ଗୋବିନ୍ଦାଙ୍କ ଝିଅ କଲେ ଧମାକାଦାର ଡେବ୍ୟୁ, ଦର୍ଶକ ଫିଦା

ମୁମ୍ବାଇ: ବଲିଉଡରେ ଏବେ ଚାଲିଛି ଷ୍ଟାରକିଡ୍‌ଙ୍କ ଜମାନା। ବି-ଟାଉନ୍‌ରେ ସବୁବେଳେ କେଉଁ ନା କେଉଁ ତାରକାଙ୍କ ପିଲାଙ୍କୁ ନେଇ ଚର୍ଚ୍ଚା ହେଉଥାଏ। କାହାର ନୂଆ ଫିଲ୍ମ ରିଲିଜ୍ ହେଉଛି ତ କିଏ ପୁଣି ଡେବ୍ୟୁ କରିବାକୁ ଯାଉଛନ୍ତି। ଆଉ ଏବେ ଯେଉଁ ଷ୍ଟାର କିଡ୍‌ ଚର୍ଚ୍ଚାରେ ରହିଛନ୍ତି ସେ ହେଉଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦାଙ୍କ ଝିଅ ଟିନା ଆହୁଜା। ନିକଟରେ ଟିନା ମ୍ୟୁଜିକ୍‌ ଭିଡିଓରେ ଡେବ୍ୟୁ କରିଛନ୍ତି। ଯାହାର ନାଁ ହେଉଛି ‘ମିଲୋ ନା ତୁମ୍’। ଏହି […]

tina-aahuja

tina-aahuja

Chinmayee Roy
  • Published: Saturday, 14 September 2019
  • Updated: 14 September 2019, 04:41 PM IST

Sports

Latest News

ମୁମ୍ବାଇ: ବଲିଉଡରେ ଏବେ ଚାଲିଛି ଷ୍ଟାରକିଡ୍‌ଙ୍କ ଜମାନା। ବି-ଟାଉନ୍‌ରେ ସବୁବେଳେ କେଉଁ ନା କେଉଁ ତାରକାଙ୍କ ପିଲାଙ୍କୁ ନେଇ ଚର୍ଚ୍ଚା ହେଉଥାଏ। କାହାର ନୂଆ ଫିଲ୍ମ ରିଲିଜ୍ ହେଉଛି ତ କିଏ ପୁଣି ଡେବ୍ୟୁ କରିବାକୁ ଯାଉଛନ୍ତି। ଆଉ ଏବେ ଯେଉଁ ଷ୍ଟାର କିଡ୍‌ ଚର୍ଚ୍ଚାରେ ରହିଛନ୍ତି ସେ ହେଉଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦାଙ୍କ ଝିଅ ଟିନା ଆହୁଜା। ନିକଟରେ ଟିନା ମ୍ୟୁଜିକ୍‌ ଭିଡିଓରେ ଡେବ୍ୟୁ କରିଛନ୍ତି। ଯାହାର ନାଁ ହେଉଛି ମିଲୋ ନା ତୁମ୍ ଏହି ଗୀତଟି ସେ ସିଙ୍ଗର୍ ଗଜେନ୍ଦ୍ର ବର୍ମାଙ୍କ ସହ କରିଛନ୍ତି। ଏ ହେଉଛନ୍ତି ସେହି ଗଜେନ୍ଦ୍ର ବର୍ମା ଯିଏ ନିଜ ତେରା ଘାଟା’ ଗୀତରୁ ଜବରଦସ୍ତ ଲୋକପ୍ରିୟତା ପାଇଥିଲେ।

