ହାପି ବାର୍ଥ ଡେ’ ଦିଲ୍ଲୀପ କୁମାର

ମୁମ୍ୱାଇ: ‘ଟ୍ରାଜେଡି କିଙ୍ଗ୍’ ଦିଲ୍ଲୀପ କୁମାରଙ୍କର ଆଜି ହେଉଛି ଜନ୍ମଦିନ। ବି-ଟାଉନର ଏହି କଳାକାର ଆଜି ୯୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୨୨ ଡିସେମ୍ବର ୧୧ ତାରିଖରେ ସେ ପାକିସ୍ତାର ପେଶୱାରରେ ଜନ୍ମ ଗ୍ରହଣ କରିଥିଲେ। ଜନ୍ମ ସମୟରେ ତାଙ୍କ ନାମ ମହମ୍ମଦ ୟୁସୁଫ୍ ଖାନ୍ ରଖାଯାଇଥିଲା। ୧୯୩୦ରେ ତାଙ୍କ ପରିବାର ମୁମ୍ବାଇକୁ ଚାଲିଆସିଥିଲେ।  ୧୯୪୪ରେ ‘ଜୁଆର ଭଟ୍ଟା’ ଫିଲ୍ମ ମାଧ୍ୟମରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଦିଲ୍ଲୀପ କୁମାର। ମୀନା କୁମାରୀ, ମଧୁବାଳା, ବୈଜୟନ୍ତି ମାଳା […]

dillip

dillip

Rakesh Mallick
  • Published: Sunday, 11 December 2016
  • Updated: 11 December 2016, 08:26 AM IST

Sports

Latest News

ମୁମ୍ୱାଇ: ‘ଟ୍ରାଜେଡି କିଙ୍ଗ୍’ ଦିଲ୍ଲୀପ କୁମାରଙ୍କର ଆଜି ହେଉଛି ଜନ୍ମଦିନ। ବି-ଟାଉନର ଏହି କଳାକାର ଆଜି ୯୪ ବର୍ଷରେ ପଦାର୍ପଣ କରିଛନ୍ତି।

୧୯୨୨ ଡିସେମ୍ବର ୧୧ ତାରିଖରେ ସେ ପାକିସ୍ତାର ପେଶୱାରରେ ଜନ୍ମ ଗ୍ରହଣ କରିଥିଲେ। ଜନ୍ମ ସମୟରେ ତାଙ୍କ ନାମ ମହମ୍ମଦ ୟୁସୁଫ୍ ଖାନ୍ ରଖାଯାଇଥିଲା। ୧୯୩୦ରେ ତାଙ୍କ ପରିବାର ମୁମ୍ବାଇକୁ ଚାଲିଆସିଥିଲେ।  ୧୯୪୪ରେ ‘ଜୁଆର ଭଟ୍ଟା’ ଫିଲ୍ମ ମାଧ୍ୟମରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଦିଲ୍ଲୀପ କୁମାର।

ମୀନା କୁମାରୀ, ମଧୁବାଳା, ବୈଜୟନ୍ତି ମାଳା ଓ ନର୍ଗିସଙ୍କ ଭଳି ଅଭିନେତ୍ରୀଙ୍କ ସହ ସେ ଅନେକ ଫିଲ୍ମ କରିଛନ୍ତି। ଟ୍ରାଜେଡି କିଙ୍ଗଙ୍କ ସୁପରହିଟ୍ ଫିଲ୍ମ ମଧ୍ୟରେ ରହିଛି ‘ମୁଗଲ ଏ ଆଜାମ୍’, ‘ମଧୁମତି’, ‘ଦେବଦାସ’, ‘ଗଙ୍ଗା ଯମୁନା’, ‘ମୁସାଫିର୍’, ‘ନୟାଦୋର’, ‘ରାମ ଔର ଶ୍ୟାମ୍’।

ତାଙ୍କୁ ପଦ୍ମବିଭୂଷଣ ଓ ଦାଦା ସାହେବ ଫାଲକେ ପୁରସ୍କାରରେ ଭାରତ ସରକାର ସମ୍ମାନିତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story