‘ISHQ ପୁଣି ଥରେ’ର ଆସିଲା ଫାଷ୍ଟ୍‌ ଲୁକ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତରଙ୍ଗ ସିନେ ପ୍ରଡକ୍ସନ୍ସ ଏବଂ ରତ୍ନା ବ୍ୟାନର୍ସ ଦ୍ୱାରା ନିର୍ମାଣ ହେଉଥିବା ‘ISHQ ପୁଣି ଥରେ’ର ଫାଷ୍ଟ୍‌ ଲୁକ୍‌ ଆସିଛି। ଏହି ଫିଲ୍ମ ଜରିଆରେ ଓଲିଉଡ୍‌ ସୁପରଷ୍ଟାର ଅରିନ୍ଦମ୍‌ ଏବଂ ଅଭିନେତ୍ରୀ ଏଲିନା ସାମନ୍ତରାୟ ପ୍ରାୟ ୩ ବର୍ଷ ପରେ ପୁଣି ଥରେ ପରଦାରେ ଏକାଠି ହୋଇଛନ୍ତି। ଜ୍ୟୋତି ଦାସ ଏହାର ନିର୍ଦ୍ଦେଶନା ଦେଉଛନ୍ତି। ପୂର୍ବରୁ ସେ ‘ଶୁଭବିବାହ’, ‘ତୋ ବିନା ଭଲ ଲାଗେନା’ ଓ ‘ଅଶୋକ ସମ୍ରାଟ୍‌’ରେ ନିର୍ଦ୍ଦେଶନା ଦେଇ ସାରିଛନ୍ତି। […]

arimdam

arimdam

Rakesh Mallick
  • Published: Tuesday, 21 August 2018
  • Updated: 21 August 2018, 04:05 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତରଙ୍ଗ ସିନେ ପ୍ରଡକ୍ସନ୍ସ ଏବଂ ରତ୍ନା ବ୍ୟାନର୍ସ ଦ୍ୱାରା ନିର୍ମାଣ ହେଉଥିବା ‘ISHQ ପୁଣି ଥରେ’ର ଫାଷ୍ଟ୍‌ ଲୁକ୍‌ ଆସିଛି।

ଏହି ଫିଲ୍ମ ଜରିଆରେ ଓଲିଉଡ୍‌ ସୁପରଷ୍ଟାର ଅରିନ୍ଦମ୍‌ ଏବଂ ଅଭିନେତ୍ରୀ ଏଲିନା ସାମନ୍ତରାୟ ପ୍ରାୟ ୩ ବର୍ଷ ପରେ

ପୁଣି ଥରେ ପରଦାରେ ଏକାଠି ହୋଇଛନ୍ତି।

ଜ୍ୟୋତି ଦାସ ଏହାର ନିର୍ଦ୍ଦେଶନା ଦେଉଛନ୍ତି। ପୂର୍ବରୁ ସେ ‘ଶୁଭବିବାହ’, ‘ତୋ ବିନା ଭଲ ଲାଗେନା’ ଓ ‘ଅଶୋକ ସମ୍ରାଟ୍‌’ରେ ନିର୍ଦ୍ଦେଶନା ଦେଇ ସାରିଛନ୍ତି। ଏହାର ମ୍ୟୁଜିକ୍‌ ଡାଇରେକ୍ଟର ଅଛନ୍ତି ପ୍ରେମ୍‌ ଆନନ୍ଦ।

ଫିଲ୍ମର ମହୁରତ ବେଳେ ଓଲିଉଡ଼ର କିଛି କଳାକାରଙ୍କୁ ଦେଖିବାକୁ ମିଳିଥିଲା। ବବି ମିଶ୍ର ମଧ୍ୟ ମହୁରତ୍‌ ବେଳେ ଉପସ୍ଥିତ ଥିଲେ।

ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ‘ISHQ ତୁ ହି ତୁ’ରେ ଅରିନ୍ଦମ୍‌ ଏବଂ ଏଲିନାଙ୍କୁ ଏକାଠି ଦେଖିବାକୁ ମିଳିଥିଲା।

ଏହି ଫିଲ୍ମରେ ଏଲିନା ଓଲିଉଡ଼ରେ ଡେବ୍ୟୁ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos