ଆଜି ପରଦାକୁ ଆସୁଛି ବହୁ ପ୍ରତୀକ୍ଷିତ ଫିଲ୍ମ 'ବଦଲା'

ମୁମ୍ବାଇ: ଆଜି ପରଦାକୁ ଆସୁଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ବଦଲା’।  ସିନେମାର କାହାଣୀ ବେଶ୍‌ ଦମଦାର ଥିବାବେଳେ ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ ଏବଂ ତାପସୀ ପାନ୍ନୁ। ଅମିତାଭ ଜଣେ ପୁଲିସ୍‌ ଅଫିସର ଚରିତ୍ରରେ ନଜର ଆସୁଛନ୍ତି। ଏକ ମର୍ଡର ମିଷ୍ଟ୍ରିକୁ ନେଇ ନିର୍ମାଣ ହୋଇଛି ଫିଲ୍ମ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଜୟ ଘୋଷ । ଫିଲ୍ମଟିକୁ ଶାହାରୁଖ ଖାନ୍‌ଙ୍କ କମ୍ପାନୀ ରେଡ୍‌ ଚିଲି ଏଣ୍ଟରଟେନ୍‌ମେଣ୍ଟ ପ୍ରଡ୍ୟୁସ୍‌ କରିଛି। https://www.instagram.com/p/Buq4uLbnsgA/?utm_source=ig_web_copy_link […]

badla

badla

Chinmayee Roy
  • Published: Friday, 08 March 2019
  • Updated: 08 March 2019, 01:08 PM IST

Sports

Latest News

ମୁମ୍ବାଇ: ଆଜି ପରଦାକୁ ଆସୁଛି ବହୁ ପ୍ରତିକ୍ଷୀତ ଫିଲ୍ମ 'ବଦଲା'।  ସିନେମାର କାହାଣୀ ବେଶ୍‌ ଦମଦାର ଥିବାବେଳେ ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ ଏବଂ ତାପସୀ ପାନ୍ନୁ। ଅମିତାଭ ଜଣେ ପୁଲିସ୍‌ ଅଫିସର ଚରିତ୍ରରେ ନଜର ଆସୁଛନ୍ତି। ଏକ ମର୍ଡର ମିଷ୍ଟ୍ରିକୁ ନେଇ ନିର୍ମାଣ ହୋଇଛି ଫିଲ୍ମ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଜୟ ଘୋଷ । ଫିଲ୍ମଟିକୁ ଶାହାରୁଖ ଖାନ୍‌ଙ୍କ କମ୍ପାନୀ ରେଡ୍‌ ଚିଲି ଏଣ୍ଟରଟେନ୍‌ମେଣ୍ଟ ପ୍ରଡ୍ୟୁସ୍‌ କରିଛି।

https://www.instagram.com/p/Buq4uLbnsgA/?utm_source=ig_web_copy_link

ଫିଲ୍ମର ଟ୍ରେଲର ଅନୁଯାୟୀ ପ୍ରଥମେ ଘର ଭିତରେ ଏକ ହତ୍ୟା କାଣ୍ଡ ହେଉଛି। ଯାହାର ଇନଭେଷ୍ଟିଗେସନ୍ ଦାୟିତ୍ୱ ଅମିତାଭଙ୍କୁ ଦିଆଯାଇଛି। କିଭଳି ଭାବେ ସେ ଏହି ମର୍ଡର ମିଷ୍ଟ୍ରିକୁ ସଲ୍‌ଭ କରୁଛନ୍ତି, ତାକୁ ଅତି ସୁନ୍ଦର ଭାବେ ପରଦାରେ ଦେଖାଇଛନ୍ତି ନିର୍ଦ୍ଦେଶକ ସୁଜୟ ଘୋଷ। ଫିଲ୍ମର ପାଖାପାଖି ବଜେଟ୍‌ ୩୦ କୋଟି ଟଙ୍କା ରହିଛି। ସୂଚନା ମୂତାବକ ଫିଲ୍ମଟିକୁ ୨୨୦୦ ସ୍କ୍ରିନ୍‌ରେ ରିଲିଜ୍‌ କରାଯାଇଛି। ତେବେ ପ୍ରଥମ ଦିନରେ ଏହା ୩ ରୁ ୪ କୋଟି ଟଙ୍କା ଆୟ କରିବ ବୋଲି ଆଶା କରାଯାଉଛି।

https://twitter.com/sujoy_g/status/1103563398011326469

ନିର୍ଦ୍ଦେଶକ ସୁଜୟଙ୍କ ସହ ଅମିତାଭଙ୍କର ଏହା ତୃତୀୟ ସିନେମା ହୋଇଥିବାବେଳେ ବିଗ୍‌ ବିଙ୍କ ସହ ତାପସୀଙ୍କ ଏହା ହେବ ଦ୍ୱିତୀୟ ଫିଲ୍ମ। ପୂର୍ବରୁ ଫିଲ୍ମର ଟ୍ରେରଲରକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି। ଟ୍ରେଲର୍‌ ରିଲିଜ୍‌ ହେବାର ମାତ୍ର ୨ ଘଣ୍ଟା ଭିତରେ ଏହାକୁ ୪ଲକ୍ଷରୁ ଅଧିକ ଥର ଦେଖା ସରିଥିଲା। ଏହା ବହୁ ଦିନ ଧରି ୟୁଟ୍ୟୁବରେ ଟପ୍‌ ଟ୍ରେଣ୍ଡରେ ରହିଥିଲା।

https://youtu.be/mSlgu8AQAd4

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story