‘ଦଙ୍ଗଲ’କୁ ୩ଟି ‘ଫିଲ୍ମ ଫେୟାର ଆୱାର୍ଡ’, ଆମୀର ଶ୍ରେଷ୍ଠ ଅଭିନେତା

ମୁମ୍ବାଇ: ‘୬୨ତମ ଜିୟୋ ଫିଲ୍ମ ଫେୟାର ଆୱାର୍ଡ’ ପ୍ରଦାନ କରାଯାଇଛି। ‘ଦଙ୍ଗଲ’ ପାଇଁ ଆମୀର ଖାଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ହାତେଇ ଥିବା ବେଳେ ‘ଉଡ୍‌ତା ପଞ୍ଜାବ’ ପାଇଁ ଆଲିଆ ଭଟ୍ଟ ପାଇଛନ୍ତି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର। ‘ଦଙ୍ଗଲ’ ଆଉ ଦୁଇଟି ପ୍ରମୁଖ ପୁରସ୍କାର ବି ହାତେଇ ଥିଲା। ଏହାକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କାର କରାଯାଇଥିବା ବେଳେ ଏହାର ନିର୍ଦ୍ଦେଶକ ନୀତେଶ ତିୱାରୀ ପାଇଥିଲେ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର।

amir-alia-bhatt

amir-alia-bhatt

Rakesh Mallick
  • Published: Sunday, 15 January 2017
  • Updated: 15 January 2017, 10:03 PM IST

Sports

Latest News

ମୁମ୍ବାଇ: ‘୬୨ତମ ଜିୟୋ ଫିଲ୍ମ ଫେୟାର ଆୱାର୍ଡ’ ପ୍ରଦାନ କରାଯାଇଛି। ‘ଦଙ୍ଗଲ’ ପାଇଁ ଆମୀର ଖାଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ହାତେଇ ଥିବା ବେଳେ ‘ଉଡ୍‌ତା ପଞ୍ଜାବ’ ପାଇଁ ଆଲିଆ ଭଟ୍ଟ ପାଇଛନ୍ତି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର।

‘ଦଙ୍ଗଲ’ ଆଉ ଦୁଇଟି ପ୍ରମୁଖ ପୁରସ୍କାର ବି ହାତେଇ ଥିଲା। ଏହାକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କାର କରାଯାଇଥିବା ବେଳେ ଏହାର ନିର୍ଦ୍ଦେଶକ ନୀତେଶ ତିୱାରୀ ପାଇଥିଲେ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos