ଡିଜାଇନର ଆଉଟ୍‌ଫିଟ୍‌ ପିନ୍ଧି ରେଡ କାର୍ପେଟରେ ଚାଲିଲେ ଦୀପିକା

ମମ୍ବାଇ:ବଲିଉଡ ହିରୋଇନ୍ ଦୀପିକା ପାଦୁକୋନ ଏବେ ଖାଲି ବଲିଉଡରେ ନୁହେଁ ବରଂ ହଲିଉଡରେ ମଧ୍ୟ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ସେ “ଏକ୍ସଏକ୍ସଏକ୍ସ: ଦ ଜେଣ୍ଡର କେଜ” ମାଧ୍ୟମରେ ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହା ସହିତ ସେ ଏମ୍‌ଟିଭି ୟୁରୋପ ମ୍ୟୁଜିକ୍ ଆୱାର୍ଡ ସମାରୋହରେ ସାମିଲ ହୋଇ ଆୱାର୍ଡ ମଧ୍ୟ ଦେଇଛନ୍ତି। ଆୱାର୍ଡ ଶୋରେ ପହଁଞ୍ଚି ସେ ରେଡ କାର୍ପେଟରେ ମଧ୍ୟ ଚାଲିଥିଲେ। ଦୀପିକା ଏହି ଅବସରରେ ଡିଜାଇନର ମନୀଷ ସିଂହଙ୍କ  ଡିଜାଇନ ଆଉଟଫିଟ୍ ପିନ୍ଧି ଥିଲେ। […]

deepika-padukone

deepika-padukone

Rakesh Mallick
  • Published: Monday, 07 November 2016
  • Updated: 07 November 2016, 04:03 PM IST

Sports

Latest News

ମମ୍ବାଇ:ବଲିଉଡ ହିରୋଇନ୍ ଦୀପିକା ପାଦୁକୋନ ଏବେ ଖାଲି ବଲିଉଡରେ ନୁହେଁ ବରଂ ହଲିଉଡରେ ମଧ୍ୟ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ସେ “ଏକ୍ସଏକ୍ସଏକ୍ସ: ଦ ଜେଣ୍ଡର କେଜ” ମାଧ୍ୟମରେ ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହା ସହିତ ସେ ଏମ୍‌ଟିଭି ୟୁରୋପ ମ୍ୟୁଜିକ୍ ଆୱାର୍ଡ ସମାରୋହରେ ସାମିଲ ହୋଇ ଆୱାର୍ଡ ମଧ୍ୟ ଦେଇଛନ୍ତି। ଆୱାର୍ଡ ଶୋରେ ପହଁଞ୍ଚି ସେ ରେଡ କାର୍ପେଟରେ ମଧ୍ୟ ଚାଲିଥିଲେ।

ଦୀପିକା ଏହି ଅବସରରେ ଡିଜାଇନର ମନୀଷ ସିଂହଙ୍କ  ଡିଜାଇନ ଆଉଟଫିଟ୍ ପିନ୍ଧି ଥିଲେ। ଅଲିଭ ରଙ୍ଗର ଏହି ପୋଷାକରେ ଦୀପିକା ଖୁବ୍ ସେକ୍ସି ଦେଖାଯାଉଥିଲେ। କାନରେ ପିନ୍ଧିଥିବା ଇୟରିଙ୍ଗ, ଓ ଅଣ୍ଟାର ବେଲ୍ଟ ତାଙ୍କ ଲୁକ୍‌କୁ ବଦଳାଇ ଦେଇଥିଲା। ତେବେ ମନୀଷ ସିଂହଙ୍କ  ଡିଜାଇନର ଆଉଟଫିଟ୍‌ରେ ଦୀପିକା ଏତେ ଖାସ୍ ଲାଗୁ ନଥିବା ନେଇ ଚର୍ଚ୍ଚା ହେଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story