ହଲିଉଡ୍‌ରେ ଡେବ୍ୟୁ କରିବେ ହିନା, ଶେଆର୍‌ କଲେ ଫିଲ୍ମର ଫାଷ୍ଟ୍‌ ଲୁକ୍

ମୁମ୍ବାଇ: ଟେଲି ଦୁନିଆର ଅନ୍ୟତମ ଷ୍ଟାଇଲିଶ୍‌ ଅଭିନେତ୍ରୀ ହିନା ଖାନ୍ ନିଜ ବଲିଉଡ୍‌ ଡେବ୍ୟୁକୁ ନେଇ କିଛିଦିନ ହେବ ଚର୍ଚ୍ଚାରେ ରହିଛନ୍ତି। କିନ୍ତୁ ଏବେ ତାଙ୍କୁ ନେଇ ଆଉ ଏକ ବଡ଼ ଖବର ଆସିଛି। ସେ ହଲିଉଡ୍‌ରେ ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି। ଖୁବ୍‌ଶୀଘ୍ର ଦର୍ଶକମାନେ ତାଙ୍କୁ ଇଣ୍ଡୋ-ହଲିଉଡ୍‌ ଫିଲ୍ମ ‘ଦ କଣ୍ଟ୍ରି ଅଫ୍ ୱାଇଲ୍ଡ’ରେ ଦେଖିବାକୁ ପାଇବେ। ସେ ଏହି ଫିଲ୍ମର ଫାଷ୍ଟ୍‌ ଲୁକ୍‌କୁ ସୋଶାଲ୍ ମିଡିଆରେ ଶେଆର୍ କରିଛନ୍ତି। ହିନା ତାଙ୍କ ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ୍‌ […]

hina-mhan

hina-mhan

Chinmayee Roy
  • Published: Tuesday, 17 September 2019
  • Updated: 18 September 2019, 10:40 AM IST

Sports

Latest News

ମୁମ୍ବାଇ: ଟେଲି ଦୁନିଆର ଅନ୍ୟତମ ଷ୍ଟାଇଲିଶ୍‌ ଅଭିନେତ୍ରୀ ହିନା ଖାନ୍ ନିଜ ବଲିଉଡ୍‌ ଡେବ୍ୟୁକୁ ନେଇ କିଛିଦିନ ହେବ ଚର୍ଚ୍ଚାରେ ରହିଛନ୍ତି। କିନ୍ତୁ ଏବେ ତାଙ୍କୁ ନେଇ ଆଉ ଏକ ବଡ଼ ଖବର ଆସିଛି। ସେ ହଲିଉଡ୍‌ରେ ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି। ଖୁବ୍‌ଶୀଘ୍ର ଦର୍ଶକମାନେ ତାଙ୍କୁ ଇଣ୍ଡୋ-ହଲିଉଡ୍‌ ଫିଲ୍ମ ‘ଦ କଣ୍ଟ୍ରି ଅଫ୍ ୱାଇଲ୍ଡ’ରେ ଦେଖିବାକୁ ପାଇବେ। ସେ ଏହି ଫିଲ୍ମର ଫାଷ୍ଟ୍‌ ଲୁକ୍‌କୁ ସୋଶାଲ୍ ମିଡିଆରେ ଶେଆର୍ କରିଛନ୍ତି।

ହିନା ତାଙ୍କ ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଫିଲ୍ମର ଫାଷ୍ଟ୍ ଲୁକ୍‌ ଶେଆର୍‌ କରି ଲେଖିଛନ୍ତି,“ଭେଟନ୍ତୁ ‘ଗୋଶା’କୁ। ମୋର ପ୍ରଥମ ଇଣ୍ଡୋ-ହଲିଉଡ୍‌ ପ୍ରୋଜେକ୍ଟ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ରାହତ କାଜ୍‌ମି।”

https://www.instagram.com/p/B2Q2_dQFUuE/?utm_source=ig_web_copy_link

ଏହି ଫଟୋରେ ହିନାଙ୍କୁ ଜଣେ ଆଦିବାସୀ ଝିଅ ବେଶରେ ଦେଖିବାକୁ ମିଳିଛି। ସେ ପଶୁଙ୍କ ଚମଡ଼ା ଓ ପରରେ ତିଆରି ଡ୍ରେସ୍ ପିନ୍ଧିଛନ୍ତି ଏବଂ ହାତରେ ଧନୁତୀର ଧରିଛନ୍ତି। ନିଜ ଲୁକ୍‌କୁ ବିଦେଶୀ ସ୍ପର୍ଶ ଦେବା ପାଇଁ ସେ ଆଖିରେ ସବୁଜ ରଙ୍ଗର ଲେନ୍ସ ପିନ୍ଧିଛନ୍ତି।

https://www.instagram.com/p/B1Ohn1EHQxa/?utm_source=ig_web_copy_link

ସୂଚନା ଅନୁଯାୟୀ, ଫିଲ୍ମ ‘ଦ କଣ୍ଟ୍ରି ଅଫ୍ ୱାଇଲ୍ଡ’ରେ ହିନା ‘ଗୋଶା’ ନାମକ ଜଣେ ଦିବ୍ୟାଙ୍ଗ ଝିଅର ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଚରିତ୍ରକୁ ଭଲ ଭାବେ ବୁଝିବା ପାଇଁ ହିନା ଦିବ୍ୟାଙ୍ଗ ସ୍କୁଲ୍‌ରେ ଟ୍ରେନିଂ ମଧ୍ୟ ନେଇଛନ୍ତି। ଏହି ଫିଲ୍ମଟି ‘ଦ କଣ୍ଟ୍ରି ଅଫ୍ ୱାଇଲ୍ଡ’ ପୁସ୍ତକ ଉପରେ ଆଧାରିତ। ଏହାର ଶୁଟିଂ ଶେଷ ହୋଇଯାଇଛି। ଫିଲ୍ମଟି ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ରିଲିଜ୍ ହେବ।

https://www.instagram.com/p/B2ULaJVp8_2/?utm_source=ig_web_copy_link

ସୂଚନାଯୋଗ୍ୟ, ହିନା ଖାନ୍‌ ଏବେ ବଲିଉଡ୍‌ ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ଫିଲ୍ମ ‘ହ୍ୟାକ୍ଡ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସେ ଏକ ଫ୍ୟାଶନ୍‌ ପତ୍ରିକାର ସଂପାଦକ ଭୂମିକାରେ ଅଭିନୟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story