ମୃତ୍ୟୁ ପୂର୍ବରୁ ଆଶାଙ୍କୁ ଲତା ଦେଇଥିଲେ ବହୁମୂଲ୍ୟ ଉପହାର

ମୁମ୍ବାଇ: ଗତ ଫେବ୍ରୁଆରୀ ୬ ତାରିଖରେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଥିଲେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକର। ମୃତ୍ୟୁର କିଛି ମାସ ପୂର୍ବରୁ ସେ ତାଙ୍କ ଭଉଣୀ ତଥା ବଲିଉଡ୍‌ର ଅନ୍ୟତମ ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ଦେଇଥିଲେ ଏକ ଉପହାର। ଆଉ ସେହି ଉପହାର ଆଶାଙ୍କ ପାଇଁ ପାଲଟି ଯାଇଛି ଦୁନିଆର ସବୁଠୁ ମୂଲ୍ୟବାନ ଜିନିଷ। ଏ କଥା ନିଜେ ଆଶା କହିଛନ୍ତି। ନୃତ୍ୟ ଭିତ୍ତିକ ରିଆଲିଟି ଶୋ’ ‘ଡ୍ୟାନ୍ ଇଣ୍ଡିଆ ଡ୍ୟାନ୍ସ ଲିଟିଲ୍ ମାଷ୍ଟର’ର […]

Asha and Late Lata

Asha and Late Lata

Jitendra Garnayak
  • Published: Saturday, 23 April 2022
  • Updated: 23 April 2022, 06:41 PM IST

Sports

Latest News

ମୁମ୍ବାଇ: ଗତ ଫେବ୍ରୁଆରୀ ୬ ତାରିଖରେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଥିଲେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକର। ମୃତ୍ୟୁର କିଛି ମାସ ପୂର୍ବରୁ ସେ ତାଙ୍କ ଭଉଣୀ ତଥା ବଲିଉଡ୍‌ର ଅନ୍ୟତମ ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ଦେଇଥିଲେ ଏକ ଉପହାର। ଆଉ ସେହି ଉପହାର ଆଶାଙ୍କ ପାଇଁ ପାଲଟି ଯାଇଛି ଦୁନିଆର ସବୁଠୁ ମୂଲ୍ୟବାନ ଜିନିଷ। ଏ କଥା ନିଜେ ଆଶା କହିଛନ୍ତି।

ନୃତ୍ୟ ଭିତ୍ତିକ ରିଆଲିଟି ଶୋ’ ‘ଡ୍ୟାନ୍ ଇଣ୍ଡିଆ ଡ୍ୟାନ୍ସ ଲିଟିଲ୍ ମାଷ୍ଟର’ର ଏକ ଏପିସୋଡ୍‌ରେ ଅତିଥି ଭାବେ ଯୋଗ ଦେବେ ଆଶା ଭୋସଲେ। ଏହାର ଶୁଟିଂ ଶେଷ ହୋଇଯାଇଛି। ଏଥିରେ ସେ ଲତା ମଙ୍ଗେଶକରଙ୍କ ସହିତ ଜଡ଼ିତ ଅନେକ କଥା କହିଛନ୍ତି, ଯାହାର ଛୋଟ ଛୋଟ ପ୍ରୋମୋ ଏବେ ପ୍ରସାରିତ ହେଉଛି। ସେଥିରୁ ଗୋଟିଏରେ ସେ ଲତା ଦିଦିଙ୍କ ଏହି ବିଶେଷ ଉପହାର ସଂପର୍କରେ କହିଛନ୍ତି।

[caption id="attachment_729602" align="aligncenter" width="650"]Asha ଲତାଙ୍କ ସ୍ୱାକ୍ଷର ଥିବା ଶାଢ଼ି ଦେଖାଉଛନ୍ତି ଆଶା[/caption]

ଏହି ପ୍ରୋମୋରେ ଆଶା କହିଛନ୍ତି, ୫/୬ ମାସ ତଳର କଥା। ଦିନେ ଲତା ଦିଦି ମୋତେ କହିଲେ, ଆଶା ଆଜି ତୋର ଯାହା ଇଚ୍ଛା ହେଉଛି ମୋଠୁ ମାଗିନେ। ମୁଁ କିଛି ସମୟ ତାଙ୍କୁ ଚାହିଁଲି। ତା’ପରେ କହିଲି, ଦିଦି ତୁମର ଏକ ପୁରୁଣା ଶାଢ଼ିରେ ତୁମେ ଲତା ମଙ୍ଗେଶକର ଲେଖି ମୋତେ ଦେଇ ଦିଅ। ବାସ୍, ମୋତେ ଆଉ କିଛି ଦରକାର ନାହିଁ।

ପ୍ରୋମୋରେ ଉକ୍ତ ଶାଢ଼ିଟିକୁ ମଧ୍ୟ ଦେଖାଯାଇଛି। ସେଥିରେ ଲତା ମଙ୍ଗେଶକରଙ୍କ ସ୍ୱାକ୍ଷର ରହିଛି। ଶାଢ଼ିଟିକୁ ଦେଖାଇ ଆଶା କହିଛନ୍ତି ଯେ ଏହା ତାଙ୍କ ପାଇଁ ସବୁଠୁ ମୂଲ୍ୟବାନ ସଂପତ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story