ସୁଟିଂ ସେଟ୍‌ରୁ କାହିଁକି ଦୌଡି ପଳାଇଲେ ସନ୍ନୀ ଲିଓନ ?

ମୁମ୍ବାଇ: ନିଜ ଡ୍ୟାସିଂ ଲୁକ୍‌, ବୋଲ୍ଡ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିବାର ଦମ୍‌ ରଖିଥିବା ପର୍ନ ଷ୍ଟାର ସନ୍ନି ଲିଓନ ସୁଟିଂ ସେଟ୍‌ରେ ଡରିଗଲେ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି କି? ଆଜ୍ଞା ହଁ। ସୁଟିଂ ସଟ୍‌ରେ ସେମିତି ହିଁ କିଛି ହୋଇଥିଲା । ଯେଉଁଥିପାଇଁ ସନ୍ନି ଡରି ଯାଇଥିଲେ ଆଉ ଦୌଡିବାକୁ ଲାଗିଥିଲେ। ଏ ନେଇ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଘଟଣା ଜଣାପଡିଛି । ତା ହେଲେ ଆସନ୍ତୁ […]

sunny-leone_650x400_81511665506

sunny-leone_650x400_81511665506

Rakesh Mallick
  • Published: Sunday, 26 November 2017
  • Updated: 26 November 2017, 03:48 PM IST

Sports

Latest News

ମୁମ୍ବାଇ: ନିଜ ଡ୍ୟାସିଂ ଲୁକ୍‌, ବୋଲ୍ଡ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିବାର ଦମ୍‌ ରଖିଥିବା ପର୍ନ ଷ୍ଟାର ସନ୍ନି ଲିଓନ ସୁଟିଂ ସେଟ୍‌ରେ ଡରିଗଲେ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି କି? ଆଜ୍ଞା ହଁ। ସୁଟିଂ ସଟ୍‌ରେ ସେମିତି ହିଁ କିଛି ହୋଇଥିଲା । ଯେଉଁଥିପାଇଁ ସନ୍ନି ଡରି ଯାଇଥିଲେ ଆଉ ଦୌଡିବାକୁ ଲାଗିଥିଲେ। ଏ ନେଇ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଘଟଣା ଜଣାପଡିଛି । ତା ହେଲେ ଆସନ୍ତୁ ଜାଣିବା ଏମିତି କଣ ହେଲା ଯେ, ସନ୍ନି ଡରିଗଲେ ।

ନିକଟରେ ବଲିଉଡରେ ଡେବ୍ୟୁ କରିଥିବା ସୁନ୍ଦରୀ, ସେକ୍ସି ସନ୍ନି ନିଜ ଆଗାମୀ ଫିଲ୍ମ ତେରା ଇନ୍ତଜାରକୁ ନେଇ ଭାରି ଚର୍ଚ୍ଚାରେ। ଏଥିରେ ଦର୍ଶକ ସନ୍ନି ଓ ଅରବାଜଙ୍କ ରୋମାନ୍ସ ଦେଖିବାକୁ ପାଇବେ । ଯାହାକୁ ନେଇ ବଲିଉଡରେ ଏବେଠୁ ଟୁପୁର ଟାପର ଆରମ୍ଭ ହୋଇଯାଇଥିବା ବେଳେ ସୁଟିଂ ସେଟ୍‌ରେ ହେଉଥିବା ମଉଜ ମଜଲିସ୍‌ର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପର୍ନ ସୁନ୍ଦରୀ ସନ୍ନୀ ହାତକଟା ଏକ ଟପ୍ସରେ ପିନ୍ଧ ସ୍କ୍ରିପ୍ଟ ପଢୁଥାନ୍ତି । ପାଖରେ ଥାନ୍ତି ତାଙ୍କ ଟିମ୍‌ ମେମ୍ବର ଓ କୋ-ଷ୍ଟାରମାନେ । ଦେଖୁଦେଖୁ ଜଣେ ପୁରୁଷ ସହକର୍ମୀ ତାଙ୍କ ଆଡକୁ ଚାଲିଆସନ୍ତ । ହାତରେ ଥାଏ ସାପ। ସନ୍ନିଙ୍କ ସହ ମଉଜ କରିବାକୁ ଯାଇ ସେ ସାପଟିକୁ ସନ୍ନୀଙ୍କ କାନ ପାଖରେ ଲଗାଇ ଦିଅନ୍ତି । ଆଉ ତା ପରେ ଦୌଡିବାକୁ ଲାଗନ୍ତି ଏହି ହଟ୍‌ ଅଭିନତ୍ରୀ ଜଣକ। ନିଜ ବୋଲ୍ଡ ଲୁକ୍‌ ଆଉ ହଟ୍‌ ଅନ୍ଧାଜ୍‌ରେ ସମସ୍ତଙ୍କୁ କ୍ଲିନ୍‌ ବୋଲ୍ଡ କରୁଥିବା ସୁନ୍ଦରୀ ସନ୍ନ ଯେ, ଏତେ ଡରିଯିବେ ସେ କଥା ଦେଖି ସେଠାରେ ଉପସ୍ଥିତ ସମସ୍ତ ସହକର୍ମୀ ହସିବାକୁ ଲାଗିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos