲୁକ ବେଶି। ଟିକେ ବେଶି ଗୋରୀ ବୋଲି ତାଙ୍କୁ ଏମିତି ସ୍ଥିତିର ସାମ୍ନା କରିବାକୁ ପଡିଥିଲା।

ଶାହାରୁଖ ଖାନ

ବଲିଉଡର ବାଦ୍‌ଶାହା ଶାହାରୁଖ ପ୍ରଥମେ ଛୋଟ ପରଦାରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ତାଙ୍କର 'ଚକୋଲେଟ୍‌ ବୟ' ଲୁକ୍‌ ନାହିଁ ବୋଲି କହି ଅନେକ ଫିଲ୍ମ ନିର୍ମାତା ତାଙ୍କୁ ଲିଡ୍‌ ରୋଲ ଦେବାକୁ କୁଣ୍ଠାବୋଧ କରୁଥିଲେ।

ଅଜୟ ଦେବଗନ୍‌

ଅଜୟ ନିଜ ଶ୍ୟାମଳ ବର୍ଣ୍ଣ ପାଇଁ ଅନେକ ଫିଲ୍ମରୁ ରିଜେକ୍ଟ ହୋଇଛନ୍ତି। ହେଲେ ପରିଶ୍ରମ ବଳରେ ଆଜି ସଫଳ ହୋଇପାରିଛନ୍ତି।

ଇରଫାନ୍‌ ଖାନ୍

ନିଜର ହିଟ୍‌ ଫିଲ୍ମ ଏବଂ ଦକ୍ଷ ଅଭିନୟ ପାଇଁ ପରିଚିତ ଇରଫାନ୍‌ ଖାନ୍। ଦିନେ ତାଙ୍କର କାମ କୌଣସି ପଇସା ପାଇବା ଯୋଗ୍ୟ ନୁହେଁ ବୋଲି କିଛି ଫିଲ୍ମ ନିର୍ମାତା ତାଙ୍କୁ କହୁଥିଲେ। କାରଣ ତାଙ୍କର ଆକର୍ଷଣାୟ ଚେହେରା ନ ଥିଲା।

ନୱାଜୁଦ୍ଧିନ୍ ସିଦ୍ଧିକି

ଅନେକ ବର୍ଷ କଠିନ ପରିଶ୍ରମ କରିବା ପରେ ଏହି କଳାକାର ଜଣକ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଲେ। ଭଲ ଚେହେରା ନ ଥିବାରୁ ପ୍ରଥମେ ପ୍ରଥମେ ଅନେକ ଫିଲ୍ମ ନିର୍ଦ୍ଦେଶକ ତାଙ୍କୁ ରିଜେକ୍ଟ କରିଥିଲେ । ଏବେ କିନ୍ତୁ ସେ ବଡ ଫିଲ୍ମ କରୁଛନ୍ତି ଓ ନିଜର ଅଭିନୟ ପାଇଁ ଜାତୀୟ ପୁରଷ୍କାର ମଧ୍ୟ ପାଇଛନ୍ତି।

ରଣବୀର ସିଂ

ବଲିଉଡର ହ୍ୟାଣ୍ଡସମ୍ ହଙ୍କ ରଣବିର୍ ନିଜ କ୍ୟାରିଅର ଆରମ୍ଭରୁ ଅନେକ ଫିଲ୍ମ ପାଇଁ ରିଜେକ୍ଟ ହୋଇଛନ୍ତି। ନିର୍ଦ୍ଦେଶକଙ୍କ କହିବା କଥା ତାଙ୍କର ଟିକେ ନର୍ଥ ଇଣ୍ଡିଆନ୍ ଲୁକ ରହିଛି, ଯାହା ବଲିଉଡ୍‌ ଲାଗି ପ୍ରଯୁର୍ଯ୍ୟ ନ ଥିଲା।କକ

ଅନୁଷ୍କା ଶର୍ମା

ବଲିଉଡର ଷ୍ଟାଇଲିସ୍ ଗାର୍ଲ ଅନୁଷ୍କା ନିଜ ସାଧାରଣ ଗେଟ୍‌ଅପ୍‌ ଓ ଚେହେରା ପାଇଁ ପ୍ରଥମେ ପ୍ରଥମେ ଅନେକ ଫିଲ୍ମରୁ ରିଜେକ୍ଟ ହୋଇଛନ୍ତି।

ଅର୍ଜୁନ୍ କପୁର

ପୂର୍ବରୁ ଅର୍ଜୁନ୍‌ ବହୁତ ମୋଟା ଥିଲେ। ଏହି ମୋଟାପା ପାଇଁ ଅର୍ଜୁନ୍‌ ଅନେକ ଫିଲ୍ମରୁ ରିଜେକ୍ଟ ହୋଇଛନ୍ତି।

 ଧନୁସ୍

ନିଜର ଖରାପ ଲୁକ୍ ପାଇଁ ଧନୁସ୍‌ଙ୍କୁ ଅନେକ ଡିରେକ୍ଟର ରିଜେକ୍ଟ କରିଛନ୍ତି। ଏବେ କିନ୍ତୁ ଧନୁସ୍ ଏହାଧାରାରେ ଜଣେ ଦକ୍ଷ ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ, ସ୍କ୍ରିନ୍ ରାଇଟର, ଲିରିସିଷ୍ଟ ଏବଂ ପ୍ଳେ-ବ୍ୟାକ୍ ସିଙ୍ଗର।

କୋଙ୍କଣ ସେନ୍ ଶର୍ମା

ନିଜର ଡସ୍କି ଲୁକ୍ ପାଇଁ କୋଙ୍କଣ ଅନେକ ଫିଲ୍ମରୁ ରିଜେକ୍ଟ ହୋଇଛନ୍ତି।

ଗୋବିନ୍ଦା

ନିଜର ଲୁକ ପାଇଁ ଗୋବିନ୍ଦା ମଧ୍ୟ ଅନେକ ଫିଲ୍ମରୁ ରିଜେକ୍ଟ ହୋଇଛନ୍ତି। କିନ୍ତୁ ଶେଷରେ ଜଣେ ହସକୁରା, ମଜାଦାର ଅଭିନେତା ଭାବେ ବଲିଉଡରେ ନିଜ ପାଦ ଥାପି ପାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story