ଗୋଆରେ ନୂଆବର୍ଷ କାଟୁଛନ୍ତି ମଲାଇକା ଓ ଅରବାଜ

ନୂଆଦିଲ୍ଲୀ: ଗୋଆରେ ନୂଆବର୍ଷ ଛୁଟି କାଟୁଛନ୍ତି ଅଭିନେତ୍ରୀ ମଲାଇକା ଆରୋରା ଖାନ୍‌। ସାଥିରେ ଅଛନ୍ତି ଭଉଣୀ ଅମୃତା, ମା’ ଓ ପତି ଅରବାଜ ଖାନ୍‌। ଏହି ସେଲିବ୍ରେସନ୍‌ର କିଛି ଫଟୋ ମଲାଇକା ଓ ତାଙ୍କ ସାନ ଭଉଣୀ ଅମୃତା ସୋସିଆଲ ମିଡ଼ିଆରେ ଛାଡ଼ିଛନ୍ତି। ଏଥିରୁ ଗୋଟିଏ ଫଟୋରେ ମଲାଇକା ଓ ତାଙ୍କ ପରିବାର ସହ ଅରବାଜଙ୍କୁ ଦେଖିବାକୁ ମିଳିଛି। ଅରବାଜ ଏବଂ ମଲାଇକାଙ୍କ ବିବାହ ୧୯୯୮ ମସିହାରେ ହୋଇଥିଲେ। ସେମାନଙ୍କର ଗୋଟିଏ ଝିଅ ଅଛି। ତେବେ ଉଭୟଙ୍କ […]

malaika-arbaaz

malaika-arbaaz

Rakesh Mallick
  • Published: Sunday, 01 January 2017
  • Updated: 01 January 2017, 05:09 PM IST

Sports

Latest News

ନୂଆଦିଲ୍ଲୀ: ଗୋଆରେ ନୂଆବର୍ଷ ଛୁଟି କାଟୁଛନ୍ତି ଅଭିନେତ୍ରୀ ମଲାଇକା ଆରୋରା ଖାନ୍‌। ସାଥିରେ ଅଛନ୍ତି ଭଉଣୀ ଅମୃତା, ମା’ ଓ ପତି ଅରବାଜ ଖାନ୍‌। ଏହି ସେଲିବ୍ରେସନ୍‌ର କିଛି ଫଟୋ ମଲାଇକା ଓ ତାଙ୍କ ସାନ ଭଉଣୀ ଅମୃତା ସୋସିଆଲ ମିଡ଼ିଆରେ ଛାଡ଼ିଛନ୍ତି। ଏଥିରୁ ଗୋଟିଏ ଫଟୋରେ ମଲାଇକା ଓ ତାଙ୍କ ପରିବାର ସହ ଅରବାଜଙ୍କୁ ଦେଖିବାକୁ ମିଳିଛି।

ଅରବାଜ ଏବଂ ମଲାଇକାଙ୍କ ବିବାହ ୧୯୯୮ ମସିହାରେ ହୋଇଥିଲେ। ସେମାନଙ୍କର ଗୋଟିଏ ଝିଅ ଅଛି। ତେବେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବା ସହ ଛାଡପତ୍ର ପାଇଁ ସେମାନେ ଏବେ କୋର୍ଟରେ ଆବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos