ବଲିଉଡ ଡ୍ୟାନ୍ସ ପାଇଁ ମୁଁ ହିନ୍ଦୀ ସିନେମା ଦେଖେ: ଜ୍ୟାକି ଚାନ୍‌

ମୁମ୍ବାଇ: ଭାରତକୁ ନିଜର ଫିଲ୍ମ ‘କୁଙ୍ଗ୍‌ ଫୁ ୟୋଗା’ର ପ୍ରଚାର କରିବାକୁ ଆସିଥିବା ଜ୍ୟାକି ଚାନ୍‌ ହିନ୍ଦୀ ଗୀତ ଓ ନାଚର ଖୁବ୍‌ ପ୍ରଂଶାସା କରିଛନ୍ତି। ଜ୍ୟାକି ଗଣମାଧ୍ୟମ ସହ ଆଲୋଚନା କରି କହିଛନ୍ତି, “ମୁଁ ୧୬ ବର୍ଷ ବୟସରୁ ହିନ୍ଦୀ ସିନେମା ଦେଖି ଆସୁଛି। ହିନ୍ଦୀ ଭାଷା ବୁଝି ନ ପାରିଲେ ମଧ୍ୟ ମୋତେ ବଲିଉଡ ଗୀତର ଡ୍ୟାନ୍ସ ଖୁବ୍‌ ପସନ୍ଦ। ଏଥିପାଇଁ ଖାସ୍‌ ମୁଁ ହିନ୍ଦୀ ସିନେମା ଦେଖେ।” ଜ୍ୟାକି ‘କୁଙ୍ଗ୍‌ ଫୁ ୟୋଗା’ର […]

jackie-chan

jackie-chan

Rakesh Mallick
  • Published: Wednesday, 25 January 2017
  • Updated: 25 January 2017, 05:13 PM IST

Sports

Latest News

ମୁମ୍ବାଇ: ଭାରତକୁ ନିଜର ଫିଲ୍ମ ‘କୁଙ୍ଗ୍‌ ଫୁ ୟୋଗା’ର ପ୍ରଚାର କରିବାକୁ ଆସିଥିବା ଜ୍ୟାକି ଚାନ୍‌ ହିନ୍ଦୀ ଗୀତ ଓ ନାଚର ଖୁବ୍‌ ପ୍ରଂଶାସା କରିଛନ୍ତି। ଜ୍ୟାକି ଗଣମାଧ୍ୟମ ସହ ଆଲୋଚନା କରି କହିଛନ୍ତି, “ମୁଁ ୧୬ ବର୍ଷ ବୟସରୁ ହିନ୍ଦୀ ସିନେମା ଦେଖି ଆସୁଛି। ହିନ୍ଦୀ ଭାଷା ବୁଝି ନ ପାରିଲେ ମଧ୍ୟ ମୋତେ ବଲିଉଡ ଗୀତର ଡ୍ୟାନ୍ସ ଖୁବ୍‌ ପସନ୍ଦ। ଏଥିପାଇଁ ଖାସ୍‌ ମୁଁ ହିନ୍ଦୀ ସିନେମା ଦେଖେ।”

ଜ୍ୟାକି ‘କୁଙ୍ଗ୍‌ ଫୁ ୟୋଗା’ର ଏକ ଗୀତରେ ବଲିଉଡ ଷ୍ଟାଇଲରେ ଡ୍ୟାନ୍ସ କରି ଠୁମକା ଲଗାଇଛନ୍ତି। ଏହି ଗୀତକୁ କୋରିଓଗ୍ରାଫି କରିଛନ୍ତି ଫରାହ ଖାନ୍‌। ଏହି ଫିଲ୍ମ ଚୀନ୍‌ରେ ୨୮ ଫେବୃଆରୀ ଏବଂ ଭାରତରେ ୩ ଫେବୃଆରୀରେ ରିଲିଜ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story