୪୫୦ ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି କୁମାର ସାନୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁମାର ସାନୁଙ୍କୁ କିଏ ନ ଜାଣେ? ନବେ ଦଶକରେ ବଲିଉଡ୍‌ରେ ପାଦ ଥାପିଥିବା ଏହି ଗାୟକ ଇଣ୍ଡଷ୍ଟ୍ରୀରେ ପୂରା ଛାଇ ଯାଇଥିଲେ। ଅନେକ ହିଟ୍ ଗୀତ ଗାଇଥିବା କୁମାର ସାନୁ ଲଗାତାର ୫ ଥର ‘ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ’ ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ଗୀତ ଗାଇ ଲୋକଙ୍କ ପ୍ରଶଂସା ଓ ଭଲ ପାଇବା ସହିତ ଅର୍ଥ ରୋଜଗାର କରୁଥିବା କୁମାର ସାନୁ ସମାଜ ସେବା ପାଇଁ ବି ବେଶ୍ ଜଣାଶୁଣା। […]

sanu1

sanu1

Jitendra Garnayak
  • Published: Monday, 29 July 2019
  • Updated: 29 July 2019, 12:10 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁମାର ସାନୁଙ୍କୁ କିଏ ନ ଜାଣେ? ନବେ ଦଶକରେ ବଲିଉଡ୍‌ରେ ପାଦ ଥାପିଥିବା ଏହି ଗାୟକ ଇଣ୍ଡଷ୍ଟ୍ରୀରେ ପୂରା ଛାଇ ଯାଇଥିଲେ। ଅନେକ ହିଟ୍ ଗୀତ ଗାଇଥିବା କୁମାର ସାନୁ ଲଗାତାର ୫ ଥର ‘ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ’ ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ଗୀତ ଗାଇ ଲୋକଙ୍କ ପ୍ରଶଂସା ଓ ଭଲ ପାଇବା ସହିତ ଅର୍ଥ ରୋଜଗାର କରୁଥିବା କୁମାର ସାନୁ ସମାଜ ସେବା ପାଇଁ ବି ବେଶ୍ ଜଣାଶୁଣା। ଅନେକ ସମୟରେ ସେ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହା ସହିତ ସେ ପଶ୍ଚିମବଙ୍ଗରେ ତିନୋଟି ସ୍କୁଲ୍ ପ୍ରତିଷ୍ଠା କରିଛନ୍ତି। ତାଙ୍କ ସ୍କୁଲ୍‌ର ନାଁ ‘କୁମାର ସାନୁ ବିଦ୍ୟା ନିକେତନ’। ଏହି ସ୍କୁଲ୍‌ଗୁଡ଼ିକରେ ପ୍ରାୟ ୪୫୦ ପିଲା ପଢ଼ୁଛନ୍ତି। ସେମାନଙ୍କ ପାଇଁ ମାଗଣା ଶିକ୍ଷାଦାନ ବ୍ୟବସ୍ଥା କରିଛନ୍ତି କୁମାର ସାନୁ ଓରଫ କେଦାରନାଥ ଭଟ୍ଟାଚାର୍ଯ୍ୟ।

school1ସୋନି ଟିଭିରେ ପ୍ରସାରିତ ହେଉଥିବା ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ ‘ସୁପର୍‌ଷ୍ଟାର୍ ସିଙ୍ଗର’ରେ ଅତିଥି ଭାବେ ଯୋଗ ଦେବା ଅବସରରେ ସେ କହିଥିଲେ,“ଏହି ସବୁ ସ୍କୁଲ୍‌ଗୁଡ଼ିକୁ ପରିଚାଳନା କରିବା ପାଇଁ ମୁଁ ନିଜେ ଅର୍ଥ ଖର୍ଚ୍ଚ କରେ। ଗୀତ ଗାଇ ଯାହା ଅର୍ଥ ଉପାର୍ଜନ କରେ, ସେଥିରୁ ଏକ ଅଂଶ ଏହି ସ୍କୁଲ୍‌ଗୁଡ଼ିକ ପାଇଁ ଖର୍ଚ୍ଚ କରେ। ମୁଁ କାହାଠାରୁ ଅନୁଦାନ ନେଇ ଏ ସ୍କୁଲ୍ ଚଲାଏ ନାହିଁ। ଏବେ ୪୦୦ରୁ ୪୫୦ ପିଲା ଏହି ସ୍କୁଲ୍‌ଗୁଡ଼ିକରେ ପଢୁଛନ୍ତି।”

school2କୁମାର ସାନୁ ପ୍ରଥମେ ପ୍ରାୟ ୭୦ ଜଣ ପିଲାଙ୍କୁ ନେଇ ଗୋଟିଏ ସ୍କୁଲ୍‌ ଆରମ୍ଭ କରିଥିଲେ। ସେତେବେଳେ ସେ ଏକ ସାକ୍ଷାତକାରରେ କହିଥିଲେ,“ମୁଁ ସମାଜକୁ କିଛି ଦେବା ପାଇଁ ଚାହୁଁଛି। ଏଥିରୁ ମୋତେ ଆତ୍ମସନ୍ତୋଷ ମିଳିବ।”

ସୂଚନାଯୋଗ୍ୟ, ୧୯୯୦ରେ ରିଲିଜ୍‌ ହୋଇଥିବା ‘ଆଶିକି’ ଫିଲ୍ମ ପାଇଁ ସେ ପ୍ରଥମେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ତା’ପରେ ‘ସାଜନ୍‌’ (୧୯୯୧), ‘ଦିୱାନା’ (୧୯୯୨), ‘ବାଜିଗର’ (୧୯୯୩) ଓ ‘୧୯୪୨- ଏ ଲଭ୍ ଷ୍ଟୋରୀ’ ପାଇଁ ସେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ସେହିଭଳି ୨୪ ଘଣ୍ଟାରେ ୨୮ଟି ଗୀତ ଗାଇ ସେ ଗ୍ରୀନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story