ସାହସ ଦେଖାଇଲେ ରାଧିକ, ଏଣ୍ଟ୍ରି କରି ପାରିଲେନି ସାରା

ମୁମ୍ବାଇ: ଫିଲ୍ମ ‘ପଟାଖା’ ଜରିଆରେ ବଲିଉଡ୍‌ରେ ପାଦ ଦେଇଥିବା ଅଭିନେତ୍ରୀ ରାଧିକା ମଦାନ ଏବେ ଏକ ବଡ଼ ପ୍ରୋଜେକ୍ଟରେ କାମ କରୁଛନ୍ତି। ସେ ଇରଫାନ୍‌ ଖାନ୍‌ ଓ କରୀନା କପୁର ଖାନ୍‌ଙ୍କ ସହ ଫିଲ୍ମ ‘ହିନ୍ଦୀ ମିଡିୟମ୍‌’ର ସିକ୍ୱେଲ ‘ଇଂରାଜୀ ମିଡିୟମ୍‌’ରେ ଅଭିନୟ କରୁଛନ୍ତି। ରାଧିକା ଏହି ଫିଲ୍ମରେ ଇରଫାନ୍‌ଙ୍କ ଝିଅ ଭୂମିକାରେ ଅଭିନୟ କରୁଛନ୍ତି। ତେବେ ନିକଟରେ ସେ ଏକ ସାକ୍ଷାତକାରରେ କହିଥିଲେ ଯେ ବଲିଉଡ୍‌ରେ ପରିବାରବାଦ ଯୋଗୁ ତାଙ୍କୁ ହୁଏତ ବଡ଼ କ୍ଷତି ସହିବାକୁ […]

radhika-madan

radhika-madan

Chinmayee Roy
  • Published: Wednesday, 04 September 2019
  • Updated: 05 September 2019, 02:12 PM IST

Sports

Latest News

ମୁମ୍ବାଇ: ଫିଲ୍ମ ‘ପଟାଖା’ ଜରିଆରେ ବଲିଉଡ୍‌ରେ ପାଦ ଦେଇଥିବା ଅଭିନେତ୍ରୀ ରାଧିକା ମଦାନ ଏବେ ଏକ ବଡ଼ ପ୍ରୋଜେକ୍ଟରେ କାମ କରୁଛନ୍ତି। ସେ ଇରଫାନ୍‌ ଖାନ୍‌ ଓ କରୀନା କପୁର ଖାନ୍‌ଙ୍କ ସହ ଫିଲ୍ମ ‘ହିନ୍ଦୀ ମିଡିୟମ୍‌’ର ସିକ୍ୱେଲ 'ଇଂରାଜୀ ମିଡିୟମ୍‌'ରେ ଅଭିନୟ କରୁଛନ୍ତି। ରାଧିକା ଏହି ଫିଲ୍ମରେ ଇରଫାନ୍‌ଙ୍କ ଝିଅ ଭୂମିକାରେ ଅଭିନୟ କରୁଛନ୍ତି। ତେବେ ନିକଟରେ ସେ ଏକ ସାକ୍ଷାତକାରରେ କହିଥିଲେ ଯେ ବଲିଉଡ୍‌ରେ ପରିବାରବାଦ ଯୋଗୁ ତାଙ୍କୁ ହୁଏତ ବଡ଼ କ୍ଷତି ସହିବାକୁ ପଡ଼ିଥା’ନ୍ତା।

https://www.instagram.com/p/Bu38rv6DBEY/?utm_source=ig_web_copy_link

ରାଧିକା କହିଥିଲେ, “ଫିଲ୍ମର ନିର୍ମାତା ଦିନେଶ ବିଜାନ ଏହି ରୋଲ୍‌ କୌଣସି ଷ୍ଟାର କିଡ୍‌ଙ୍କୁ ଦେବାକୁ ଚାହୁଁଥିଲେ। ହେଲେ ମୁଁ ଏହି ରୋଲ୍‌ ପାଇଁ ଇଚ୍ଛୁକ ଥିଲି। ମୁଁ ତାଙ୍କୁ କହିଥିଲି ଯେ, ଯଦି ସେ ଚହିଁବେ ତା’ହେଲେ ମୋର ଏକାଧିକ ଅଡିଶନ୍ ନେଇପାରିବେ। କିନ୍ତୁ ମୋତେ ଏହି ରୋଲ୍‌ ଦେବା ପାଇଁ ଗମ୍ଭୀରତାର ସହ ବିଚାର କରାଯାଉ। ତା’ପରେ ଯାଇ ମୋତେ ଏହି ରୋଲ୍ ମିଳିଥିଲା।”

https://www.instagram.com/p/B1nl1yJFKc5/?utm_source=ig_web_copy_link

ରାଧିକାଙ୍କ ଏଣ୍ଟ୍ରି ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ‘ଇଂରାଜୀ ମିଡିୟମ୍‌’ରେ ଇରଫାନଙ୍କ ଝିଅର ଭୂମିକାରେ ସାରା ଅଲ୍ଲୀ ଖାନ୍‌ ଅଭିନୟ କରିବେ। ହେଲେ ରାଧିକାଙ୍କୁ ଏହି ରୋଲ୍ ମିଳିବା ପରେ ଏହା କେବଳ ଗୁଜବ ହୋଇ ରହିଗଲା।

‘ଇଂରାଜୀ ମିଡିୟମ୍‌’ ଜରିଆରେ ଇରଫାନ୍‌ ଖାନ୍‌ ପୁଣି କମ୍‌ବ୍ୟାକ୍‌ କରୁଛନ୍ତି। କ୍ୟାନ୍‌ସର୍‌ରେ ପୀଡ଼ିତ ହୋଇ ଲଣ୍ଡନରୁ ଚିକିତ୍ସିତ ହୋଇ ଫେରିବା ପରେ ସେ ଏବେ ସୁସ୍ଥ ଅଛନ୍ତି।  ସେଠାରୁ ସୁସ୍ଥ ହୋଇ ଫେରିବା ପରେ ସେ ଏହି ଫିଲ୍ମର ଶୁଟିଂ ଆରମ୍ଭ କରିଥିଲେ। ୨୦୨୦ ଏପ୍ରିଲ୍ ୨୪ ତାରିଖରେ ଫିଲ୍ମଟି ରିଲିଜ୍ ହେବ।

https://www.instagram.com/p/Bu6xjd5jBoa/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story