ବଲିଉଡ୍‌ରେ ତିଷ୍ଠି ରହିବା ସହଜ ନୁହେଁ: ସୋନୁ ସୁଦ୍‌

ମୁମ୍ବାଇ: “ହିନ୍ଦୀ ସିନେ ଇଣ୍ଡଷ୍ଟ୍ରିରେ ତିଷ୍ଠିବା ପାଇଁ ନିଜକୁ ମଜଭୁତ୍‌ କରୁବା ଜରୁରୀ”। ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ କହିଛନ୍ତି ଏ କଥା। ସେ କହିଛନ୍ତି, “ଇଣ୍ଡଷ୍ଟ୍ରିରେ ଜଣେ ବାହାର ଲୋକ ପାଇଁ ଭଲ ଭୂମିକା ଓ ଭଲ ସିନେମା ମିଳିବା ସହଜ ନୁହେଁ। ଇଣ୍ଡଷ୍ଟ୍ରିରେ ଶାରୀରିକ ଓ ମାନସିକ ସ୍ତରରେ ଶାନ୍ତ ହୋଇ କାମ କରିବା ଖୁବ୍‌ କଷ୍ଟ। କାରଣ ଏଠାରେ ଆପଣ କାହାକୁ ଜାଣନ୍ତି ନାହିଁ। ଆପଣଙ୍କ ପାଇଁ ସବୁକିଛି ନୂଆ”। ସେ ଆହୁରି […]

sonusood

sonusood

Rakesh Mallick
  • Published: Friday, 27 January 2017
  • Updated: 27 January 2017, 04:47 PM IST

Sports

Latest News

ମୁମ୍ବାଇ: “ହିନ୍ଦୀ ସିନେ ଇଣ୍ଡଷ୍ଟ୍ରିରେ ତିଷ୍ଠିବା ପାଇଁ ନିଜକୁ ମଜଭୁତ୍‌ କରୁବା ଜରୁରୀ”। ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ କହିଛନ୍ତି ଏ କଥା।

ସେ କହିଛନ୍ତି, “ଇଣ୍ଡଷ୍ଟ୍ରିରେ ଜଣେ ବାହାର ଲୋକ ପାଇଁ ଭଲ ଭୂମିକା ଓ ଭଲ ସିନେମା ମିଳିବା ସହଜ ନୁହେଁ। ଇଣ୍ଡଷ୍ଟ୍ରିରେ ଶାରୀରିକ ଓ ମାନସିକ ସ୍ତରରେ ଶାନ୍ତ ହୋଇ କାମ କରିବା ଖୁବ୍‌ କଷ୍ଟ। କାରଣ ଏଠାରେ ଆପଣ କାହାକୁ ଜାଣନ୍ତି ନାହିଁ। ଆପଣଙ୍କ ପାଇଁ ସବୁକିଛି ନୂଆ”।

ସେ ଆହୁରି କହିଛନ୍ତି, “ଇଣ୍ଡଷ୍ଟ୍ରିରେ ଏ ପର୍ଯ୍ୟନ୍ତ ଭଲରେ ରହିବା ପଛରେ ତାଙ୍କ ବାପା ମା’ଙ୍କ ଆଶୀର୍ବାଦ ରହିଛି।”

‘ଦବଙ୍ଗ’ରେ ଖଳନାୟକ ଭୂମିକା ପାଇଁ ସୋନୁଙ୍କୁ ଖୁବ୍‌ ପ୍ରଂଶସା ମିଳିଥିଲା। ନିକଟରେ ସୋନୁ, ଜ୍ୟାକି ଚାନ୍‌ଙ୍କ ସହ ‘କୁଙ୍ଗ୍‌ ଫୁ ୟୋଗା’ରେ କାମ କରିଛନ୍ତି। ଏଥିରେ ଅଭିନେତ୍ରୀ ଦିଶା ପଟାନୀ ଓ ଅମୟରା ଦସ୍ତୁର ବି ନଜର ଆସିବେ। ଫିଲ୍ମଟି ଫେବ୍ରୁଆରୀ ୩ରେ ବିଭିନ୍ନ ଭାଷାରେ ରିଲିଜ୍‌ ହେବ।

ସୋନୁ ୧୯୯୯ରେ ତାମିଲ ଫିଲ୍ମରୁ ସିନେମା ଜଗତରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story