ନୋଟିସ୍‌ ପଠାଇଲେ ଧନୁଷ, କହିଲେ- ମିଛ କହିବା ବନ୍ଦ କର

ଚେନ୍ନାଇ: ପୁଣି ଚର୍ଚ୍ଚାରେ ସାଉଥ ଷ୍ଟାର୍‌ ଧନୁଷ। ଆକ୍ଟିଂରୁ ଆସିଲେ ଆକ୍ସନ ମୋଡକୁ। ରାଗିଯାଇ ପଠାଇଲେ ସମନ। କହିଲେ- ମିଛ କହିବା ବନ୍ଦ କର। ବାସ୍ତବରେ କିଛି ଦିନ ପୂର୍ବେ ମଦୁରାଇର ଜଣେ ଦମ୍ପତି ଧନୁଷ ତାଙ୍କ ପୁଅ ବୋଲି ଦାବି କରିଥିଲେ। ଏହି ମାମଲା ୫ ବର୍ଷ ତଳର। ଏହି ମାମଲାରେ ମାଦ୍ରାସ ହାଇକୋର୍ଟ ଧନୁଷଙ୍କୁ ସମନ ପଠାଇଥିଲେ। ଏବେ କୋର୍ଟରୁ ସମନ ମିଳିବା ପରେ ଧନୁଷ ମଧ୍ୟ ଉକ୍ତ ଦମ୍ପତିଙ୍କ ବିରୋଧରେ ଆକ୍ସନ ନେଇଛନ୍ତି। […]

dhanush

dhanush

Madhupriya Mistry
  • Published: Saturday, 21 May 2022
  • Updated: 21 May 2022, 03:22 PM IST

Sports

Latest News

ଚେନ୍ନାଇ: ପୁଣି ଚର୍ଚ୍ଚାରେ ସାଉଥ ଷ୍ଟାର୍‌ ଧନୁଷ। ଆକ୍ଟିଂରୁ ଆସିଲେ ଆକ୍ସନ ମୋଡକୁ। ରାଗିଯାଇ ପଠାଇଲେ ସମନ। କହିଲେ- ମିଛ କହିବା ବନ୍ଦ କର।

ବାସ୍ତବରେ କିଛି ଦିନ ପୂର୍ବେ ମଦୁରାଇର ଜଣେ ଦମ୍ପତି ଧନୁଷ ତାଙ୍କ ପୁଅ ବୋଲି ଦାବି କରିଥିଲେ। ଏହି ମାମଲା ୫ ବର୍ଷ ତଳର। ଏହି ମାମଲାରେ ମାଦ୍ରାସ ହାଇକୋର୍ଟ ଧନୁଷଙ୍କୁ ସମନ ପଠାଇଥିଲେ। ଏବେ କୋର୍ଟରୁ ସମନ ମିଳିବା ପରେ ଧନୁଷ ମଧ୍ୟ ଉକ୍ତ ଦମ୍ପତିଙ୍କ ବିରୋଧରେ ଆକ୍ସନ ନେଇଛନ୍ତି।

ମଦୁରାଇର କ୍ୟାଥିରେସନ ଏବଂ ମିନାକ୍ଷୀ ନିଜକୁ ଧନୁଷଙ୍କ ବାପା-ମା' ବୋଲି ଦାବି କରିଥିଲେ। ତେବେ ଦମ୍ପତିଙ୍କ ଏହି ଦାବିକୁ ଧନୁଷ ଖଣ୍ଡନ କରିବା ସହ ତାଙ୍କ ବାପା କସ୍ତୁରୀ ରାଜ ତରଫରୁ ତାଙ୍କୁ(ଦମ୍ପତିଙ୍କୁ) ଲିଗାଲ ନୋଟିସ ପଠାଇଛନ୍ତି। ଧନୁଷଙ୍କ ତରଫରୁ ତାଙ୍କ ଓକିଲ ଏସ୍ ହାଜା ମୋହିଦ୍ଦିନି ଗିସ୍ତିଙ୍କ ଦ୍ୱାରା ଏହି ନୋଟିସ୍‌ ପଠାଯାଇଛି।

ନୋଟିସ୍‌ରେ କୁହାଯାଇଛି, 'ଧନୁଷଙ୍କ ବିରୋଧରେ ଏଭଳି ମିଛ କଥା କହିବା ବନ୍ଦ କରନ୍ତୁ। ଯଦି ଆପଣ ଏଭଳି ନ କରନ୍ତି ତେବେ ଧନୁଷ ଆପଣଙ୍କ ବିରୋଧରେ କୋର୍ଟର ଦ୍ୱାରସ୍ଥ ହେବେ। ଆପଣଙ୍କ ଦ୍ୱାରା ଲଗାଯାଇଥିବା ମିଛ, ଅକ୍ଷମ ଏବଂ ବଦନାମ ଅଭିଯୋଗ ଦ୍ୱାରା ତାଙ୍କ ଛବି ବିଗିଡିଛି। ଏଥିଯୋଗୁ ଆପଣଙ୍କ(ଦମ୍ପତି) ବିରୋଧରେ ମାନହାନୀ ମକଦ୍ଦମା ଦାୟର କରାଯିବ।'

ଟାଇମ୍ସ ଅଫ୍‌ ଇଣ୍ଡିଆର ରିପୋର୍ଟ ମୁତାବକ, କ୍ୟାଥିରେସନ୍‌ ଏବଂ ମିନାକ୍ଷୀଙ୍କ କହିବା ହେଉଛି ଧନୁଷ ତାଙ୍କ ପୁଅ। ସେ ଆହୁରି କହିଛନ୍ତି ଯେ, ଧନୁଷ ତାଙ୍କର ତୃତୀୟ ସନ୍ତାନ, ଯିଏ ଫିଲ୍ମରେ କାମ କରିବା ପାଇଁ ଘରୁ ପଳାଇ ଆସିଥିଲା। ଧନୁଷ କୋର୍ଟରେ ଏକ ଭୁଲ ପାର୍ଟରନିଟି ଟେଷ୍ଟ ରିପୋର୍ଟ ଦାଖଲ କରିଥିବା କ୍ୟାଥିରେସନ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story