କମଲ ହାସନଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ: ସାଉଥ୍ ସୁପରଷ୍ଟାର କମଲ ହାସନଙ୍କ ବିରୋଧରେ ଥାନାରେ ରୁଜୁ ହୋଇଛି ମାମଲା। ଜୁନ୍ ୩ରେ କମଲଙ୍କ ଫିଲ୍ମ ‘ବିକ୍ରମ’ ରିଲିଜ୍ ହେବାକୁ ଥିବା ବେଳେ ତା’ପୂର୍ବରୁ ରିଲିଜ୍ ହୋଇଛି ଏହାର ପ୍ରଥମ ଗୀତ ‘ପଥଲା ପଥଲା’। ଏହି ଗୀତ ପାଇଁ ହିଁ କମଲଙ୍କ ବିରୋଧରେ ଥାନାରେ ରୁଜୁ ହୋଇଛି ମାମଲା। କମଲ ହାସନ ନିଜେ ଏହି ଗୀତ ଲେଖିଛନ୍ତି ଓ ଗାଇଛନ୍ତି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅନିରୁଦ୍ଧ ରବିଚନ୍ଦ୍ର। ସେଲଭମ ନାମକ ଜଣେ ସାମାଜିକ କର୍ମୀଙ୍କ […]

Kamal Hassan

Kamal Hassan

Jitendra Garnayak
  • Published: Friday, 13 May 2022
  • Updated: 13 May 2022, 10:47 PM IST

Sports

Latest News

ନୂଆଦିଲ୍ଲୀ: ସାଉଥ୍ ସୁପରଷ୍ଟାର କମଲ ହାସନଙ୍କ ବିରୋଧରେ ଥାନାରେ ରୁଜୁ ହୋଇଛି ମାମଲା। ଜୁନ୍ ୩ରେ କମଲଙ୍କ ଫିଲ୍ମ ‘ବିକ୍ରମ’ ରିଲିଜ୍ ହେବାକୁ ଥିବା ବେଳେ ତା’ପୂର୍ବରୁ ରିଲିଜ୍ ହୋଇଛି ଏହାର ପ୍ରଥମ ଗୀତ ‘ପଥଲା ପଥଲା’। ଏହି ଗୀତ ପାଇଁ ହିଁ କମଲଙ୍କ ବିରୋଧରେ ଥାନାରେ ରୁଜୁ ହୋଇଛି ମାମଲା। କମଲ ହାସନ ନିଜେ ଏହି ଗୀତ ଲେଖିଛନ୍ତି ଓ ଗାଇଛନ୍ତି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅନିରୁଦ୍ଧ ରବିଚନ୍ଦ୍ର।

ସେଲଭମ ନାମକ ଜଣେ ସାମାଜିକ କର୍ମୀଙ୍କ ପକ୍ଷରୁ ତାଙ୍କ ବିରୋଧରେ ଦିଆଯାଇଥିବା ଏତଲା ଆଧାରରେ ଥାନାରେ ମାମଲା ରୁଜୁ ହୋଇଛି। ଏହି ସାମାଜିକ କର୍ମୀଙ୍କ କହିବା କଥା, କମଲ ହାସନଙ୍କ ଏହି ଗୀତରେ କେନ୍ଦ୍ର ସରକାରଙ୍କୁ ଉପହାସ ତଥା ଅପମାନିତ କରାଯାଇଛି। ଏହା ଲୋକଙ୍କ ଭିତରେ ବିଭେଦ ମଧ୍ୟ ସୃଷ୍ଟି କରୁଛି। ଏହି ଗୀତରୁ କିଛି ଧାଡ଼ି କାଟି ଦେବା ପାଇଁ ସେ ଦାବି କରିଛନ୍ତି।

ଏହି ସାମାଜିକ କର୍ମୀ ଜଣଙ୍କ ଏହି ଘଟଣାରେ ମାଡ୍ରାସ ହାଇକୋର୍ଟ ଯିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି। ଯଦି ସେ କହିଥିବା ଧାଡ଼ି ଗୁଡ଼ିକୁ କମଲ ହାସଲ ‘ପଥଲା ପଥଲା’ ଗୀତରୁ ନ ହଟାନ୍ତି, ତା’ହେଲେ ସେ ଫିଲ୍ମଟିର ରିଲିଜ୍ ଉପରେ ରୋକ୍ ଲଗାଇବା ପାଇଁ ହାଇକୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି।

ଅନ୍ୟପକ୍ଷରେ କମଲ ହାସନଙ୍କ ଏହି ଗୀତ ବଢ଼ିଆ ପ୍ରଦର୍ଶନ କରିଛି। ଲୋକେ ଏହାକୁ ଖୁବ୍ ଦେଖୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story