ୟୁରୋପ ବୁଲିବାକୁ ଯିବ ତୈମୁର

ମୁମ୍ବାଇ: ଶୁଣିବାକୁ ମିଳୁଛି କିଛିଦିନ ପୂର୍ବରୁ ଜନ୍ମ ହୋଇଥିବା କରିନା କପୁର ଓ ସୈଫଲ୍ଲୀ ଖାନ୍‌ଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍‌ ବୁଲିବାକୁ ଯିବେ। ଶୀଘ୍ର ତୈମୁର ନିଜ ମମ୍‌-ପାପାଙ୍କ ସହ ୟୁରୋପ ଟୁରରେ ଯାଉଛନ୍ତି।

ଏକ ଇଂରାଜୀ ୱେବସାଇଟ୍‌ ଖବର ଅନୁସାରେ ସେଫ ଫିଲ୍ମ ସୁଟିଂ ପାଇଁ ୟୁରୋପ ଯିବେ। ନିଜ ପରିବାରକୁ ଅଧିକ ସମୟ ଦେବାକୁ ସେ କରିନା ଓ ତୈମୁରକୁ ମଧ୍ୟ ସାଙ୍ଗରେ ନେବାକୁ ସ୍ଥିର କରିଛନ୍ତି।