ୟୁରୋପ ବୁଲିବାକୁ ଯିବ ତୈମୁର

ମୁମ୍ବାଇ: ଶୁଣିବାକୁ ମିଳୁଛି କିଛିଦିନ ପୂର୍ବରୁ ଜନ୍ମ ହୋଇଥିବା କରିନା କପୁର ଓ ସୈଫଲ୍ଲୀ ଖାନ୍‌ଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍‌ ବୁଲିବାକୁ ଯିବେ। ଶୀଘ୍ର ତୈମୁର ନିଜ ମମ୍‌-ପାପାଙ୍କ ସହ ୟୁରୋପ ଟୁରରେ ଯାଉଛନ୍ତି। ଏକ ଇଂରାଜୀ ୱେବସାଇଟ୍‌ ଖବର ଅନୁସାରେ ସେଫ ଫିଲ୍ମ ସୁଟିଂ ପାଇଁ ୟୁରୋପ ଯିବେ। ନିଜ ପରିବାରକୁ ଅଧିକ ସମୟ ଦେବାକୁ ସେ କରିନା ଓ ତୈମୁରକୁ ମଧ୍ୟ ସାଙ୍ଗରେ ନେବାକୁ ସ୍ଥିର କରିଛନ୍ତି।

katina

katina

Rakesh Mallick
  • Published: Wednesday, 28 December 2016
  • Updated: 28 December 2016, 04:16 PM IST

Sports

Latest News

ମୁମ୍ବାଇ: ଶୁଣିବାକୁ ମିଳୁଛି କିଛିଦିନ ପୂର୍ବରୁ ଜନ୍ମ ହୋଇଥିବା କରିନା କପୁର ଓ ସୈଫଲ୍ଲୀ ଖାନ୍‌ଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍‌ ବୁଲିବାକୁ ଯିବେ। ଶୀଘ୍ର ତୈମୁର ନିଜ ମମ୍‌-ପାପାଙ୍କ ସହ ୟୁରୋପ ଟୁରରେ ଯାଉଛନ୍ତି।

ଏକ ଇଂରାଜୀ ୱେବସାଇଟ୍‌ ଖବର ଅନୁସାରେ ସେଫ ଫିଲ୍ମ ସୁଟିଂ ପାଇଁ ୟୁରୋପ ଯିବେ। ନିଜ ପରିବାରକୁ ଅଧିକ ସମୟ ଦେବାକୁ ସେ କରିନା ଓ ତୈମୁରକୁ ମଧ୍ୟ ସାଙ୍ଗରେ ନେବାକୁ ସ୍ଥିର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos