ପୁଣି ବଡ଼ ପରଦାକୁ ଫେରୁଛନ୍ତି ମୁନୀ

 ମୁମ୍ବାଇ: ଅନେକ ଦିନର ବ୍ୟବଧାନ ପରେ ପୁଣି ଫେରୁଛନ୍ତି ସଲମାନ୍‌ଙ୍କ ମୁନୀ।  ଆଜ୍ଞା ହଁ  ଆପଣଙ୍କ ଅନୁମାନ ପୂରା ଠିକ୍‌। ଆମେ କହୁଛୁ  ‘ବଜରଙ୍ଗୀ ଭାଇଜାନ୍‌’ରେ ଶିଶୁ କଳାକାର ଭାବେ ବଲିଉଡ୍‌ରେ ଡେବ୍ୟୁ କରିଥିବା ମୁନୀ ତଥା ହର୍ଷାଳୀ ମଲହୋତ୍ରା ବିଷୟରେ।  ହର୍ଷାଳୀଙ୍କ ଫ୍ୟାନ୍‌ ମାନଙ୍କ ପାଇଁ ଖୁସି ଖବର। ସେ ‘ବଜରଙ୍ଗୀ ଭାଇଜାନ’ ପରେ ଆଉ ଏକ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି। ଏଥିରେ ସେ ଅର୍ଜୁନ୍‌ ରାମପାଲଙ୍କ ସହ ନଜର ଆସିବେ।ନିଜର ପ୍ରଥମ ଫିଲ୍ମରୁ […]

Harshaali

Harshaali

Rakesh Mallick
  • Published: Monday, 27 November 2017
  • Updated: 27 November 2017, 02:02 PM IST

Sports

Latest News

 ମୁମ୍ବାଇ: ଅନେକ ଦିନର ବ୍ୟବଧାନ ପରେ ପୁଣି ଫେରୁଛନ୍ତି ସଲମାନ୍‌ଙ୍କ ମୁନୀ।  ଆଜ୍ଞା ହଁ  ଆପଣଙ୍କ ଅନୁମାନ ପୂରା ଠିକ୍‌। ଆମେ କହୁଛୁ  ‘ବଜରଙ୍ଗୀ ଭାଇଜାନ୍‌’ରେ ଶିଶୁ କଳାକାର ଭାବେ ବଲିଉଡ୍‌ରେ ଡେବ୍ୟୁ କରିଥିବା ମୁନୀ ତଥା ହର୍ଷାଳୀ ମଲହୋତ୍ରା ବିଷୟରେ।  ହର୍ଷାଳୀଙ୍କ ଫ୍ୟାନ୍‌ ମାନଙ୍କ ପାଇଁ ଖୁସି ଖବର। ସେ ‘ବଜରଙ୍ଗୀ ଭାଇଜାନ’ ପରେ ଆଉ ଏକ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି। ଏଥିରେ ସେ ଅର୍ଜୁନ୍‌ ରାମପାଲଙ୍କ ସହ ନଜର ଆସିବେ।ନିଜର ପ୍ରଥମ ଫିଲ୍ମରୁ ହିଁ ସେ ଲୋକଙ୍କ ହୃଦୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଫିଲ୍ମ ଦୁନିଆରେ ପାଦ ଦେଉ ଦେଉ ଯେମତି ସମସ୍ତଙ୍କର ପ୍ରିୟ ହୋଇ ଯାଇଛନ୍ତି। ଆଜି ବି ତାଙ୍କ କ୍ରେଜ୍‌ କାହିଁରେ କ’ଣ।  ଅର୍ଜୁନ୍ ସୋସିଆଲ ମିଡିଆରେ ଫିଲ୍ମର ନାଁ ‘ନାସ୍ତିକ’ ବୋଲି ଉଲ୍ଲେଖ କରିଛନ୍ତି। ଅର୍ଜୁନ ନିଜ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ନିଜର ଓ ହର୍ଷାଳୀଙ୍କ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story