ମେକ୍ସିକୋରେ ପୁରୁଣା ସାଥୀଙ୍କ ସହ ବୁଲୁଛନ୍ତି ବ୍ରାଡ୍‌ ପିଟ୍‌

ଲସ୍‌ ଏଞ୍ଜେଲସ୍‌: ହଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଯୋଡ଼ି ଏଞ୍ଜେଲିନା ଜୋଲି ଓ ବ୍ରାଡ୍‌ ପିଟ୍‌ ଅଲଗା ହେବା ପରେ ଉଭୟଙ୍କ ଫ୍ୟାନ୍‌ ଦୁଃଖପ୍ରକାଶ କରିଥିଲେ। ମିଳିଥିବା ସଦ୍ୟ ରିପୋର୍ଟ ଅନୁସାରେ, ଏଞ୍ଜେଲିନାଙ୍କଠାରୁ ଅଲଗା ହେବା ପରେ ବ୍ରାଡ୍‌ ପିଟ୍‌ ତାଙ୍କ ପୁରୁଣା ପ୍ରେମ ଜେନିଫର୍‌ ଆନିଷ୍ଟନ୍‌ଙ୍କ ନିକଟକୁ ଫେରି ଯାଇଛନ୍ତି। ଦୁହିଁଙ୍କୁ ବର୍ତ୍ତମାନ ଏକାଠି ବୁଲୁଥିବାର ଦେଖିବାକୁ ମିଳୁଛି। ଏହି ଯୋଡ଼ି ପରସ୍ପରର ନିକଟତର ହେଉଛନ୍ତି ବୋଲି ଗତ କିଛି ସପ୍ତାହ ଧରି ଶୁଣିବାକୁ ମିଳୁଥିଲା। ଖବର […]

jjjjj

jjjjj

Puspanjali Panda
  • Published: Tuesday, 10 September 2019
  • Updated: 10 September 2019, 12:54 PM IST

Sports

Latest News

ଲସ୍‌ ଏଞ୍ଜେଲସ୍‌: ହଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଯୋଡ଼ି ଏଞ୍ଜେଲିନା ଜୋଲି ଓ ବ୍ରାଡ୍‌ ପିଟ୍‌ ଅଲଗା ହେବା ପରେ ଉଭୟଙ୍କ ଫ୍ୟାନ୍‌ ଦୁଃଖପ୍ରକାଶ କରିଥିଲେ। ମିଳିଥିବା ସଦ୍ୟ ରିପୋର୍ଟ ଅନୁସାରେ, ଏଞ୍ଜେଲିନାଙ୍କଠାରୁ ଅଲଗା ହେବା ପରେ ବ୍ରାଡ୍‌ ପିଟ୍‌ ତାଙ୍କ ପୁରୁଣା ପ୍ରେମ ଜେନିଫର୍‌ ଆନିଷ୍ଟନ୍‌ଙ୍କ ନିକଟକୁ ଫେରି ଯାଇଛନ୍ତି। ଦୁହିଁଙ୍କୁ ବର୍ତ୍ତମାନ ଏକାଠି ବୁଲୁଥିବାର ଦେଖିବାକୁ ମିଳୁଛି।

ଏହି ଯୋଡ଼ି ପରସ୍ପରର ନିକଟତର ହେଉଛନ୍ତି ବୋଲି ଗତ କିଛି ସପ୍ତାହ ଧରି ଶୁଣିବାକୁ ମିଳୁଥିଲା। ଖବର ଅନୁସାରେ ବ୍ରାଡ୍‌ ପିଟ୍‌ ଓ ଜେନିଫର୍‌ ଅଚାନକ ଭାବେ ମେକ୍ସିକୋରେ ଭେଟ ହୋଇଥିଲେ। ବ୍ରାଡ୍‌ ପିଟ୍‌ ସେଠାରେ 'Once upon a time in Bollywood' ପିଲ୍ମର ସୁଟିଂ ପାଇଁ ଯାଇଥିଲେ ଓ ଜେନିଫର୍‌ ଛୁଟି କାଟୁଥିଲେ। ଏହି ସମୟରେ ଦୁହିଁଙ୍କର ଦେଖା ହୋଇଥିଲା।

https://www.instagram.com/p/B0qcIyAl0Ga/?utm_source=ig_web_copy_link

ତାହା ପରଠାରୁ ଦୁହେଁ ମେକ୍ସିକୋରେ ରହିବା ଆରମ୍ଭ କରିଥିଲେ। ଏହି ଖବର ମିଳିବା ପରେ ବ୍ରାଡ୍‌ ଓ ଜେନିଫର୍‌ଙ୍କ ଫ୍ୟାନ୍ସ ଖୁସିବ୍ୟକ୍ତ କରିଛନ୍ତି।

ଏହା ପୂର୍ବରୁ ଜେନିଫର୍‌ ଓ ବ୍ରାଡ୍‌ ଇଟାଲୀରେ ଛୁଟି କାଟୁଥିବା ଶୁଣିବାକୁ ମିଳିଥିଲା। ବ୍ରାଡ୍‌ ପିଟ୍‌ ଓ ଜେନିଫର୍‌ ୨୦୦୦ ମସିହାରେ ବିବାହ କରିଥିଲେ। କିନ୍ତୁ ୨୦୦୫ରେ ଅଲଗା ହୋଇ ଯାଇଥିଲେ। ଅଲଗା ହେବା ପରେ ବ୍ରାଡ୍‌ ପିଟ୍‌ ଏଞ୍ଜେଲିନା ଜୋଲି ଓ ଜେନିଫର୍‌ ଏନିଷ୍ଟନ୍ ଜଷ୍ଟିନ୍‌ ଥେରକ୍ସଙ୍କୁ ବିବାହ କରିଥିଲେ। କିନ୍ତୁ ଦୁହିଁଙ୍କ ବୈବାହିକ ଜୀବନ ବେଶି ଦିନ ପର୍ଯ୍ୟନ୍ତ ଚାଲି ପାରିନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story