ରିଲିଜ ହେଲା ‘ହାରାମଖୋର’ର ଅଫିସିଆଲ ଟ୍ରେଲର

ମୁମ୍ବାଇ: ଅଭିନେତା ନୱାଜୁଦ୍ଦିନ୍‌ ସିଦ୍ଦିକିଙ୍କ ‘ହାରାମଖୋର’ର ଅଫିସିଆଲ ଟ୍ରେଲର ରିଲିଜ ହୋଇଯାଇଛି। ଏହି ଫିଲ୍ମରେ ନୱାଜୁଦ୍ଦିନ୍‌ଙ୍କ ସହ ‘ମସାନ୍‌’ ଫେମ୍‌ ଶ୍ୱେତା ତ୍ରିପାଠୀ ନଜର ଆସିବେ। ଶ୍ଲୋକ ଶର୍ମାଙ୍କ ନିର୍ଦ୍ଦେଶନାରେ କରାଯାଇଥିବା ଏହି ଫିଲ୍ମରେ ଶ୍ୱେତା ଜଣେ ୧୪ବର୍ଷର ଝିଅ ଏବଂ ନୱାଜୁଦ୍ଦିନ୍‌ ଜଣେ ଟ୍ୟୁସନ୍‌ ମାଷ୍ଟର ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ଶିକ୍ଷକ ଓ ଛାତ୍ରୀ ମଧ୍ୟରେ ଗଢ଼ି ଉଠିଥିବା ପ୍ରେମ କାହାଣୀକୁ ଦେଖାଯାଇଛି। ଫିଲ୍ମଟି ୧୩ ଜାନୁଆରୀରେ ରିଲିଜ କରାଯିବ। ଫିଲ୍ମର ପ୍ରିମିୟର ନ୍ୟୁୟର୍କ […]

haramkhor_poster

haramkhor_poster

Rakesh Mallick
  • Published: Tuesday, 27 December 2016
  • Updated: 27 December 2016, 05:00 PM IST

ମୁମ୍ବାଇ: ଅଭିନେତା ନୱାଜୁଦ୍ଦିନ୍‌ ସିଦ୍ଦିକିଙ୍କ ‘ହାରାମଖୋର’ର ଅଫିସିଆଲ ଟ୍ରେଲର ରିଲିଜ ହୋଇଯାଇଛି। ଏହି ଫିଲ୍ମରେ ନୱାଜୁଦ୍ଦିନ୍‌ଙ୍କ ସହ ‘ମସାନ୍‌’ ଫେମ୍‌ ଶ୍ୱେତା ତ୍ରିପାଠୀ ନଜର ଆସିବେ। ଶ୍ଲୋକ ଶର୍ମାଙ୍କ ନିର୍ଦ୍ଦେଶନାରେ କରାଯାଇଥିବା ଏହି ଫିଲ୍ମରେ ଶ୍ୱେତା ଜଣେ ୧୪ବର୍ଷର ଝିଅ ଏବଂ ନୱାଜୁଦ୍ଦିନ୍‌ ଜଣେ ଟ୍ୟୁସନ୍‌ ମାଷ୍ଟର ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ଶିକ୍ଷକ ଓ ଛାତ୍ରୀ ମଧ୍ୟରେ ଗଢ଼ି ଉଠିଥିବା ପ୍ରେମ କାହାଣୀକୁ ଦେଖାଯାଇଛି।

ଫିଲ୍ମଟି ୧୩ ଜାନୁଆରୀରେ ରିଲିଜ କରାଯିବ। ଫିଲ୍ମର ପ୍ରିମିୟର ନ୍ୟୁୟର୍କ ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲରେ କରାଯାଇଥିଲା। ଫିଲ୍ମରେ ନୱାଜୁଦ୍ଦିନ୍‌ଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନରେ ସମ୍ମାନିତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story