ଏହି ଅଭିନେତ୍ରୀଙ୍କ ପାଇଁ ହ୍ରିତିକ୍ ଦେବତା

ବି-ଟାଉନ୍‌ରେ କିଏ କାହାର ଶତ୍ରୁ ତ କିଏ ପୁଣି ମିତ୍ର। କିଏ କାହାକୁ ଘୃଣା କରେ ତ କିଏ କାହାକୁ ପୂଜିଥାଏ। ଆମେ କହୁଛୁ ବଲିଉଡ ଅଭିନେତା ହ୍ରିତିକ୍ ରୋଶନ୍‌ଙ୍କ କଥା। କଙ୍ଗନାଙ୍କ ପାଇଁ ହ୍ରିତିକ୍ ସବୁଠୁ ଖରାପ ମଣିଷ ହୋଇଥିବା ବେଳେ ଆଉ ଜଣେ ବଲିଉଡ୍‌ ହିରୋଇନଙ୍କ ପାଇଁ ସେ ଦେବତା। ହ୍ରିତିକ୍ ଓ କଙ୍ଗନାଙ୍କ ଯୁଦ୍ଧ କଥା ତ ଆପଣ ଶୁଣିଥିବେ। ଖବର କାଗଜରୁ ଆରମ୍ଭ କରି ଟିଭି ଚ୍ୟାନେଲ ପର୍ଯ୍ୟନ୍ତ ସବୁଠି ଏହି […]

hritik

hritik

Rakesh Mallick
  • Published: Saturday, 28 October 2017
  • Updated: 28 October 2017, 03:59 PM IST

Sports

Latest News

ବି-ଟାଉନ୍‌ରେ କିଏ କାହାର ଶତ୍ରୁ ତ କିଏ ପୁଣି ମିତ୍ର। କିଏ କାହାକୁ ଘୃଣା କରେ ତ କିଏ କାହାକୁ ପୂଜିଥାଏ। ଆମେ କହୁଛୁ ବଲିଉଡ ଅଭିନେତା ହ୍ରିତିକ୍ ରୋଶନ୍‌ଙ୍କ କଥା। କଙ୍ଗନାଙ୍କ ପାଇଁ ହ୍ରିତିକ୍ ସବୁଠୁ ଖରାପ ମଣିଷ ହୋଇଥିବା ବେଳେ ଆଉ ଜଣେ ବଲିଉଡ୍‌ ହିରୋଇନଙ୍କ ପାଇଁ ସେ ଦେବତା।

ହ୍ରିତିକ୍ ଓ କଙ୍ଗନାଙ୍କ ଯୁଦ୍ଧ କଥା ତ ଆପଣ ଶୁଣିଥିବେ। ଖବର କାଗଜରୁ ଆରମ୍ଭ କରି ଟିଭି ଚ୍ୟାନେଲ ପର୍ଯ୍ୟନ୍ତ ସବୁଠି ଏହି ଦୁଇଜଣଙ୍କ ଖବର ଛାଇଯାଇଥିଲା। ଏବେ ବି ପୂରା ଥମିନାହିଁ।

ହ୍ରିତିକ୍‌ଙ୍କ ବିରୁଦ୍ଧରେ କଙ୍ଗନା ଦେଇଥିବା ମନ୍ତବ୍ୟ ପାଇଁ ହ୍ରିତିକ୍‌ଙ୍କୁ ଅନେକ ଅପମାନ ସହିବାକୁ ପଡ଼ିଥିଲା। ରାତାରାତି ସେ ଯେମିତି ଭିଲିଆନ୍ ପାଲଟି ଯାଇଥିଲେ।

ଏଭଳି ସ୍ଥିତିରେ ହ୍ରିତିକ୍‌ଙ୍କ ପାଇଁ ଏକ ଭଲ ଖବର ଆସିଛି। ଖବରଟି ହେଉଛି ବଲିଉଡର ଜଣେ ହିରୋଇନ୍ ତାଙ୍କୁ ଦେବତା ମାନିସାରିଛନ୍ତି। ତାଙ୍କର ଫିଲ୍ମ ଲାଇନ୍‌କୁ ଆସିବା ପଛରେ ହ୍ରିତିକ୍ ହିଁ ଏକ ମାତ୍ର କାରଣ। ସେ ହ୍ରିତିକ୍‌ଙ୍କ ଡାନ୍ସରେ ବେଶ୍‌ ପ୍ରଭାବିତ। ତେଣୁ  ସେ ତାଙ୍କ ସହ କାମ କରିବାକୁ ମନବଳାଇ ଫିଲ୍ମ ଲାଇନରେ ପ୍ରବେଶ କରିଛନ୍ତି।

ସେ ଆଉ କେହି ନୁହଁନ୍ତି, ବାହୁବଳୀ-୨ର ନାୟିକା ତମନ୍ନା ଭାଟିଆ। ତମନ୍ନା ସର୍ବ ସମ୍ମୁଖରେ ଗଣମାଧ୍ୟମ ଆଗରେ ଏହି କଥାକୁ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ହ୍ରିତିକ୍ ତାଙ୍କ ପାଇଁ ଦେବତା। ସେ ତାଙ୍କୁ ମନରେ ପୂଜନ୍ତି। ସେ କହିଛନ୍ତି "ମୁଁ ବହୁତ ସୌଭାଗ୍ୟଶାଳୀ ମନେ କରିବି ଯଦି ମୋତେ ହ୍ରିତିକ୍‌ଙ୍କ ସହକାମ କରିବାକୁ ସୁଯୋଗ ମିଳିବ।"

ତେବେ ଏ ଖବର ହ୍ରିତିକ୍‌ଙ୍କ କାନରେ ପଡିବା ପରେ ସେ ତମନ୍ନାଙ୍କୁ ନିଜ ଫିଲ୍ମରେ ହିରୋଇନ ନେଉଛନ୍ତି କି ନାହିଁ ତାହା ଦେଖିବା ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story