ଇସ୍ରୋ ବୈଜ୍ଞାନିକମାନଙ୍କ ସମ୍ମାନରେ 'ଚନ୍ଦ୍ରଯାନ ଆନ୍ଥେମ୍‌'

ମୁମ୍ବାଇ: ଚନ୍ଦ୍ରଯାନ୨ର ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ଛିନ୍ନ ହେବା ପରେ ସାରା ଦେଶ ଇସ୍ରୋ ବୈଜ୍ଞାନିକମାନଙ୍କୁ ସମର୍ଥନ କରୁଛି। ସେମାନଙ୍କ ପ୍ରୟାସକୁ ସମସ୍ତେ ଉତ୍ସାହିତ କରୁଛନ୍ତି। ଏବେ ବୈଜ୍ଞାନିକମାନଙ୍କ ସମ୍ମାନରେ ଏକ ଗୀତ ମଧ୍ୟ ଆସିଛି। ଏହି ଗୀତ ଚନ୍ଦ୍ରଯାନ୨ରେ ସାମିଲ ଥିବା ସମସ୍ତ ବୈଜ୍ଞାନିକଙ୍କୁ ଉତ୍ସର୍ଗ କରାଯାଇଛି। ତେବେ ଗୀତଟିର ନାଁ ହେଉଛି ‘ତିରଙ୍ଗା ଲେହରାଏଙ୍ଗେ’। ଏହି ଗୀତଟିକୁ ଚନ୍ଦ୍ରଯାନ ଆନ୍ଥେମ୍‌ ବୋଲି କୁହାଯାଉଛି, ଯାହାକୁ Sreekant’s SurFira ବ୍ୟାଣ୍ଡ୍ ତିଆରି କରିଛି। ଗୀତର […]

isro

isro

Chinmayee Roy
  • Published: Wednesday, 11 September 2019
  • Updated: 11 September 2019, 02:07 PM IST

Sports

Latest News

ମୁମ୍ବାଇ: ଚନ୍ଦ୍ରଯାନ୨ର ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ ଛିନ୍ନ ହେବା ପରେ ସାରା ଦେଶ ଇସ୍ରୋ ବୈଜ୍ଞାନିକମାନଙ୍କୁ ସମର୍ଥନ କରୁଛି। ସେମାନଙ୍କ ପ୍ରୟାସକୁ ସମସ୍ତେ ଉତ୍ସାହିତ କରୁଛନ୍ତି। ଏବେ ବୈଜ୍ଞାନିକମାନଙ୍କ ସମ୍ମାନରେ ଏକ ଗୀତ ମଧ୍ୟ ଆସିଛି। ଏହି ଗୀତ ଚନ୍ଦ୍ରଯାନ୨ରେ ସାମିଲ ଥିବା ସମସ୍ତ ବୈଜ୍ଞାନିକଙ୍କୁ ଉତ୍ସର୍ଗ କରାଯାଇଛି। ତେବେ ଗୀତଟିର ନାଁ ହେଉଛି ‘ତିରଙ୍ଗା ଲେହରାଏଙ୍ଗେ’।

ଏହି ଗୀତଟିକୁ ଚନ୍ଦ୍ରଯାନ ଆନ୍ଥେମ୍‌ ବୋଲି କୁହାଯାଉଛି, ଯାହାକୁ Sreekant's SurFira ବ୍ୟାଣ୍ଡ୍ ତିଆରି କରିଛି। ଗୀତର ଲିରିକ୍ସ ବେଶ୍‌ ପ୍ରଭାବଶାଳୀ ହୋଇଛି। ଏହି ଗୀତରେ ଲୋକପ୍ରିୟ ବଲିଉଡ୍ ଗାୟକ କୈଳାସ ଖେର୍‌ଙ୍କର ମଧ୍ୟ ଏକ ଝଲକ୍ ଦେଖିବାକୁ ମିଳିଛି। ଦେଶଭକ୍ତିଭରା ଏହି ଗୀତଟିକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। କେବେଳ ଏହି ଗୀତ ନୁହେଁ ଇସ୍ରୋର ଚନ୍ଦ୍ରଯାନ ୨ ମିଶନ ଉପରେ ୟୁଟ୍ୟୁବ୍‌ରେ ଆହୁରି ଅନେକ ଗୀତ ଶୁଣିବାକୁ ମିଳିଛି। ଭୋଜପୁରୀରେ ମଧ୍ୟ କିଛି ଗୀତରେ ଚନ୍ଦ୍ରଯାନ୨ ମିଶନ ଓ ଇସ୍ରୋର ପ୍ରଶଂସା କରାଯାଇଛି।

https://youtu.be/ul7pp3ZDeaw

ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ୭ରେ ଭାରତର ଚନ୍ଦ୍ରଯାନ-୨ ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଥିଲା। ହେଲେ ଅବତରଣ କରିବା କିଛି ସମୟ ପୂର୍ବରୁ ବିକ୍ରମ ସହ କମାଣ୍ଡ ରୁମ୍‌ର ସମ୍ପର୍କ କଟିଯାଇଥିଲା। ଏହି ସମୟରେ ବିକ୍ରମ ଚନ୍ଦ୍ରପୃଷ୍ଠରୁ ପାଖାପାଖି ୨.୧ କିମି ଦୂରରେ ଥିଲା। ଏହାପରେ ଇସ୍ରୋ ପକ୍ଷରୁ ସୂଚନା ମିଳିଥିଲା ଯେ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଯାଇ ସ୍ପୀଡରେ ଲ୍ୟାଣ୍ଡିଂ କରିଛି। ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ଏବେ ଏକ ପାଖିଆ ହୋଇ ପଡ଼ିଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଯଦି ବିକ୍ରମ ସହ ଯୋଗାଯୋଗ ହୋଇପାରିବ ତାହେଲେ ମିଶନ ଚନ୍ଦ୍ରଯାନରେ ଅସଫଳ ଥିବା ୫ ପ୍ରତିଶତ ସଫଳ ହୋଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story