https://www.instagram.com/p/B1sivRIposD/?utm_source=ig_web_copy_link

ନୂଆ ମ୍ୟୁଜିକ ଭିଡିଓରେ ଟିନାଙ୍କ ଜବରଦସ୍ତ ଲୁକ୍‌ରେ ଦର୍ଶକ ଫିଦା ହୋଇଯାଇଛନ୍ତି। ସୋଶାଲ୍‌ ମିଡିଆରେ ସବୁଆଡ଼େ ଖାଲି ଟିନାଙ୍କୁ ନେଇ ଚର୍ଚ୍ଚା। ଏହି ଗୀତଟି ୧୯୭୦ରେ ଆସିଥିବା ଫିଲ୍ମ ହୀର ରାଞ୍ଝାର ଗୀତ ମିଲୋନା ତୁମ୍‌ ତୋ ହମ୍‌ ଘବରାଏ ଗୀତର ରିମିକ୍ସ ଭର୍ସନ୍। ଏହି ଗୀତରେ ଟିନା ବହୁତ ସୁନ୍ଦର ଦେଖାଯାଉଛନ୍ତି। ଦର୍ଶକ ତାଙ୍କ ଦିୱାନା ହୋଇଯାଇଛନ୍ତି। ଏବେ ଯାଏଁ ଗୀତଟିକୁ ୟୁଟ୍ୟୁବ୍‌ରେ  ପାଖା ପାଖି ୯୦ ଲକ୍ଷ ଲୋକ ଦେଖିସାରିଲେଣି। ଏହା ବ୍ୟତୀତ ଗୀତର କମେଣ୍ଟ ବକ୍ସରେ ମଧ୍ୟ ଲୋକେ ଟିନାଙ୍କର ଭୂରି ଭୂରି ପ୍ରଶଂସା କରୁଛନ୍ତି।

https://www.instagram.com/p/BoW7xyzFpLd/?utm_source=ig_web_copy_link

https://www.instagram.com/p/Bs-TpBSDS4f/?utm_source=ig_web_copy_link

ଟିନା ସୋଶାଲ୍‌ ମିଡିଆରେ ବେଶ୍ ଆକ୍ଟିଭ ରୁହନ୍ତି। ପ୍ରାୟ ସମୟରେ ସେ ନିଜର ସୁନ୍ଦର ସୁନ୍ଦର ଫଟୋ ଶେୟାର କରନ୍ତି। ଟିନା ନିଜର ନୂଆ ମ୍ୟୁଜିକ୍‌ ଭିଡିଓର ପ୍ରମୋଶନ ପାଇଁ ଟିକ୍‌ଟକ୍‌ରେ ମଧ୍ୟ ଡେବ୍ୟୁ କରିଛନ୍ତି।  ଟିନାଙ୍କ ଫ୍ୟାନଫଲୋଇଂ ଦେଖି ଯଦି ଆମେ ତାଙ୍କୁ ଅପକମିଂ ଷ୍ଟାର୍‌ କହିବା ତେବେ କିଛି ଭୁଲ ହେବନାହିଁ।  ଏକ ସାକ୍ଷାତକାରରେ ଟିନାଙ୍କୁ ବଲିଉଡ ଡେବ୍ୟୁ କେବେ କରିବେ ପଚାରିବାରୁ ସେ କହିଥିଲେ, ମୁଁ ବଲିଉଡରେ କାମ କରିବାକୁ ଚାହୁଁଛି କିନ୍ତୁ ମୋର ସର୍ତ୍ତ, ସ୍କ୍ରିପ୍ଟ ଭଲ ହୋଇଥିବା ଦରକାର। ମୁଁ ବଡ଼ବଡ଼ ଷ୍ଟାରଙ୍କ ସହ କାମ କରିବାକୁ ଇଚ୍ଛା ରଖେନାହିଁ। ମୁଁ ଏବେଯାଏ କୌଣସି ଫିଲ୍ମ ଏଥିପାଇଁ ସାଇନ୍‌ କରିନାହିଁ, କାରଣ ମୋତେ କିଛି ଭଲ ସ୍କ୍ରିପ୍ଟ ମିଳିନାହିଁ।

https://youtu.be/pv6W3RJB918

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story