‘ଦିୱାନା’ ରୁ ‘ହାପି ନ୍ୟୁ ଇୟର’- କିଙ୍ଗ୍ ଖାନଙ୍କ ବଲିଉଡ୍ ଫିଭର

ମୁମ୍ବାଇ: ବଲିଉଡରେ ୨୩ ବର୍ଷ ପୂରଣ କଲେ ଅଭିନେତା ଶାହାରୁଖ ଖାନ୍। ଏହି ସମୟ ଭିତରେ ସେ ୮୦ଟି ଫିଲ୍ମରେ ଅଭିନୟ କରିଛନ୍ତି। ଏହି ଅବସରରେ ଆସନ୍ତୁ ନଜର ପକାଇବା କିଙ୍ଗ୍ ଖାନଙ୍କ ବଲିଉଡ୍ କ୍ୟାରିୟର ଉପରେ। ବଲିଉଡ୍ ବାଦଶାହା, କିଙ୍ଗ ଖାନ୍, କିଙ୍ଗ୍ ଅଫ୍ ବଲିଉଡ୍। ଏସ୍ଆରକେ ଓରଫ୍ ଶାହାରୁଖ ଖାନ୍ ଏମିତି ଅନେକ ନାଁ, ଅନେକ ପରିଚୟ। ୮୦ ଦଶକର ଶେଷ ଆଡ଼କୁ ଟେଲିଭିଜନରୁ ନିଜ ଅଭିନୟ କ୍ୟାରୟର ଆରମ୍ଭ କରିଥିବା ଶାହାରୁଖ୍ ୯୦ […]

sharukh

sharukh

Rakesh Mallick
  • Published: Friday, 26 June 2015
  • Updated: 26 June 2015, 10:53 AM IST

Sports

Latest News

ମୁମ୍ବାଇ: ବଲିଉଡରେ ୨୩ ବର୍ଷ ପୂରଣ କଲେ ଅଭିନେତା ଶାହାରୁଖ ଖାନ୍। ଏହି ସମୟ ଭିତରେ ସେ ୮୦ଟି ଫିଲ୍ମରେ ଅଭିନୟ କରିଛନ୍ତି। ଏହି ଅବସରରେ ଆସନ୍ତୁ ନଜର ପକାଇବା କିଙ୍ଗ୍ ଖାନଙ୍କ ବଲିଉଡ୍ କ୍ୟାରିୟର ଉପରେ।

ବଲିଉଡ୍ ବାଦଶାହା, କିଙ୍ଗ ଖାନ୍, କିଙ୍ଗ୍ ଅଫ୍ ବଲିଉଡ୍। ଏସ୍ଆରକେ ଓରଫ୍ ଶାହାରୁଖ ଖାନ୍ ଏମିତି ଅନେକ ନାଁ, ଅନେକ ପରିଚୟ। ୮୦ ଦଶକର ଶେଷ ଆଡ଼କୁ ଟେଲିଭିଜନରୁ ନିଜ ଅଭିନୟ କ୍ୟାରୟର ଆରମ୍ଭ କରିଥିବା ଶାହାରୁଖ୍ ୯୦ ଦଶକରେ ଦିଲ୍ଲୀ ଛାଡ଼ି ଚାଲି ଆସନ୍ତି ମାୟା ନଗରୀ ମୁମ୍ୱାଇ। ଆଜିକୁ ଠିକ୍ ୨୩ ବର୍ଷ ତଳେ ଅର୍ଥାତ୍ ୧୯୯୨ ମସିହା ଜୁନ୍ ୨୫ ତାରିଖରେ ରିଲିଜ୍ ହୋଇଥିଲା ତାଙ୍କ ପ୍ରଥମ ଫିଲ୍ମ ‘ଦିୱାନା’। ଦର୍ଶକଙ୍କୁ ଦିୱାନା କରିଥିଲା ‘ଦିୱାନା’। ଫିଲ୍ମ ହୁଏ ବ୍ଳକ୍ ବ୍ଳଷ୍ଟର ହିଟ୍।

ପ୍ରଥମ ଫିଲ୍ମରେ ରୋମାଣ୍ଟିକ୍ ହିରୋର ପରିଚୟ ସୃଷ୍ଟି କରିଥିବା ଶାହାରୁଖ୍ କିନ୍ତୁ ‘ଡର୍’, ‘ବାଜିଗର୍’ ଓ ‘ଅଞ୍ଜାମ୍’ ଭଳି ଫିଲ୍ମରେ ପାଲଟି ଯାଆନ୍ତି ନେଗେଟିଭ୍ ଫିଗର। ତେବେ ‘ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ, ‘ଦିଲ୍ ତୋ ପାଗଲ୍ ହେ’, ‘କୁଛ୍ କୁଛ୍ ହୋତା ହେ’ ଏବଂ ‘ଦେବଦାସ୍’ ଭଳି ଫିଲ୍ମରେ ଅଭିୟନ କରି ବଲିଉଡ୍ ଫ୍ୟାନଙ୍କ ପାଇଁ ବନି ଯାଆନ୍ତି କିଙ୍ଗ ଅଫ୍ ରୋମାନ୍ସ।

ସମୟ ଏମିତି ଆସେ, ବର୍ଷ ତମାମ୍ ଦର୍ଶକଙ୍କ ଅପେକ୍ଷା ଥାଏ ଏସ୍ଆରକେଙ୍କ ଫିଲ୍ମକୁ। ‘ପରଦେଶ୍’, ‘ସ୍ୱଦେଶ’, ବୀରଜରା’ ଓ ‘ଚକ୍ ଦେ ଇଣ୍ଡିଆ’ରେ ଶାହାରୁଖଙ୍କ ଅଭିନୟ ଥିଲା ଜବରଦସ୍ତ। ତେବେ ବଲିଉଡରେ ଯେତେବେଳେ ଶହେ କୋଟିର ଟ୍ରେଣ୍ଡ ଆରମ୍ଭ ହୁଏ, ବଲିଉଡ୍ ବାଦଶାହା ଶାହାରୁଖ୍ ମଧ୍ୟ ଏଥିରେ ରହନ୍ତି ନମ୍ୱର ୱାନ୍ ପୋଜିସନରେ। ‘ମାଇଁ ନେମ୍ ଇଜ୍ ଖାନ୍’, ‘ଚେନ୍ନାଇ ଏକ୍ସପ୍ରେସ୍’ ଓ ‘ହାପି ନ୍ୟୁ ଇୟର’ ସାମିଲ୍ ହୋଇଛି ଏହି କ୍ଲବରେ।

କେବଳ ଫିଲ୍ମ ନୁହେଁ ବିଶ୍ୱର ଧନୀ ଅଭିନେତା ତାଲିକାରେ ମଧ୍ୟ ରହିଛନ୍ତି ସେ। ୫୦ ବର୍ଷରେ ପାଦ ଥାପିବାକୁ ଯାଉଛନ୍ତି ଶାହାରୁଖ୍, ହେଲେ ଏବେବି ତାଙ୍କ ସିକ୍ସ ପ୍ୟାକ୍ ଫିଗର ଓ ରୋମାଣ୍ଟିକ୍ ଆଖି ଦର୍ଶକଙ୍କୁ ପାଗଳ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story