ଶୀଘ୍ର ହୋଇପାରେ ସୋନାକ୍ଷୀ-ବଣ୍ଟିଙ୍କ ନିର୍ବନ୍ଧ

ମୁମ୍ବାଇ: ଶତ୍ରୁଘ୍ନ ସିଂହ୍ନା ଲାଡଲୀ ସୋନାକ୍ଷୀ ଏବଂ ବଣ୍ଟି ସଜଦେହଙ୍କର ଶୀଘ୍ର ନିର୍ବନ୍ଧ ହେବାକୁ ଯାଉଛି। ଦିଲ୍ଲୀ ମିରଟ ଖବର ଅନୁସାରେ ଏହି ଦୁଇ ଲଭ କପଲଙ୍କ ନିର୍ବନ୍ଧ ୨୦୧୭ ଫେବୃଆରୀକୁ ହେବାକୁ ଯାଉଛି। ୨୦୧୨ରୁ ଉଭୟଙ୍କ ସମ୍ପର୍କକୁ ନେଇ ଆଲୋଚନା ହେଉଛି। ହେଲେ ସୋନାକ୍ଷୀ ସବୁ ବେଳେ ଏହାକୁ ଖଣ୍ଡନ କରି ଆସିଛନ୍ତି। ବଣ୍ଟି ହେଉଛନ୍ତି ଦବଙ୍ଗ ଷ୍ଟାର ସଲମାନଙ୍କ ଭାଇ ସୋହେଲ ଖାନଙ୍କ ଶାଳକ। ଉଭୟଙ୍କ ଏକାଧିକ ଥର ଏକାଠି ଦେଖିବାକୁ ମିଳୁଛି। ଏହା […]

sonakshi_bunty

sonakshi_bunty

Rakesh Mallick
  • Published: Friday, 30 December 2016
  • Updated: 30 December 2016, 04:01 PM IST

Sports

Latest News

ମୁମ୍ବାଇ: ଶତ୍ରୁଘ୍ନ ସିଂହ୍ନା ଲାଡଲୀ ସୋନାକ୍ଷୀ ଏବଂ ବଣ୍ଟି ସଜଦେହଙ୍କର ଶୀଘ୍ର ନିର୍ବନ୍ଧ ହେବାକୁ ଯାଉଛି। ଦିଲ୍ଲୀ ମିରଟ ଖବର ଅନୁସାରେ ଏହି ଦୁଇ ଲଭ କପଲଙ୍କ ନିର୍ବନ୍ଧ ୨୦୧୭ ଫେବୃଆରୀକୁ ହେବାକୁ ଯାଉଛି।

୨୦୧୨ରୁ ଉଭୟଙ୍କ ସମ୍ପର୍କକୁ ନେଇ ଆଲୋଚନା ହେଉଛି। ହେଲେ ସୋନାକ୍ଷୀ ସବୁ ବେଳେ ଏହାକୁ ଖଣ୍ଡନ କରି ଆସିଛନ୍ତି। ବଣ୍ଟି ହେଉଛନ୍ତି ଦବଙ୍ଗ ଷ୍ଟାର ସଲମାନଙ୍କ ଭାଇ ସୋହେଲ ଖାନଙ୍କ ଶାଳକ। ଉଭୟଙ୍କ ଏକାଧିକ ଥର ଏକାଠି ଦେଖିବାକୁ ମିଳୁଛି।

ଏହା ପୂର୍ବରୁ ବଣ୍ଟି ସୁସ୍ମିତା ସେନଙ୍କ ସହ ଡେଟ୍‌ କରି ସରିଛନ୍ତି। ବିରାଟ କୋହଲି, ଶେଖର ଧୱନ ଏବଂ ରୋହିତ ଶର୍ମାଙ୍କ ମ୍ୟାନେଜର ଭାବେ ମଧ୍ୟ ବଣ୍ଟି କାମ କରିସାରିଛନ୍ତି। ସେହିପରି ଦୀୟା ମିର୍ଜା, ନେହା ଧୂପିୟା ଏବଂ ସମୀରା ରେଡ୍ଡିଙ୍କ ସହିତ ବଣ୍ଟିଙ୍କ ସମ୍ପର୍କ ଥିବା ଚର୍ଚ୍ଚା ହେଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos